Browsing Category

ରାଜ୍ୟ

ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଆଜି ପର୍ଶୁରାମ ବେଶ

ସୁବର୍ଣ୍ଣପୁର ୧୮/୭- ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ପର୍ଶୁରାମ ବେଶ ଅନୁଷ୍ଠିତ ହୋଇଯାଇଛି । ଆଜିର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟରେ ତୁଳସୀ ରାମାୟଣ ପାରାୟଣରେ ଭରତ ମିଳନ ଚରିତ୍ର ଅନୁଷ୍ଠିତ ହୋଇଥିବା ବେଳେ ଗାୟକ ହିସାବରେ ବିଜୟ
Read More...

ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ,୧୮/୭ - ରବିବାର କନ୍ଧମାଳ ଜିଲ୍ଲାର ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଲେଖକ ସାମୁଖ୍ୟର ସଭାପତି ଏବଂ ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା
Read More...

କନ୍ଧମାଳ ମିଡ଼ିଆ ଫୋରମର ପ୍ରଥମ ବୈଠକ ଉପଦେଷ୍ଟା ଓ ସଦସ୍ୟ ଚୟନ

ଫୁଲବାଣୀ,୧୮/୭- ରବିବାର ସ୍ଥାନୀୟ ଫୁଲବାଣୀ ପ୍ରେସକ୍ଲବ ଠାରେ କନ୍ଧମାଳ ମିଡ଼ିଆ ଫୋରମର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଫୋରମର ସମ୍ପାଦକ ସୂର୍ଯ୍ୟନାରାୟଣ ବେହେରା ସମସ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିବା ବେଳେ ସଭାପତି ସୁନୀଲ ବିଶ୍ୱାଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
Read More...

ବାହୁଡା ଯାତ୍ରା ନେଇ ବଡ଼ଦାଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଏସ୍‌ପି

ପୁରୀ,୧୮/୭- ବାହୁଡା ଯାତ୍ରା ନେଇ ପୁରୀରେ ୧୪୪ ଧାରା ପ୍ରଶାସନ ପକ୍ଷରୁ ଜାରି ପରେ ବଡ଼ଦାଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଏସପି କେ ବିଶାଲ ସିଂ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବଡଦାଣ୍ଡରେ ବୁଲି ପୁରୀ ଏସପି କରିଛନ୍ତି ଅନୁଧ୍ୟାନ । ବାହୁଡା଼ରେ କିଭଳି ଆଇନ ଶୃଙ୍ଖଳା ଓ ଏସଓପି
Read More...

ବାଲିଗୁଡା: ଗଞ୍ଜେଇ ସହ ଅଟୋ ଜବତ, ଅଭିଯୁକ୍ତ ଫେରାର

ବାଲିଗୁଡା,୧୮/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏସଆଇ ଶାନ୍ତନୁ ପ୍ରଧାନ ଓ ଏକ ଟିମ୍‌ସହ ପାଟ୍ରୋଲିଂ କରୁଥିବା ସମୟରେ ମେଲସିକିଆ ପଟୁ ଆସୁଥିବା ଏକ ବାଜାଜ ଅଟୋ ନଂ. ଓଡି -୧୨-ଏ- ୬୫୩୦ କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୩୫ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ
Read More...

ଚାଲିଛି ମାଉସୀମା’ଙ୍କ ପୋଡପିଠା ପ୍ରସ୍ତୁତି

ପୁରୀ,୧୮/୭- ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା'ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । ବାହୁଡା ଯାତ୍ରା ଅବସରରେ ମାଉସୀ ମା'ଙ୍କ ପୂଜକ ବିଶ୍ୱନାଥ ମିଶ୍ର ନିଜ ଘରେ ଏହି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୋଡ଼ପିଠା ପ୍ରସ୍ତୁତି
Read More...