Browsing Category

ରାଜ୍ୟ

ଫୁଲବାଣୀରେ ଓଡିଶାବନ୍ଦର ଆଂଶିକ ପ୍ରଭାବ

ଫୁଲବାଣୀ,୧୫/୭- ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ସମେତ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ଦରଦାମ ବୃଦ୍ଧି ନେଇ ବାମପନ୍ଥୀଦଳ ପକ୍ଷରୁ ଦିଆ ଯାଇଥିବା ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ବନବାସୀ ସୁରକ୍ଷା ପରିଷଦ ଓ ଚାଷୀ ମୂଲିଆ ସଂଗଠନ ସମର୍ଥନ ଜଣାଇ ଥିଲେ , ହେଲେବି
Read More...

ତୈଳ ଓ ରନ୍ଧନ ଗ୍ୟାସ୍‌ ଦରବୃଦ୍ଧି ପ୍ରତିବାଦରେ ବାମଦଳ ସମେତ କଂଗ୍ରେସର ବନ୍ଦ ଡାକରା

ଦଶପଲ୍ଲା,୧୫/୭ :- ସାରା ରାଜ୍ୟରେ ଏବେ କରୋନା ମହାମାରୀ ତାର କାୟାବିସ୍ତାର କରି ଚାଲିଥିବାବେଳେ ଓଡ଼ିଶାର ଅର୍ଥନୀତି ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ ,ଡିଜେଲ ,ରନ୍ଧନ ଗ୍ୟାସ୍‌ର ଦରଦାମ ବୃଦ୍ଧିକୁ ନେଇ ଓଡ଼ିଶା ର ୪ ଟି ବାମଦଳ ପକ୍ଷରୁ ଆଜି ଦଶପଲ୍ଲା
Read More...

ରାୟଗଡ ଜିଲ୍ଳାର ବିକାଶ: ଗର୍ଭଯନ୍ତ୍ରଣା ନେଇ ୨କିଲୋମିଟର ଦୂର ଚାଲିଲେ ଗର୍ଭବତୀ ମହିଳା

ରାୟଗଡ/୧୫/୭: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁକମ୍ପାରେ ପଛୁଆ ଓ ଆକାଂକ୍ଷା ଜିଲ୍ଳା ଭାବେ ପରିଚିତ ଥିବା ରାୟଗଡ ଜିଲ୍ଳାରେ ବିକାଶମୂଳକ କାର୍ଯ୍ୟ କରିବା ନିମନ୍ତେ ଉଭୟ ସରକାରଙ୍କ ବିଭିନ୍ନ ଯୋଜନାରୁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି । ସେହିପରି ଜିଲ୍ଳାରେ ୩ଟି ଅଗ୍ରଣୀ
Read More...

ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚିଲା ବ୍ଲକ ପ୍ରଶାସନ, ବଢ଼ାଇଲେ ସହାୟତାର ହାତ

ଦାରିଙ୍ଗବାଡି ୧୫/୭: ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଉପରସାହିରେ ଗତକାଲି ରାତିରେ ନିଆଁଲାଗି ଗ୍ରାମର ଗୋରେଖ ନାୟକଙ୍କ ଘର ପୋଡ଼ିଯାଇଥିଲା । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଡିଓ ଅଭିମନ୍ୟୁ ବେହେରା ଖବରପାଇବା ପରେ ତୁରନ୍ତ ତିଲୋରୀ ଗ୍ରାମରେ ପହଂଚି ଅଗ୍ନି ବିପନ୍ନ ଗୋରେଖଙ୍କ
Read More...

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ

ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସଂଗଠନ ର ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ପୁରୀ ବାଇପାସ ରାସ୍ତାରେ ଚାରା ରୋପଣ କରାଯାଇଥିଲା ଏବଂ ନିକଟସ୍ଥ ଗଙ୍ଗୁଆ ବସ୍ତି ଅଞ୍ଚଳରେ କୁନି କୁନି ପିଲାଙ୍କୁ ଖାଦ୍ୟ ପୁଡ଼ିଆ, ମାସ୍କ ଓ ସାନିଟାଇଜର ବଣ୍ଟନ
Read More...

ବୌଦ୍ଧଜିଲ୍ଲା ବିଜେପିର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୧୫/୭: ବୌଦ୍ଧ ଜିଲ୍ଲା ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା । ଆଜିର ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ୭ ଗୋଟି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ
Read More...

ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ଭଣ୍ଡବାବା

ରାଉରକେଲା: ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ଜଣେ ଭଣ୍ଡବାବାଙ୍କୁ ଗିରଫ କରିଛି । ଗିରଫ ଭଣ୍ଡବାବାର ନାମ ନରେଶ ସ’ । ସେ ବିହାରର ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ
Read More...

ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକଡାଉନ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପରିସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କାଟେଗୋରୀ ‘ଏ’ରେ
Read More...