Browsing Category

ରାଜ୍ୟ

ଖୋଲିଲା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ : କୋଭିଡର ଦ୍ବିତୀୟ ଲହର ପାଇଁ ଅପ୍ରେଲ ମାସ ୧୫ ତାରିଖଠାରୁ ବନ୍ଦ ଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ଦୀର୍ଘ ଦିନ ଧରି ବନ୍ଦ ଥିବା ସୂର୍ଯ୍ୟ ମନ୍ଦିର ସୋମବାର ସକାଳ ୬ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ
Read More...

ଇଣ୍ଡିଆନ ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର୧/୮ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଣ୍ଡିଆନ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘ ୪୧ ବର୍ଷପରେ ଇଣ୍ଡିଆନ ହକି ଟିମ୍‌ ବ୍ରିଟେନକୁ ହରାଇ ଅଲଂପିକ ସେମିକୁ ପ୍ରବେଶ କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ହକିକୁ ପ୍ରୋତ୍ସାହନ ଦେବାରେ
Read More...

୧୮ରୁ ୪୪ ବର୍ଷ ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଫିଜିଓ ଥେରାପି ୟୁନିଟ୍‌ ଠାରେ ଟୀକାକରଣ

ବୌଦ୍ଧ,୧/୮ : ଆସନ୍ତାକାଲି ଠାରୁ ବୌଦ୍ଧ ସହରର ୧୮ରୁ ୪୪ବର୍ଷ ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କ ହିତାଧିକାରୀଙ୍କ ପାଇଁ ଟୀକାକରଣ ସ୍ଥାନ ପରିବର୍ତ୍ତନ କରାଯାଇଛି । ବୌଦ୍ଧର ପୁରୁଣାଜେଲ୍‌ ସମ୍ମୁଖ ଫିଜିଓଥେରାପି ୟୁନିଟ ଠାରେ ୧୮ରୁ ୪୪ ବର୍ଷ ବୟସ୍କ ହିତାଧିକାରୀ ସକାଳ ୮ଟାରୁ ମଧ୍ୟାହ୍ନ ସାଢେ ୧୨ଟା
Read More...

ବିଶ୍ୱ ବନ୍ଧୁତା ଦିବସ ଅବସରରେ ଗଛ ସହିତ ମିତ୍ରତା

ବ୍ରହ୍ମପୁର,୧/୮ : ଅଗଷ୍ଟ ମାସର ପ୍ରଥମ ରବିବାର ହେଉଛି ବିଶ୍ୱ ବନ୍ଧୁତା ଦିବସ । ଏହି ଦିବସ ଉପଲକ୍ଷେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସୁକୁଣ୍ଡା ଗ୍ରାମ ନିକଟସ୍ଥ ଶତାୟୁ ବର୍ଷର ବଟ ଓ ଅଶ୍ୱସ୍ତ ବୃକ୍ଷକୁ ବନ୍ଧୁରୁପେ ଗ୍ରହଣ କରି ସେମାନଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ପଞ୍ଚବଟୀ (ବଟ,
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼,୧/୮ - ବ୍ରହ୍ମପୁରାସ୍ଥିତ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ବ୍ଲକ ସଭାପତି ଶ୍ରୀ ଅଷ୍ଟରତ୍ନ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୦୯ ଅଗଷ୍ଟରେ ହେବାକୁ ଥିବା ବିଶ୍ୱ ଆଦିବାସୀ ଦିବସ
Read More...

କାର୍‌ ଧକ୍କାରେ ୨ ଗୁରୁତର

ବୌଦ୍ଧ/ଜହ୍ନାପଙ୍କ,୧/୮- ବୌଦ୍ଧ -ବଲାଙ୍ଗୀର ଜାତୀୟ ରାଜପଥ ୫୭ର ମଧୁପୁର ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢେ଼ ତିନିଟାରେ ଏକ କାର୍‌ ଧକ୍କାରେ ୩ଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ମଧୁପୁର ଗ୍ରାମର ଚାଷୀ ନିରଞ୍ଜନ ମହାନ୍ତି, ପୁଅ ଦିବାକର ମହାନ୍ତି
Read More...

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ସଂପର୍କରେ ଏମିତି କହିଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ ଯେଉଁ କୋଭିଡ୍ ଗାଇଡ୍‌ଲାଇନ୍ ଜାରି କରାଯାଇଛି, ସେଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସଂପୃକ୍ତ ବିଭାଗ ଗୁଡ଼ିକ ନିଷ୍ପତ୍ତି ନେଇ ପାରିବେ ବୋଲି କୁହାଯାଇଛି। ସେଥିପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବ କି ନାହିଁ, ଏବେ ତାକୁ ନେଇ ଅଧିକ ଚର୍ଚ୍ଚା
Read More...

ସମ୍ବଲପୁରୀ ଭାଷା ଏକାଡେମୀ ପକ୍ଷରୁ ସମଲପୁରୀ ଲିପିରେ ପ୍ରଥମ ପତ୍ରିକା ଉନ୍ମୋଚିତ

ସମ୍ବଲପୁର, ୧/୮- ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର, ସଂସ୍କୃତି, ସୁରକ୍ଷା ଓ ସମୃଦ୍ଧି ଦିଗରେ ଆଉ ଏକ ପାଦ ଆଗକୁ ବଢିଛି ସମ୍ବଲପୁରୀ ଭାଷା ଏକାଡେମୀ ସମ୍ବଲପୁର । ଏହି ଭାଷାରେ ଶହ ଶହ ସଂଖ୍ୟାରେ ପୁସ୍ତକ ରଚନା ହୋଇସାରିଛି କିନ୍ତୁ ବର୍ତ୍ତମାନ ସମ୍ବଲପୁରୀ ଲିପିରେ ଦ୍ୱିତୀୟ ପୁସ୍ତକ ଓ ପ୍ରଥମ
Read More...