Browsing Category

ରାଜ୍ୟ

ଉନ୍ମୋଚନ ହେଲା “ଦୁଃଖ ସହିବାକୁ ଆଉ ନାହିଁ ସାହାସ’ ଭଜନ ଭିଡିଓ ସଙ୍ଗୀତ

ବ୍ରହ୍ମପୁର,୧୭/୭ : କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଭାବପୂର୍ଣ୍ଣ ଭଜନ ଭିଡିଓ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ରବୀନ କ୍ରିଏସନ୍ସ୍‌ । ଏକ ସୁନ୍ଦର କାହାଣୀ ପରିକଳ୍ପନା ସହ ଏକ ପାରମ୍ପରିକ ଚିରାଚରିତ କାହାଣୀଠାରୁ ଏକ ଭିନ୍ନ ସ୍ୱାଦର ସଂପୂର୍ଣ୍ଣ
Read More...

ପୁଅ ଝିଅଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ପାଇଁ ଉଦ୍ୟମ

ଘୁ.ଉଦୟଗିରି,୧୭/୭: କନ୍ଧମାଳ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଅଲିମାହା ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜନ୍ମକଲା ମା ହତ୍ୟାକଲା ଦୁଇ ପୁଅ ଝିଅକୁ । ପୁଅ ଝିଅକୁ ଡାକି ନେଇ ରାଇକିଆ ନିକଟସ୍ଥ ଅଲିମାହା ଅଞ୍ଚଳର ଏକ କୂଅରେ ଠେଲି ଦେଇଥିଲା ମା ଭାଗ୍ୟଲକ୍ଷ୍ମୀ । ସୂଚନା ଅନୁସାରେ
Read More...

ରାଜ୍ୟରେ ସ୍କୁଲ ଖୋଲିବ ଜୁଲାଇ ୨୬ରୁ

ଭୁବନେଶ୍ୱର,୧୭/୭- ରାଜ୍ୟରେ ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ ମାଟ୍ରିକ ପରୀକ୍ଷା ହେବ । ଜିଲ୍ଲା ଏବଂ ବ୍ଲକ୍‌ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ରହିବ । ଛାତ୍ରଛାତ୍ରୀମାନଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ ହେବ ଏବଂ ସେମାନଙ୍କ ଥର୍ମାଲ୍‌ ସ୍କାନିଂ
Read More...

ହୀରାକୁଦ ଜଳଭଣ୍ଡାର: ୭ଦିନରେ ଜଳସ୍ତର ୩ଫୁଟ ତଳକୁ ଖସିଲା

ସମ୍ବଲପୁର,୧୭/୭- ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବିଗତ ୭ ଦିନରେ ୩ଫୁଟରୁ ଅଧିକ ତଳକୁ ଖସିବାପରେ ଆଜି ସବୁ ଗେଟ୍‌ ବନ୍ଦକରି ଜଳ ନିଷ୍କାସନ ଉପରେ ଲଗାମ କଷାଯାଇଛି । ଏକୂଳରୁ ସେକୂଳକୁ ଆଖି ପାଉନଥିବା ଏହି ଜଳଭଣ୍ଡାର ପ୍ରାୟ ୭୪୪ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଏକ କ୍ଷୁଦ୍ରସାଗର
Read More...

ବୌଦ୍ଧଜିଲ୍ଲା: ଆଜି ୬ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ବୌଦ୍ଧ,୧୭/୭: ଗତକାଲି ଜିଲ୍ଲାରେ ୧୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି କମିଯାଇ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକ
Read More...

୫ମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ

ଦଶପଲ୍ଲା,୧୭/୭ :- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -୨୦୨୧ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଥିଲା । ନୟାଗଡ଼
Read More...

ଦୂଷିତ ପାନୀୟଜଳ ଯୋଗାଣ: ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଗିଦ୍‌ କଲେ ଜିଲ୍ଲା ଓକିଲ ସଂଘ

ସମ୍ବଲପୁର, ୧୭/୭- ଭଲ ଭାବେ ବିଶୋଧନ ନ ହୋଇ ପାଇପରେ କାଦୁଅମିଶା ଦୂଷିତ ପାଣି ଆସୁଥିବା ବାରମ୍ବାର ଅଭିଯୋଗ ପରିପ୍ରେକ୍ଷୀରେ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ସ୍ଥାନୀୟ ଫିଲଟରେଶନ ପ୍ଲାଣ୍ଟ ବା ଜଳ ବିଶୋଧନାଗାର ବୁଲି ଦେଖିଲେ ଓ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କୁ
Read More...

ବେଆଇନ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର, ୧୭/୭(ଶିବ ପ୍ରସାଦ ମେହେର)- ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ବିଦ୍ୟୁତ ଆବଣ୍ଟନ ଦାୟିତ୍ୱ ନେଲାପରେ ଟାଟା ପାୱର ପକ୍ଷରୁ ବେଆଇନ ଉପଭୋକ୍ତାଙ୍କ ଉପରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଉକ୍ତ ବିଦ୍ୟୁତ ଆବଣ୍ଟନ କମ୍ପାନୀର ସ୍ଥାନୀୟ ବୁର୍ଲା ସ୍ଥିତ କର୍ପୋରେଟ
Read More...

ପୁରୁଣାକଟକ ରେଞ୍ଜ ଅଞ୍ଚଳରୁ ବିପୁଳ ପରିମାଣର ସମ୍ୱର ମାଂସ ଜବତ, ଜଣେ ଗିରଫ

ହରଭଙ୍ଗା,୧୭/୭(ଭାଗବତ ମେହେର)- ବୌଦ୍ଧଜିଲ୍ଲା ପୁରୁଣାକଟକ ରେଞ୍ଜ ପକ୍ଷରୁ ଚଢ଼ାଉକରି ୨୫ କେଜି ସମ୍ବର ମାଂସ ଜବତ କରିବା ସହ ଜଣେ ଗିରଫ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ହେଲେ ଝାରଖମର ଗାଁର ସନ୍ତୋଷ କୁମାର ସାହୁ । ସୂଚନା ଅନୁଯାୟୀ ଭୋରରୁ ଝାରଖମଣ ଗାଁରେ ସନ୍ତୋଷ ନିଜ ଘରେ ସମ୍ବର ମାଂସ
Read More...