Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କ୍ରାନ୍ତି ଦିବସ ଉପଲକ୍ଷେ ଆଲୋଚନା ଚକ୍ର ଓ ମଶାଲ ଶୋଭାଯାତ୍ରା
ସୁବର୍ଣ୍ଣ ପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ କସ୍ତୁରୀ ହୋଟେଲର ସମ୍ମିଳନୀ କକ୍ଷରେ ଅଗଷ୍ଟ ୯ ମହାନ କ୍ରାନ୍ତି ଦିବସକୁ ମହାସମାରୋହରେ ପାଳନ କରାଯାଇଛି । ଜିଲ୍ଲା ଲିଗାଲସେଲର ସୁଧୀର କୁମାର ପଣ୍ଡାଙ୍କ ସଂଯୋଜନା କ୍ରମେ ଆରମ୍ଭ ହୋଇଥିବା ଆଲୋଚନା ଚକ୍ରରେ ଜିଲ୍ଲା କଂଗ୍ରେସ!-->…
Read More...
Read More...
ଫୁଲବାଣୀ ପୌରପରିଷଦର ମହିଳା ବିଜୁ ଜନତା ଦଳର ବୈଠକ
ଫୁଲବାଣୀ:ସ୍ଥାନୀୟ ଫୁଲବାଣୀ ସାମ୍ବାଦିକ ଭବନ ଠାରେ କନ୍ଧମାଳ ଜିଲ୍ଲା ସଭାନେତ୍ରୀ ପୁନମ କହଁରଙ୍କ ନେତୃତ୍ୱରେ ଫୁଲବାଣୀ ପୌରପରିଷଦର ମହିଳା ବିଜୁ ଜନତା ଦଳର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକକୁ ନଗର ସଭାନେତ୍ରୀ ପ୍ରଞ୍ଜଳି ଦିଗାଲ ପରିଚାଳନା କରିଥିଲେ ।
ଜିଲ୍ଲା ସଭାନେତ୍ରୀ!-->!-->!-->!-->!-->…
Read More...
Read More...
ବୌଦ୍ଧର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ପରଲୋକ
ବୌଦ୍ଧ,୯ା୮: ବୌଦ୍ଧଜିଲ୍ଲାର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ଆଜି ସନ୍ଧ୍ୟାରେ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଦୀର୍ଘ ୫୦ ବର୍ଷ ଧରି ରାଜ୍ୟର ବିଭିନ୍ନ ସମ୍ବାଦପତ୍ରରେ ସାମ୍ବାଦିକତା କରି ସେ ସୁନାମ ଅର୍ଜନ କରିଥିଲେ । ସାମ୍ବାଦିକତା, ସାହିତ୍ୟ ଏବଂ ଅନେକ!-->…
Read More...
Read More...
ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ: ରାଜ୍ୟରେ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ
ଭୁବନେଶ୍ୱର,୯ା୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କ୍ୟାବିନେଟ ବୈଠକ ସଂପର୍କରେ ସୂଚନା ଦେଇ କହିଲେ ଯେ ରାଜ୍ୟସରକାର ଆଜି କ୍ୟାବିନେଟରେ ୧୬ଟି!-->…
Read More...
Read More...
ଓଏଏସ ସ୍ତରରେ ଅଦଳବଦଳ: ଢେଙ୍କାନାଳ ଜିଲ୍ଲାପାଳ ହେଲେ ସରୋଜ ସେଠୀ
ଭୁବନେଶ୍ୱର,୯ା୮: ରାଜ୍ୟସରକାର ଆଜି ପ୍ରଶାସନିକ ସ୍ତରରେ ଏକ ଛୋଟିଆ ଅଦଳବଦଳ କରିଛନ୍ତି । ଏହିକ୍ରମରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଭାବେ ବଦଳ କରିଥିବାବେଳେ ତାଙ୍କ ସ୍ଥାନରେ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି!-->…
Read More...
Read More...
ଦେବଗଡ଼ ପୌରପରିଷଦର ସମୀକ୍ଷା ବୈଠକ
ଦେବଗଡ଼,୯ା୮: କୋଭିଡ଼ ନିୟମ ଅନୁଯାୟୀ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଦେବଗଡ଼ ପୌରପରିଷଦର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ହୋଇଯାଇଛି । ଏକ୍ତ ବୈଠକରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପୌରପରିଷଦ ଅଧିକାରୀ ଅତସୀ ପିତଡ଼ା,ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନରୋତ୍ତମ!-->…
Read More...
Read More...
ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୨୭ ତମ ବିଶ୍ୱ ଆଦିବାସୀ ଦିବସ ପାଳିତ
ପାଟଣାଗଡ,୯/୮- ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ସଂଘ ପକ୍ଷରୁ ୨୭ ତମ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିର୍ସା ମୁଣ୍ଡା ,ଜୟ ସିଂ ପାଳ ମୁଣ୍ଡା, ରିଣ୍ଡୋ ମାଝୀଙ୍କ ସହ ସଂଘ ଜିଲ୍ଲା ସଭାପତି ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ!-->…
Read More...
Read More...
କଣ୍ଟାମାଳ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ
କଣ୍ଟାମାଳ,୯/୮- ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମନମୁଣ୍ଡା ବଙ୍ଗଳାଠାରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଜୁ ଛାତ୍ର ଜନତା ଦଳ କଣ୍ଟାମାଳର ସଭାପତି ଉଦିତ କୁମାର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବିଜୁ ଛାତ୍ର ଜନତାଦଳ ବୌଦ୍ଧର!-->…
Read More...
Read More...
ଆଦିବାସୀ ଦିବସରେ ଗୋଣ୍ଡ ସମାଜ ପକ୍ଷରୁ ଦାବିପତ୍ର ପ୍ରଦାନ
ସୁବର୍ଣ୍ଣପୁର ୯/୮- ଆଜି ହେଉଛି ଆଦିବାସୀ ଦିବସ । ଆଜିର ଦିନରେ ଆଦିବାସୀଙ୍କ ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ ଗୋଣ୍ଡ ସମାଜ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଶୋଭାଯାତ୍ରା ସହ ବିଭିନ୍ନ ଦାବି ସମୂହ ଉପସ୍ଥାପନ କରାଯାଇଛି । ଜିଲ୍ଲା ସଭାପତି ବିରାଜ ଭୁଏଙ୍କ ନେତୃତ୍ୱରେ ଆଜି ଶହେରୁ ଉର୍ଦ୍ଧ୍ୱ!-->…
Read More...
Read More...