Browsing Category

ରାଜ୍ୟ

ଗ୍ୟାଙ୍ଗଷ୍ଟାର ହାଇଦର ଉପରକୁ କାହିଁକି ଗୁଳି ଚଳାଇଥିଲା ପୁଲିସ, ଏଫ୍‌ଆଇଆର୍‌ ରେ ରହିଛି ପୂରା ଘଟଣା:

ଭୁବନେଶ୍ୱର : ପୋଲିସଠାରୁ ଏକେ-୪୭ ବନ୍ଧୁକ ଛଡାଇ ନେବାରୁ ଗ୍ୟାଙ୍ଗଷ୍ଟର ହାଇଦର ଉପରକୁ ଗୁଳି ଚଳାଇଥିଲା ପୋଲିସ । ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫଆଇଆରରେ ଏହା ଲେଖାଯାଇଛି । ହାଇଦରକୁ ଏସକର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏହି ଏଫଆଇଆର
Read More...

କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

ପାଟଣାଗଡ,୨୬/୭:ବଲାଙ୍ଗୀର ମୁଖ୍ୟ ରାସ୍ତା ସରମୁହାଣ ଭଇଁସା ମଝିରେ ଗତକାଲି ସାଢେ ୫ଟାବେଳେ ଏକ କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ କାର୍‌ ଚାଳକ ଫେରାର ହୋଇଯାଇଛି । ସୂଚନାନୁସାରେ ଗତକାଲି ବଲାଙ୍ଗିରରୁ ଏକ
Read More...

କରୋନା କଟକଣା ଭିତରେ ଖୋଲିଲା ସ୍କୁଲ

ଭୁବନେଶ୍ୱର : କରୋନା କଟକଣା ଭିତରେ ଆଜିଠାରୁ ଖୋଲିଲା ସ୍କୁଲ, ଆସିଲେ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ସିଧାସଳଖ ପାଠପଢା ଆରମ୍ଭ ହୋଇଛି । ସରକାର ଜାରି କରିଥିବା ମାର୍ଗଦର୍ଶିକା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ
Read More...

ବୁଟୁପାଲି ଯୋଗମହୋତ୍ସବ ସମିତି ତରଫରୁ ବ୍ୟାସପୂଜନ କାର୍ଯ୍ୟକ୍ରମ

ବୌଦ୍ଧ,୨୬/୭- ବୁଟୁପାଲି ଯୋଗ ମହୋତ୍ସବ ସମିତି ତରଫରୁ ବ୍ୟ ।ସ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ
Read More...

କାରଗିଲ ବିଜୟ ଦିବସ ଉପଲକ୍ଷେ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର,୨୬/୭- ଆଜି ଏଠାରେ ୨୨ତମ କାରଗିଲ ବିଜୟ ଦିବସ ପାଳନ ଉପଲକ୍ଷେ ସହିଦ ବୀର ସେନାନୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କରୋନା କଟକଣା ଯୋଗୁଁ କୌଣସି ସଭା ସମିତି ଆୟୋଜନ ସମ୍ଭବ ହୋଇ ନଥିବାରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଜନସାଧାରଣ ସ୍ଥାନୀୟ କଚେରୀ ଛକ ଠାରେ ସ୍ଥାପିତ
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ଇସାକ ମୁଣ୍ଡାଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ସମ୍ବଲପୁର,୨୬/୭- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଶଂସିତ ହେବାପରେ ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତର ବାବୁପାଲି ଗ୍ରାମର ଇସାକ୍‌ ମୁଣ୍ଡା ଆଜି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ଜଣେ ଦିନ ମଜୁରିଆ ଭାବରେ କାମକରି ନିଜର ପରିବାର ପୋଷଣ କରୁଥିଲେ ।
Read More...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମପଡ଼ା ଗ୍ରାମର ଡପାସାହିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଉକ୍ତ ଗ୍ରାମର ଜାନିରା ଦିଗାଲଙ୍କ ସ୍ତ୍ରୀ ସୁମନ୍ତି ଦିଗାଲ (୪୮) ନିଜ ବିଲରେ ଧାନ ତଳି ଲଗାଇବା ପରେ ଘରେ ଆସି ଖାଇଥିଲେ । ଖାଇ ସାରିବା ପରେ ବାରିପଟେ କଂସା ବାସନ ମାଜିବା ବେଳକୁ
Read More...

ପୁଣି ୬୨ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୧୬୩୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

୧୫ଦିନ ହେଲା ଅନ୍ଧାରରେ ସାକ୍ଷୀଗୋପାଳର ପଞ୍ଚସଖା ସ୍ମୃତିପାଠାଗାର

ପୁରୀ,୨୫/୭- ଅନ୍ଧାରରେ ସାକ୍ଷୀଗୋପାଳର ପଞ୍ଚସଖା ସ୍ମୃତି ପାଠାଗାର । ଐତିହାସିକ ବକୁଳବନ ସମ୍ମୁଖରେ ଥିବା ଏହି ପାଠାଗାରରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି ବିଦ୍ୟୁତ ବିଭାଗ । ପ୍ରାୟ ୧୫ ଦିନ ହେବ ଅନ୍ଧାରରେ ରହିଛି ଏହି ପାଠାଗାର । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦାୟିତ୍ୱରେ ଅନେକ
Read More...

ଫ୍ରେଣ୍ଡସିପ କ୍ଲବ୍‌ ବୌଦ୍ଧର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ

ବୌଦ୍ଧ,୨୫/୭- ଫ୍ରେଣ୍ଡସିପ କ୍ଲବ ବୌଦ୍ଧର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୨୦ -୨୧ ବର୍ଷରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନିଷ୍ପତ୍ତି ନିଆଯାଇଛି ଯଥା ପ୍ରାଥମିକ
Read More...