Browsing Category

ରାଜ୍ୟ

ଦ୍ୱିତୀୟ ଦିନରେ ୭୦୭ ଜଣଙ୍କୁ ଦିଆଗଲା କରୋନାଟୀକା

ବୌଦ୍ଧ/ଜହ୍ନାପଙ୍କ,୩/୮: ବୌଦ୍ଧବ୍ଲକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଦିନ କରୋନା ଟୀକାକରଣ କରାଯାଇଛି । ୧୮ ରୁ ୪୫ ବର୍ଗର ବୟସ୍କଙ୍କୁ ଏହି ଟୀକା ଦିଆଯାଇଛି । ୪୦୦ ମହିଳା ଓ ୩୦୭ ପୁରୁଷଙ୍କୁ ଏହି ଟୀକା ଦିଆଯାଇଛି । ବାଉଁଶୁଣୀ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ
Read More...

କଳା ବ୍ୟାଚ୍‌ ପିନ୍ଧି ଏଡ୍‌ସ ବିଭାଗ କର୍ମଚାରୀଙ୍କ ପ୍ରତିବାଦ

ବୌଦ୍ଧ,୩/୮: ଅଖିଳଭାରତୀୟ ଏଡ୍ସ ନିୟନ୍ତ୍ରଣ କର୍ମଚାରୀ କଲ୍ୟାଣ ସଂସ୍ଥାନ, ଦିଲ୍ଲୀ ଓ ଭୁବନେଶ୍ୱରସ୍ଥିତ ଓଡିଶା ରାଜ୍ୟ ଏଚଆଇଭି/ଏଡ୍ସ କର୍ମଚାରୀ କଲ୍ୟାଣସଂଘ ଆହ୍ୱାନରେ ବୌଦ୍ଧଜିଲ୍ଲା ଓସାକ୍ସରେ କାର୍ଯ୍ୟରତ ସମସ୍ତ ପରାମର୍ଶଦାତା ଓ ଲାବୋରେଟୋରୀ ଟେକନିସିଆନ କଳାବ୍ୟାଚ ପିନ୍ଧି ପ୍ରତିବାଦ
Read More...

ବୌଦ୍ଧ: ଖସୁଛି ସଂକ୍ରମଣ, ଆଜି ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୩/୮: ବୌଦ୍ଧଜିଲ୍ଲାରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । ଆଜି ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଗତକାଲି କେବଳ
Read More...

ଆସନ୍ତାକାଲି କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

କଟକ : କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ କଟକ ଜିଲ୍ଲାରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବାକୁ ନେଇ
Read More...

ସ୍ୱରେଜ ଅଧିକାରୀଙ୍କୁ ଘେରିଲା ଧନୁପାଲି ନାଗରିକ କମିଟି

ସମ୍ବଲପୁର, ୩/୮- ସ୍ଥାନୀୟ ଧନୁପାଲିର ସ୍ୱରେଜ ସମସ୍ୟାକୁ ନେଇ ଅସନ୍ତୋଷ ଜନସାଧାରଣ ସ୍ୱରେଜ ଅଧିକାରୀଙ୍କ ନିକଟରେ ସେମାନଙ୍କ କ୍ଷୋଭ ପ୍ରକାଶ କରିଥିଲେ । ସ୍ୱରେଜ ବୋର୍ଡର ପ୍ରକଳ୍ପ ନିର୍ବାହୀଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଖଣ୍ଡୁଆଳ ଓ ସହକାରୀଯନ୍ତ୍ରୀ ହୃଦୟାନନ୍ଦ ସ୍ୱାଇଁ ନିଜ ବିଭାଗୀୟ
Read More...

ମହିଳାଙ୍କଠାରୁ ୧୦ ଲକ୍ଷ ଲୁଟିନେଲେ ଲୁଟେରା

ଭୁବନେଶ୍ୱର : ସ୍ଥାନୀୟ ଜୟଦେବ ବିହାର ଛକରେ ଜଣେ ବୟସ୍କା ମହିଳାଙ୍କ ଠାରୁ ଲୁଟେରାମାନେ ଭ୍ୟାନିଟ୍‌ ଝାମ୍ପି ନେଇଥିବା ଜଣାପଡିଛି । ମହିଳା ଜଣକ ପିଲାଙ୍କ ଆଡମିସନ ପାଇଁ ପଇସା ଡିପୋଜିଟ କରିବାକୁ ବ୍ୟାଙ୍କ ଯାଉଥିଲେ । ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି । ମହିଳା ଜଣଙ୍କ
Read More...

ଓଡ଼ିଶାରେ ଥିବା ଶିକ୍ଷାନୁଷ୍ଠାନକୁ ରୁସାରୁ ମିଳିଛି ୩୯୫.୪୨କୋଟି ଟଙ୍କା : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ସହ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା
Read More...