Browsing Category

ରାଜ୍ୟ

କ.ନୂଆଗାଁରେ ମହିଳା ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

ଫୁଲବାଣୀ,୮/୮ - ଆଜି ବାଲିଗୁଡା ନିର୍ବାଚନ ମଣ୍ଡଳୀର କେ. ନୂଆଗାଁ ବ୍ଲକଠାରେ ମହିଳା ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ
Read More...

କଳାକାର ହିତୈଷୀ ଆନ୍ଦୋଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର,୮/୮ - ବ୍ରହ୍ମପୁର କଳା ଓ କଳାକାର ହୀତୈଷୀ ମହାମଞ୍ଚ "ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ କଳାକାର ହିତୈଷୀ ଆନ୍ଦୋଳନ ନିମନ୍ତେ ସୋରଳ ଜଙ୍କ୍ସନ୍‌ ସ୍ଥିତ ସୁରେଶ ହସ୍ପିଟାଲ୍‌ ସଭାକକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ସୀମାନ୍ତ
Read More...

ଦେଶବିଦେଶରେ ମହକିବ ‘କୋରାପୁଟ କଫି’ : କଫି ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ଏହା ସହାୟକ ହେବ –…

ଭୁବନେଶ୍ୱର,୮/୮- ଆମ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି' ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି । ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ କୋରାପୁଟ କଫି'ର ବିକ୍ରିବଟା ପାଇଁ
Read More...

ଜିଓ ସେଲୁଲାର ସିଗନାଲ ଟାୱାର ଉଦଘାଟନ କଲେ ପାରଳା ବିଧାୟକ କେ. ନାରାୟଣ ରାଓ

ଗଜପତି,୮/୮- ଗଜପତିଜିଲ୍ଲା ଗୁମ୍ମା ବ୍ଳକର ଗୁମ୍ମା ଓ ଗାଇବା ଗ୍ରାମ ଠାରେ ପାରଳା ବିଧାୟକ କେ. ନାରାୟଣ ରାଓ ଜିଓ ସେଲୁଲାର ସିଗନାଲ ଟାୱାରର ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଓ ଗଜପତି ଡିଭିଜନର ମେନେଜର ଆଲୋକ କୁମାର ତିୱାରିଙ୍କ ସହ ଗୁମ୍ମା ବ୍ଳକ ଅଧ୍ୟକ୍ଷ । ଗୀତାଞ୍ଜଳୀ
Read More...

ରାୟଗଡ ଜିଲ୍ଳା ବିଜୁ ଯୁବ ଜନତା ଦଳ ଓ ନଗର କମିଟି ତରଫରୁ ବୃକ୍ଷରୋପଣ

ରାୟଗଡ/୮/୮- ରାୟଗଡ ଜିଲ୍ଳା ସଦର ମହକୁମା ଉପକଣ୍ଠସ୍ଥିତ ବାରିଝୋଲା ବାଇପାସ୍‌ ମୁଖ୍ୟରାସ୍ତାର ଉଭୟ ପଟେ ଜିଲ୍ଳା ବିଜୁ ଯୁବ ଜନତା ଦଳର ସଭାପତି ଦେବାଶିଷ ଖାଡଙ୍ଗା ଓ ରାୟଗଡ ନଗର କମିଟି ବିଜୁ ଜନତା ଦଳର ସଭାପତି ସତ୍ୟନାରାୟଣ ପାଢୀଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ମହିଳା ମାଓବାଦୀ କାନ୍ତି ମଲ୍ଲିକଙ୍କ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ

ଫୁଲବାଣୀ,୮/୮ - ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା କୁଟିକିଆ ଅଂଚଳର କାନ୍ତି ମଲ୍ଲିକ ଏସ ପିଙ୍କ ନିକଟରେ କରିଛି ଆତ୍ମ ସମର୍ପଣ । ବାଲିଗୁଡା ଥାନା କୁଟିକିଆ ପଞ୍ଚାୟତ ଗଙ୍ଗରଙ୍ଗା ଗ୍ରାମର ବୋଲି ଜଣା ପଡ଼ିଛି । କାନ୍ତିଙ୍କ ବାପା ମୃତ କୁଣ୍ଡା ମଲିକ, ଏବଂ
Read More...