Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବମ ଓ ଦଶମ ପରୀକ୍ଷା ପାଇଁ ଆସିଲା ନୂଆ ସର୍କୁଲାର
ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଆସିଲା ନୂଆ ସର୍କୁଲାର। କରୋନା ମହାମାରୀକୁ ଦେଖି ୨୦୨୧-୨୨ ବର୍ଷରେ ପରୀକ୍ଷା ଲାଗି ନୂଆ ସର୍କୁଲାର ଜାରି କରିଛି । ମାଧ୍ୟମିକ ଶିକ୍ଷା ପରିଷଦ ଅନୁଯାୟୀ ନଭେମ୍ବର ୩ୟ ସପ୍ତାହରେ ଟର୍ମ-୧, ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଟର୍ମ-୨ ପରୀକ୍ଷା!-->…
Read More...
Read More...
ସମ୍ବର୍ଦ୍ଧନା ଉତ୍ସବ
ଗଜପତି,୧୦/୮- ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଗେରାବନ୍ଧସ୍ଥ ଶ୍ରୀ ଭେଙ୍କଟେଶ୍ୱ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୋଷ୍ଠରେ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପାଇଥିବା ଶ୍ରୀଯୁକ୍ତ ବି. ତିରୁମାଲା ରାଓ ପଟ୍ଟନାୟକଙ୍କ ସ୍ୱାଗତ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା!-->…
Read More...
Read More...
ନାରୀ ଶକ୍ତିକୁ ସଶକ୍ତିକରଣ କଲେ ପୁନମ କହଁର
ଫୁଲବାଣୀ,୧୦/୮ - ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କନ୍ଧମାଳ ଜିଲ୍ଲା ସଭାନେତ୍ରୀ ଭାବରେ ପୁନମ କହଁରଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେହି ଦାୟିତ୍ୱକୁ ଜିଲ୍ଲା ସଭାନେତ୍ରୀ ପୁନମ କହଁର ସୁଚାରୁ ରୂପେ ତୁଲାଇ!-->…
Read More...
Read More...
ଜେକେପୁରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ, କଟକରେ ହେଉଛନ୍ତି ଚିକିତ୍ସିତ ହେଲେ ରାୟଗଡ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପାଖେ…
ରାୟଗଡ/୧୦/୮: ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାଗୁଡିକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଥିବା ବେଳେ ବର୍ତ୍ତର୍ମାନ ରାୟଗଡ ଜିଲ୍ଲା ଜେକେପୁରରେ ମଧ୍ୟ ଜଣେ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । କିନ୍ତୁ ଏଠାରେ ଜିଲ୍ଲା!-->…
Read More...
Read More...
ବନବାସୀ ସେବା ସମିତି ପକ୍ଷରୁ ସହାୟତା ପ୍ରଦାନ
ବାଲିଗୁଡ଼ା,୧୦/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଏକ ଦୈନିର ଖବର କାଗଜର ସାମ୍ବାଦିକ ମୃତ ସୁଦାମ ନାୟକଙ୍କ ପରିବାରକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଗତ ମେ ମାସରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ!-->…
Read More...
Read More...
ରାୟଗଡ ଟାଉନ ଥାନା ପୋଲିସ ଦ୍ୱାରା ଜଣେ ନାବାଳିକା ଉଦ୍ଧାର
ରାୟଗଡ/୧୦/୮: ରାୟଗଡ ଟାଉନଥାନା ପୋଲିସ ଦ୍ୱାରା ଜଣେ ନାବାଳିକା ଉଦ୍ଧାର ହୋଇଥିବାବେଳେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ରାୟଗଡ ଥାନା ଅନ୍ତର୍ଗତ ଟିକରପଡା ଗ୍ରାମର ଜଣେ ୧୬ବର୍ଷିୟ ନାବାଳିକା ଚଳିତ ମାସ ଗତ ୨ତାରିଖରେ ଘରେ କିଛି ନ ଜଣାଇ କେଉଁଆଡେ!-->…
Read More...
Read More...
ସୁବର୍ଣ୍ଣପୁର ଓଜେୟୁ ଶାଖାର କାର୍ଯ୍ୟକାରିଣୀ ବୈଠକ
ସୁବର୍ଣ୍ଣପୁର,୧୦/୮- ଆଜି ସ୍ଥାନୀୟ ଏକ ବଙ୍ଗଳାରେ ଓଡ଼ିଶା ସାମ୍ବାଦିକ ସଂଘର ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସଂପାଦକ ଶଶୀଭୂଷଣ ପ୍ରହରାଜ ଯୋଗଦେଇ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ବିଶେଷକରି!-->…
Read More...
Read More...
ବୌଦ୍ଧରେ ଜାତୀୟ କୃମିନାଶକ ଦିବସ ପାଳିତ
ବୌଦ୍ଧ,୧୦/୮- ଆଜି ଜାତୀୟ କୃମିନାଶକ ଦିବସ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କିଶୋର ଅବସ୍ଥାରେ କୃମିନାଶନର ଗୁରୁତ୍ୱ ସଂପର୍କରେ ଆଲୋକପାତ!-->…
Read More...
Read More...
ପ୍ରେସ କ୍ଲବ ପକ୍ଷରୁ ସାମ୍ବାଦିକ ମନୋରଂଜନ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ବୌଦ୍ଧ,୧୦/୮: ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ କ୍ଲବର ପରାମର୍ଶଦାତା ମନୋରଂଜନ ମିଶ୍ର(୭୪)ଙ୍କ ହଠାତ ହୃଦଘାତରେ ମୃତ୍ୟୁ ଜିଲ୍ଲାରେ କର୍ମରତ ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଆଜି ସଂଧ୍ୟାରେ ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ!-->…
Read More...
Read More...
ବୌଦ୍ଧ: ଟ୍ରକ୍ ଧକ୍କାରେ ଯୁବକ ମୃତ
ବୌଦ୍ଧ, ୧୦/୮- ଆଜି ବୌଦ୍ଧସହରରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦିନ ପ୍ରାୟ ସାଢେ ୨ଟା ସମୟରେ ଏକ ଟ୍ରକ ଧକ୍କାରେ ବୌଦ୍ଧସହରର ମୁସଲିମପଡାର ଅବଦୁଲ ମଇମ ଖାଁ (୨୫)ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ଅବଦୁଲ ବୌଦ୍ଧ ବସଷ୍ଟାଣ୍ଡରୁ ବାଇକରେ ନିଜଘରକୁ ଯାଉଥିବାବେଳେ!-->…
Read More...
Read More...