Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ
Read More...

ରାଜରାସ୍ତାରେ ଲୁଟ ଘଟଣାରେ ୨ ଗିରଫ

ସମ୍ବଲପୁର; ସ୍ଥାନୀୟ ହୀରାକୁଦ ରେଳଷ୍ଟେସନ ସାମନା ଜାତୀୟ ରାଜପଥରେ ଦିନ ଦ୍ୱିପହରରେ ହୋଇଥିବା ଏକ ଲୁଟ ଘଟଣା ସହିତ ସମ୍ପୃକ୍ତ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ବୁର୍ଲା ପୁଲିସ ଥାନା ସୂତ୍ରରୁ ଏବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୭ ତାରିଖ ମଙ୍ଗଳବାର ଦିନ ବୁର୍ଲା ଜଳବିଦ୍ୟୁତ
Read More...

୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାରେ ୩୦ ଜଣଙ୍କୁ ସଜା

ବାଲିଗୁଡ଼ା,୩୦/୭- ବହୁ ଚର୍ଚ୍ଚିତ ୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାରେ ୩୦ ଜଣଙ୍କୁ ସଜା ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଜଣକ ପିଛା ୧୦୦୦ଟଙ୍କା ଜୋରିମାନା ସହ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋଟଗଡ଼ JMFC କୋର୍ଟ । ଜୋରିମାନା ଅନାଦେୟରେ ଅଧିକ ୬ ମାସ ଦଣ୍ଡ
Read More...

ପୁଣି ୬୬ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୧୫୫୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ଟଙ୍କିକିଆ ଚାଉଳ ଏବଂ ବିଭିନ୍ନ କଲ୍ୟାଣ ଯୋଜନା ଗରିବ ଲୋକଙ୍କ ସାମାଜିକ ସ୍ଥିତିରେ ଉନ୍ନତି ଆଣିପାରିଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୭- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ୱାରା
Read More...

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାଲିଗୁଡ଼ା,୨୯/୭: ମହିଳା ଗୃହରକ୍ଷୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରାଇକିଆ ଥାନାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ଏନେଇ ଜାନୁଆରୀ ୯ତାରିଖରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ
Read More...

ବାଲିଗୁଡ଼ା ଉପ-କାରାଗାରରେ ୩୦ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ

ବାଲିଗୁଡ଼ା,୨୯/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପ କାରାଗାରରେ ୩୦ଜଣ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସମୟରେ ସମସ୍ତେ ଆଇସୋଲେସନରେ ଥିବା ଜଣାପଡ଼ିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନେଇ ସୂଚନା ଦେଲେ ଜେଲ୍‌ ସୁପରିଟେଣ୍ଡେଣ୍ଟ ସଞ୍ଜିବ କୁମାର ସଏ
Read More...

ହ୍ରାସପାଉଛି କରୋନା ସଂକ୍ରମଣ

ଦଶପଲ୍ଲା,୨୯/୭ :- ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ଘଟୁଛି । ସରକାରଙ୍କ କଠୋର ନିୟମ ଓ ଜନ ସଚେତନତା ଯୋଗୁଁ ଧିରେ ଧିରେ କରୋନା ଜିଲ୍ଲାରୁ ଦୂରେଇ ଦୂରେଇ ଯାଉଥିବା ଅନୁମାନ କରାଯାଉଛି । ଜିଲ୍ଲାରେ ଆଜି ନୂଆ ମାତ୍ର ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ
Read More...

ଅପରେସନ ପରେବି ବଢ଼ୁଛି ଛଅ ମାସ ଛୁଆର ମୁଣ୍ଡ

ଫୁଲବାଣୀ,୨୯/୭ -ଚିନ୍ତାରେ ପଡିଛନ୍ତି ଦିନ ମଜୁରିଆ ପରିବାର ସ୍ତ୍ରୀ ହୀରା ବେହେରା ଏବଂ ଶାଶୁ ବୁଢ଼ୀ ସୁଷମା ବେହେରାଙ୍କୁ ନେଇ ଦୁଃଖ କଷ୍ଟ କରି ଗୁଜୁରାଣ ମେଣ୍ଟାଇବା ସହିତ ବେଶ୍‌ ଖୁସିରେ ଚଳୁଥିଲା ସମ୍ବିତ ନାୟକଙ୍କ ପରିବାର । ଗତ ଜାନୁଆରୀମାସ ୧୨ ତାରିଖରେ ସମ୍ବିତ୍‌ ଏବଂ ହୀରାଙ୍କ କୋଳରେ
Read More...

ରାଜ୍ୟ ଖାଦ୍ୟ କମିଶନର ଅଧକ୍ଷଙ୍କ ଖୋର୍ଦ୍ଧା ଗସ୍ତ, ଖାଉଟି କଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା

ଖୋର୍ଦ୍ଧା ୨୯/୦୭: ଓଡିଶା ରାଜ୍ୟ ଖାଦ୍ୟ କମିଶନର ଅଧକ୍ଷ ମାନ୍ୟବର ଶ୍ରୀ ପ୍ରମୋଦ କୁମାର ମେକାପ ଆଜି ଖୋର୍ଦ୍ଧା ଗ୍ରସ୍ତରେ ଆସି ସରକାରଙ୍କ ଖାଉଟି କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଖାଦ୍ୟ କମିଶନର ମଳିପଡା ଗ୍ରାମ ପଚାଂୟତର କଁପୁରୁ ଗ୍ରାମକୁ ଯାଇ ପଞ୍ଚାୟତ ରିଟେଲ୍‌ ଷ୍ଟୋର୍‌
Read More...