Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗେଟିପଡା ନାଳକୁ ପ୍ରଦୂଷିତ କରିବ ଜେକେ କାଗଜ କଳର ଦୂଷିତ ପାଣି, ଜିଲ୍ଳାପାଳଙ୍କୁ ଅଭିଯୋଗ ଜଣାଇଲେ ଗେଟିପଡା ଗ୍ରାମବାସୀ
ରାୟଗଡ: ନାଗାବଳୀ ନଦୀରେ କାରଖାନାର ଦୂଷିତ ଜଳ ନିଷ୍କାସନ କରି ନଦୀ ଜଳକୁ ପ୍ରଦୂଷିତ କରୁଥିବା ନେଇ ଜେକେ କାଗଜ କଳ ନାମରେ ପୂର୍ବରୁ ଅଭିଯୋଗ ରହିଥିବା ବେଳେ ବର୍ତ୍ତମାନ ପୁଣିଥରେ ଗେଟିପଡା ଗ୍ରାମବାସୀ ବ୍ୟବହାର କରୁଥିବା ଏକ ନାଳରେ କମ୍ପାନୀ ନିଜ ଟାଉନସିପରୁ ନିର୍ଗତ ହେଉଥିବା ଦୂଷିତ ଜଳକୁ!-->…
Read More...
Read More...
ଜି. ଉଦୟଗିରି ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ
ଜି. ଉଦୟଗିରି : ସାରା ବିଶ୍ୱ ଆଜିର ଦିନକୁ ବିଶ୍ୱ ଆଦିବାସୀ ଦିବସ ଭାବେ ପାଳନ କରୁଥିବା ବେଳେ ଜି. ଉଦୟଗିରି ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଛି । ୟୁନିଅନ କାର୍ଯ୍ୟାଳୟରୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହିତ ସହର ପରିକ୍ରମା ରେ ବାହାରି ଚକରା!-->…
Read More...
Read More...
କ୍ରାନ୍ତି ଦିବସ ଉପଲକ୍ଷେ ଆଲୋଚନା ଚକ୍ର ଓ ମଶାଲ ଶୋଭାଯାତ୍ରା
ସୁବର୍ଣ୍ଣ ପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ କସ୍ତୁରୀ ହୋଟେଲର ସମ୍ମିଳନୀ କକ୍ଷରେ ଅଗଷ୍ଟ ୯ ମହାନ କ୍ରାନ୍ତି ଦିବସକୁ ମହାସମାରୋହରେ ପାଳନ କରାଯାଇଛି । ଜିଲ୍ଲା ଲିଗାଲସେଲର ସୁଧୀର କୁମାର ପଣ୍ଡାଙ୍କ ସଂଯୋଜନା କ୍ରମେ ଆରମ୍ଭ ହୋଇଥିବା ଆଲୋଚନା ଚକ୍ରରେ ଜିଲ୍ଲା କଂଗ୍ରେସ!-->…
Read More...
Read More...
ଫୁଲବାଣୀ ପୌରପରିଷଦର ମହିଳା ବିଜୁ ଜନତା ଦଳର ବୈଠକ
ଫୁଲବାଣୀ:ସ୍ଥାନୀୟ ଫୁଲବାଣୀ ସାମ୍ବାଦିକ ଭବନ ଠାରେ କନ୍ଧମାଳ ଜିଲ୍ଲା ସଭାନେତ୍ରୀ ପୁନମ କହଁରଙ୍କ ନେତୃତ୍ୱରେ ଫୁଲବାଣୀ ପୌରପରିଷଦର ମହିଳା ବିଜୁ ଜନତା ଦଳର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକକୁ ନଗର ସଭାନେତ୍ରୀ ପ୍ରଞ୍ଜଳି ଦିଗାଲ ପରିଚାଳନା କରିଥିଲେ ।
ଜିଲ୍ଲା ସଭାନେତ୍ରୀ!-->!-->!-->!-->!-->…
Read More...
Read More...
ବୌଦ୍ଧର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ପରଲୋକ
ବୌଦ୍ଧ,୯ା୮: ବୌଦ୍ଧଜିଲ୍ଲାର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ଆଜି ସନ୍ଧ୍ୟାରେ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଦୀର୍ଘ ୫୦ ବର୍ଷ ଧରି ରାଜ୍ୟର ବିଭିନ୍ନ ସମ୍ବାଦପତ୍ରରେ ସାମ୍ବାଦିକତା କରି ସେ ସୁନାମ ଅର୍ଜନ କରିଥିଲେ । ସାମ୍ବାଦିକତା, ସାହିତ୍ୟ ଏବଂ ଅନେକ!-->…
Read More...
Read More...
ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ: ରାଜ୍ୟରେ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ
ଭୁବନେଶ୍ୱର,୯ା୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କ୍ୟାବିନେଟ ବୈଠକ ସଂପର୍କରେ ସୂଚନା ଦେଇ କହିଲେ ଯେ ରାଜ୍ୟସରକାର ଆଜି କ୍ୟାବିନେଟରେ ୧୬ଟି!-->…
Read More...
Read More...
ଓଏଏସ ସ୍ତରରେ ଅଦଳବଦଳ: ଢେଙ୍କାନାଳ ଜିଲ୍ଲାପାଳ ହେଲେ ସରୋଜ ସେଠୀ
ଭୁବନେଶ୍ୱର,୯ା୮: ରାଜ୍ୟସରକାର ଆଜି ପ୍ରଶାସନିକ ସ୍ତରରେ ଏକ ଛୋଟିଆ ଅଦଳବଦଳ କରିଛନ୍ତି । ଏହିକ୍ରମରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଭାବେ ବଦଳ କରିଥିବାବେଳେ ତାଙ୍କ ସ୍ଥାନରେ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି!-->…
Read More...
Read More...
ଦେବଗଡ଼ ପୌରପରିଷଦର ସମୀକ୍ଷା ବୈଠକ
ଦେବଗଡ଼,୯ା୮: କୋଭିଡ଼ ନିୟମ ଅନୁଯାୟୀ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଦେବଗଡ଼ ପୌରପରିଷଦର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ହୋଇଯାଇଛି । ଏକ୍ତ ବୈଠକରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପୌରପରିଷଦ ଅଧିକାରୀ ଅତସୀ ପିତଡ଼ା,ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନରୋତ୍ତମ!-->…
Read More...
Read More...
ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୨୭ ତମ ବିଶ୍ୱ ଆଦିବାସୀ ଦିବସ ପାଳିତ
ପାଟଣାଗଡ,୯/୮- ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ସଂଘ ପକ୍ଷରୁ ୨୭ ତମ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିର୍ସା ମୁଣ୍ଡା ,ଜୟ ସିଂ ପାଳ ମୁଣ୍ଡା, ରିଣ୍ଡୋ ମାଝୀଙ୍କ ସହ ସଂଘ ଜିଲ୍ଲା ସଭାପତି ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ!-->…
Read More...
Read More...
କଣ୍ଟାମାଳ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ
କଣ୍ଟାମାଳ,୯/୮- ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମନମୁଣ୍ଡା ବଙ୍ଗଳାଠାରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଜୁ ଛାତ୍ର ଜନତା ଦଳ କଣ୍ଟାମାଳର ସଭାପତି ଉଦିତ କୁମାର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବିଜୁ ଛାତ୍ର ଜନତାଦଳ ବୌଦ୍ଧର!-->…
Read More...
Read More...