Browsing Category

ରାଜ୍ୟ

୪ର୍ଥ ବାଟାଲିୟନ ସିଆରପିଏଫ ଦ୍ୱାରା ବିପୁଳ ମାଓ ସାମଗ୍ରୀ ଜବତ

ରାୟଗଡ: ରାୟଗଡ-କଳାହାଣ୍ଡି ଜିଲ୍ଳା ସୀମାନ୍ତ କଳାହାଣ୍ଡି ଜିଲ୍ଳାର ବିଜେପୁର ଥାନା ଅଧିନସ୍ଥ ତ୍ରିଲୋଚନପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ତାଡିଝୋଲା ଗ୍ରାମ ନିକଟସ୍ଥ ନିୟମଗିରି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀକୁ ତିଲୋଚନପୁର ଠାରେ ନିୟୋଜିତ ଥିବା ୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ
Read More...

ପୁଣି ୬୯ ଜୀବନ ନେଲା କରୋନା, ୧୨୪୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୩ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ୩ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା,୭/୮- ଗୁରୁବାର ଖୋର୍ଦ୍ଧା ନିଜିଗଡ ତାପଙ୍ଗ ହାତିଆ ମୁଣ୍ଡିଆ ନିକଟରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ନେଇ ଖୋର୍ଦ୍ଧା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ତାଙ୍କ ପଡୋଶୀ ହୋଇଥିବାବେଳେ ପୂର୍ବ
Read More...

ନୂଆପାଲି ସ୍କୁଲରେ ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା ବୃକ୍ଷରୋପଣ

କଣ୍ଟାମାଳ,୭/୮- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ମହୀଧର ରଣା ଓ ସମ୍ମାନୀତ ଅତିଥି ଭାବେ
Read More...

କଣ୍ଟାମାଳ ଓ ଘଣ୍ଟାପଡାରେ ବିଜେଡିର ଜୋନସ୍ତରୀୟ କର୍ମି ସମ୍ମିଳନୀ

କଣ୍ଟାମାଳ,୭/୮ - କଣ୍ଟାମାଳ ବିାନସଭା ନିର୍ବାଚନ ମଣ୍ଡଳୀର ୧ନମ୍ବର ଜୋନ ଘଣ୍ଟାପଡା ର ମାଣ୍ଡିଆଯୋର ଡାକବଙ୍ଗଳା ଓ ୨ନମ୍ବର ଜୋନ୍‌ କଣ୍ଟାମାଳର କଲ୍ୟାଣ ମଣ୍ଡପ ଠାରେ ଆଜି ବିଜୁ ଜନତା ଦଳର ଜୋନସ୍ତରୀୟ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ
Read More...

ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ପୁରୀ,୭/୮- ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭଲିନ ଥ୍ରୋ ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଖେଳାଳି ନିରଜ ଚୋପ୍ରା ଅଲଂପିକରେ ଗୋଲ୍‌ଡ ମେଡାଲ ଜିତି ଇତିହାସ ରଚିଥିବାରୁ ତାଙ୍କର ବାଲୁକା କଳା
Read More...

ରାୟଗଡ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ରାୟଗଡ/୭/୮: ରାୟଗଡ ଜିଲ୍ଳା ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ତରଫରୁ ପଦ୍ମବିଭୂଷଣ ତଥା ପୂର୍ବତନ କେନ୍ଦ୍ର ବୈଦଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ମହିଳା ମୋର୍ଚ୍ଚାର
Read More...

ନୂତନ ଜ଼ିଲ୍ଲାପାଳଙ୍କୁ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ କିଛି ଗଠନ ମୂଳକ ପ୍ରସ୍ତାବ ଉପରେ ଆଲୋଚନା ଓ ଉପସ୍ଥାପନା

ସୁବର୍ଣ୍ଣପୁର, ୭/୮- ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଆଇଏଏସ୍‌ଙ୍କୁ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର-ମନମୁଣ୍ଡାର ଏକ ଉଚସ୍ତରୀୟ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଗତମାସରେ ଖବର ମାଧ୍ୟମରେ ସଂଗଠନ ପକ୍ଷରୁ ପ୍ରଶାସନ ର ସ୍ୱତନ୍ତ୍ର ଦୃଷ୍ଟି
Read More...

ମୋ ସ୍କୁଲ ଅଭିଯାନ ଉପ-ନିର୍ଦ୍ଦେଶିକାଙ୍କ ରାୟଗଡ ଜିଲ୍ଳା ଗସ୍ତ: ସ୍ମାର୍ଟକ୍ଳାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସହ…

ରାୟଗଡ/୭/୮: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମୋ ସ୍କୁଲ ଅଭିଯାନର ଉପନିର୍ଦ୍ଦେଶିକା ସଶ୍ମିତା ମାଳି ଦିନିକିଆ ରାୟଗଡ ଶିକ୍ଷା ଜିଲ୍ଲାକୁ ଗସ୍ତରେ ଆସି ୫ଟି ନୀତି ଅନୁଯାୟୀ ଜିଲ୍ଳାର ୭ଟି ଆକାଂକ୍ଷୀ ଉଚ ବିଦ୍ୟାଳୟରେ ସ୍ମାର୍ଟକ୍ଳାସ, ଇ-ପାଠାଗାର, ବିଜ୍ଞାନ
Read More...

ପୋଲିସ୍‌ ଡିଜିପିଙ୍କ ସାମ୍ବାଦିକ ସମ୍ମିଳନୀକୁ ବର୍ଜନ

ବଲାଙ୍ଗୀର,୭/୮- ଆଜି ପୋଲିସ୍‌ ଡିଜି ଅଭୟଙ୍କ ବଲାଙ୍ଗୀର ଗସ୍ତ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ଗଣମାଧ୍ୟମ ପ୍ରତିନିଧି ବର୍ଜନ କରିଥିଲେ । ଆଇନ୍‌ ଶୃଙ୍ଖଳା ଓ ମାଓ ଦମନ ସମୀକ୍ଷା ପାଇଁ ଡିଜି ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ମନୋହରପୁର ରିଜର୍ଭ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବଲାଙ୍ଗୀର
Read More...