Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତିନିଥରର ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଦେଲେ ମାଟ୍ରିକ୍ ପରୀକ୍ଷା । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଫଲାଇନରେ ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ପ୍ରଥମ ବିଷୟ ପରୀକ୍ଷା ଦେଇଛନ୍ତି ବିଧାୟକ । ଶୁକ୍ରବାର ବିଧାୟକ କରସ୍ପଣ୍ଡେଣ୍ଟ!-->…
Read More...
Read More...
ରାଜ୍ୟରେ ଅନଲକ୍ ହେଲା ଭଳି ସ୍ଥିତି ନାହିଁ
ଭୁବନେଶ୍ଵର : ରାଜ୍ୟରେ ଅନଲକ୍ ହେବ ନାହିଁ । ବର୍ତ୍ତମାନ ରାଜ୍ୟରେ ଅନଲକ୍ ହେଲା ଭଳି ସ୍ଥିତି ନାହିଁ। ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ୍ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତି ନେବେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।ଡିଏମଇଟି ପୁଣି କହିଛନ୍ତି ଯେ, କଟକ ଭୁବନେଶ୍ଵରରେ!-->…
Read More...
Read More...
ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି । ଆଜି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ଦିନ ୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ।
ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ହୋଇନଥିଲା । କରୋନା!-->!-->!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି।
ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ!-->!-->!-->…
Read More...
Read More...
ରାଜରାସ୍ତାରେ ଲୁଟ ଘଟଣାରେ ୨ ଗିରଫ
ସମ୍ବଲପୁର; ସ୍ଥାନୀୟ ହୀରାକୁଦ ରେଳଷ୍ଟେସନ ସାମନା ଜାତୀୟ ରାଜପଥରେ ଦିନ ଦ୍ୱିପହରରେ ହୋଇଥିବା ଏକ ଲୁଟ ଘଟଣା ସହିତ ସମ୍ପୃକ୍ତ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ବୁର୍ଲା ପୁଲିସ ଥାନା ସୂତ୍ରରୁ ଏବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୭ ତାରିଖ ମଙ୍ଗଳବାର ଦିନ ବୁର୍ଲା ଜଳବିଦ୍ୟୁତ!-->…
Read More...
Read More...
୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାରେ ୩୦ ଜଣଙ୍କୁ ସଜା
ବାଲିଗୁଡ଼ା,୩୦/୭- ବହୁ ଚର୍ଚ୍ଚିତ ୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାରେ ୩୦ ଜଣଙ୍କୁ ସଜା ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଜଣକ ପିଛା ୧୦୦୦ଟଙ୍କା ଜୋରିମାନା ସହ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋଟଗଡ଼ JMFC କୋର୍ଟ । ଜୋରିମାନା ଅନାଦେୟରେ ଅଧିକ ୬ ମାସ ଦଣ୍ଡ!-->…
Read More...
Read More...
ପୁଣି ୬୬ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୧୫୫୮ ନୂଆ ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ଟଙ୍କିକିଆ ଚାଉଳ ଏବଂ ବିଭିନ୍ନ କଲ୍ୟାଣ ଯୋଜନା ଗରିବ ଲୋକଙ୍କ ସାମାଜିକ ସ୍ଥିତିରେ ଉନ୍ନତି ଆଣିପାରିଛି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯/୭- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ୱାରା!-->…
Read More...
Read More...
ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ବାଲିଗୁଡ଼ା,୨୯/୭: ମହିଳା ଗୃହରକ୍ଷୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରାଇକିଆ ଥାନାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ଏନେଇ ଜାନୁଆରୀ ୯ତାରିଖରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ!-->…
Read More...
Read More...
ବାଲିଗୁଡ଼ା ଉପ-କାରାଗାରରେ ୩୦ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ
ବାଲିଗୁଡ଼ା,୨୯/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପ କାରାଗାରରେ ୩୦ଜଣ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସମୟରେ ସମସ୍ତେ ଆଇସୋଲେସନରେ ଥିବା ଜଣାପଡ଼ିଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନେଇ ସୂଚନା ଦେଲେ ଜେଲ୍ ସୁପରିଟେଣ୍ଡେଣ୍ଟ ସଞ୍ଜିବ କୁମାର ସଏ!-->…
Read More...
Read More...