Browsing Category

ରାଜ୍ୟ

ରୋଷେଇ ଗ୍ୟାସ ଟାଙ୍କି ଫାଟି ୭ ଗୁରୁତର

ବାଲୁଗାଁ : ରୋଷେଇ ଗ୍ୟାସ ଟାଙ୍କି ଫାଟିଯିବାରୁ ୭ ଜଣ ପୋଡ଼ି ଯାଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ଘଟିଛି ଏହି ଅଘଟଣ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା
Read More...

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରେ ପହଞ୍ଚିଲେ, ଜନ ଆଶିର୍ବାଦ୍‌ ଯାତ୍ରାରେ…

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଦୁହେଁ ରାଜ୍ୟର ଜନ ଆଶିର୍ବାଦ୍‌ ଯାତ୍ରାରେ ଅଂଶଗ୍ରହଣ କରିବେ । ବିମାନବନ୍ଦରରେ ବିଜେପି
Read More...

ଟାଉନ ଥାନା ପରିସରରେ ବୃକ୍ଷରୋପଣ

ପୁରୀ : ଟାଉନ ଥାନା ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସ୍‌ପି କେ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥାନା ପଛ ପାର୍ଶ୍ୱରେ ଥିବା ପଡିଆରେ ବୃକ୍ଷରୋପଣ କରିଥିଲେ । ବୃକ୍ଷ ରୋପଣ ଦ୍ୱାରା ପରିବେଶ ସନ୍ତୁଳନ ରହିବା ସହ ବାତାବରଣ ମଧ୍ୟ ଉତ୍ତମ ରହିବ ବୋଲି
Read More...

ଚିନ୍ତା ବଢାଇଲାଣି ଶିଶୁ ରୋଗୀଙ୍କ ସଂଖ୍ୟା, ପୁଣି ୧୨୮ ଛୁଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨୮ ଜଣ ଛୁଆ ଅଛନ୍ତି, ଯେଉଁମାନଙ୍କ ବୟସ ୦ରୁ ୧୮ ବର୍ଷ ମଧ୍ୟରେ ରହିଛି ।ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୪୩୬ଟି ହେଉଛି ଲୋକାଲ୍‌ କେସ୍‌
Read More...

ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ବ୍ଲକଠାରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ

ଫୁଲବାଣୀ,୧୮/୮- କନ୍ଧମାଳ ଜିଲ୍ଲା ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ବ୍ଲକଠାରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବରେ କନ୍ଧମାଳ ସାଂସଦ ଡ଼ଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସହ
Read More...

ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବୌଦ୍ଧ,୧୮/୮- ଚଳିତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମସ୍ତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ଓ ବିଏଲଓ ସୁପରଭାଇଜରଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଭୋଟରମାନେ ଅନଲାଇନ
Read More...

ଧରଣୀଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର

ଦେବଗଡ଼,୧୮ା୮ : ଧରଣୀଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୦-୨୧ ବର୍ଷ ପାଇଁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି । ସୁଶୀତଳ ଛାୟା ପ୍ରଦାନକାରୀ ସୁ-ଉଚ୍ଚ ପିଆଶାଳ ବୃକ୍ଷରାଜି ସହିତ ନାନାଦି ଓøଷଧିୟ ବୃକ୍ଷ ଓ ବିଭିନ୍ନ ଫୁଲଫଳ ବୃକ୍ଷ ସମୁହର ପ୍ରାକୃତିକ ପରିବେଶ ଏହି ବିଦ୍ୟାଳୟକୁ
Read More...

ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ସଂର୍ପକୀତ କର୍ମଶାଳା

ରାୟଗଡ/୧୮/୮: “ମୋ କଲେଜ ଅଭିଯାନ’ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପରିକଳ୍ପନା । କଲେଜକୁ ସେମାନଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଯୋଡିବା ଏବଂ ସେ ଅଂଚଳର ବୁଦ୍ଧିଜୀବି ଓ ସମସ୍ତଙ୍କ ସହଯୋଗରେ କଲେଜର ସାମଗ୍ରୀକ ବିକାଶ କରିବା ଏହି ଅଭିଯାନର ଲକ୍ଷ୍ୟ ବୋଲି ମୋ କଲେଜ ଅଭିଯାନର
Read More...

ରକ୍ତଦାନ ଶିବିର ଉଦଘାଟିତ, ୮୫ ୟୁନିଟ ରକ୍ତ ସଂଗୃହୀତ

ସାଲେପୁର,୧୮/୮: ରକ୍ତଦାନ ମହତ ଦାନ । ସାଲେପୁର ବ୍ଲକ୍‌ ଅନ୍ତର୍ଗତ କଟରପା ଗ୍ରାମ ପଞ୍ଚାୟତରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦାନ କରିବାସହ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ । ଗ୍ରାମପଞ୍ଚାୟତର ପ୍ରାୟ ୮୫ ରୁ
Read More...

ସୂଚନା ଓ ଲୋକସଂପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ ରାୟଗଡ ଜିଲ୍ଳା ଗସ୍ତ

ରାୟଗଡ/୧୮/୮: ସୂଚନା ଓ ଲୋକସଂପର୍କ ବିଭାଗର ଦକ୍ଷିଣାଂଚଳ ଉପନିର୍ଦ୍ଦେଶକ ଗୁରବୀର ସିଂହ ଆଜି ଦିନକିଆ ରାୟଗଡ ଜିଲ୍ଲା ଗସ୍ତରେ ଆସି ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ଶ୍ରୀ ସିଂହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକାରିତା
Read More...