Browsing Category

ରାଜ୍ୟ

ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ବିକାଶରେ ଅବହେଳା ପ୍ରତିବାଦରେ ବୌଦ୍ଧଜିଲ୍ଲା ବିଜେପି ତରଫରୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୨୮/୭- ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ବିକାଶରେ ଅବହେଳାର ପ୍ରତିବାଦ, ଭୀମସାରରେ ଇକମୋ ମେଶିନ ଲଗାଇବା ସହ ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ତୁରନ୍ତ ନିରାକରଣ ପାଇଁ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଘେରାଉ, ପ୍ରତିବାଦ ଓ ୧୧ ଦଫା ଦାବୀପତ୍ର ଜିଲ୍ଲାପାଳ ବୌଦ୍ଧଙ୍କ
Read More...

ସ୍ୱାସ୍ଥ୍ୟସେବାରେ ପଶ୍ଚିମ ଓଡିଶାକୁ ଅବହେଳା : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଜେପିର ଦାବିପତ୍ର ପ୍ରଦାନ

ବଲାଙ୍ଗୀର ତା୨୮/୦୭ ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶରେ ଅବହେଳା ଅଭିଯୋଗରେ ବିଜେପି ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି । ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ
Read More...

ବିଜେପିର ରାଜ୍ୟ ସ୍ତରୀୟ ପୌରାଞ୍ଚଳ କମିଟି ଘୋଷଣା : କମିଟିର ଅଧ୍ୟକ୍ଷ ହେଲେ କେ.ଭି ସିଂହଦେଓ

ଭୁବନେଶ୍ୱର: ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ପୌରାଂଚଳ କମିଟି ଗଠନ କରାଯାଇଛି ଏବଂ ରାଜ୍ୟ
Read More...

୪ ହଜାର “ପଡା’ ହେବ ଗ୍ରାମ

ଭୁବନେଶ୍ୱର : ରାଜ୍ୟର ୪ ହଜାର ପଡାକୁ ଗ୍ରାମ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ଏକ ଗାଇଡ ଲାଇନ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଜଣାପଡିଛି । ରାଜସ୍ୱ ସଚିବ ଏ ସଂପର୍କରେ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ଜଣାପଡିଛି । ଗାଇଡଲାଇନ
Read More...

ବିଦେଶୀ ମଦ ଦୋକାନ ସହରରୁ ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଣ୍ଟାବାଞ୍ଜି,୨୮/୭: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମୁଖ୍ୟ ଛକ (ଇନ୍ଦିରା ଏବଂ ଶାସ୍ତ୍ରୀଛକ) ରେ ଥିବା ବିଦେଶି ଠିପି ବନ୍ଦ ମଦ ଦୋକାନ ସଂପୂର୍ଣ୍ଣ ଭାବେ ସ୍ଥାନାନ୍ତର ଦାବି କରିଛି ବେହେରେନ ସିଲେଟ ଆମ୍ବେଦକର ଯୁବକ ସଂଘ । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝିଙ୍କ ଜରିଆରେ
Read More...

ସିଆରପିଏଫର ୮୩ତମ ସ୍ଥାପନା ଦିବସ ପାଳିତ

ବାଲିଗୁଡା,୨୮/୭: କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ତଥା ସିଆରପିଏଫର ୮୩ତମ ପ୍ରତିଷ୍ଠା ଦିବସ ବାଲିଗୁଡା ଉପଖଣ୍ଡ ବରଖାମାଠାରେ ପାଳିତ ହୋଇଯାଇଛି । ୧୯୩୯ ଜୁଲାଇ ୨୭ରେ ପ୍ରତିଷ୍ଠା ହୋଇଥିବା ଏହି ସାମରିକ ବାହିନୀ ଆଜି ବିଶ୍ୱର ସବୁଠାରୁ ବଡ଼ ସାମରିକ ବାହିନୀ । କାର୍ଯ୍ୟକ୍ରମ ପ୍ରାରମ୍ଭରେ
Read More...

ୱାର୍ଡ଼ ନଂ-୩୯ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପବିତ୍ର ସୁନାବେଶ ଉପଲକ୍ଷେ ନୂଆପଲ୍ଲୀ ୱାର୍ଡ଼ ନଂ ୩୯ ଅଧୁନରେ ଥିବା ୟୁନିଟ୍-୮ କଲ୍ୟାଣ ମଣ୍ଡପ ପ୍ରାଚେରୀ ପାର୍ଶ୍ଵ ରେ ସମାଜସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସମ୍ପାଦକ ମିଲନ୍‌ କୁମାର ପାଇକରାୟଙ୍କ ନେତୃତ୍ବରେ ଓ ଗ୍ରୀନ୍ ୱାଲ୍ଡର ମିଳିତ ସହଯୋଗରେ ଏକ
Read More...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠିଯିବ: ସ୍ଥାନୀୟ ଲୋକଙ୍କ ଘୋର ବିରୋଧ

ସମ୍ବଲପୁର, ୨୮/୭- ପ୍ରାୟ ଚାଳିଶ ବର୍ଷରୁ ଏଠାରେ ପ୍ରତିଷ୍ଠିତ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଏଠାରୁ ଅନ୍ୟତ୍ର ଉଠିଯିବ ବୋଲି ଜାଣିଲା ପରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଏଠାରେ କଡା ବିରୋଧ କରାଯାଉଛି । ୧୯୮୨ ସମୟରେ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲକୃଷ୍ଣ
Read More...

ଭିଜିଲାନ୍ସ ଜାଲରେ ଧନକଉଡ଼ା ବ୍ଲକ ମୁଖ୍ୟ କିରାଣୀ: ଟ୭୮଼.୬୯ଲକ୍ଷରୁ ଊର୍ଦ୍ଧ୍ୱ ସଂପତ୍ତି ଠାବ

ସମ୍ବଲପୁର, ୨୮/୭- ସମ୍ବଲପୁର ନଗର ନିଗମ ପରିସରସ୍ଥିତ ଧନକଉଡ଼ା ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟକିରାଣୀ ଦିଲ୍ଲୀପ କୁମାର ଦେବଙ୍କ କାର୍ଯ୍ୟାଳୟ ଓ ସାକ୍ଷୀପଡାସ୍ଥିତ ବାସଭବନ ଉପରେ ଗତକାଲି ଏକାସାଙ୍ଗରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା । ଦିନତମାମ ତଦନ୍ତପରେ ବିଳମ୍ବିତ ସନ୍ଧ୍ୟାପର୍ଯ୍ୟନ୍ତ
Read More...

ବୌଦ୍ଧଜିଲ୍ଲା: ଆଜି ୪ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୧୨୪୯୦

ବୌଦ୍ଧ,୨୮/୭- ଆଜି ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ମଧ୍ୟ କେବଳ କଣ୍ଟମାଳ ବ୍ଲକ ଗୁଡଭେଲିପଦର ପଞ୍ଚାୟତ ଗୁଡଭେଲିପଦର ଗ୍ରାମରୁ
Read More...