Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାୟଗଡ ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ସୋମନାଥ ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ
ରାୟଗଡ: ରାୟଗଡ ଜିଲ୍ଳାର ନୂତନ ଅତିରିକ୍ତ ଜିଲ୍ଳାପାଳ ଭାବେ ସୋମନାଥ ପ୍ରଧାନ ଓ.ପ୍ରେ.ସେ(ଏସ) ଆଜି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ତତ୍କାଳୀନ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ପଦୋନ୍ନତୀ ହୋଇଥିବାରୁ ସେ ରାଜସ୍ୱ ବିଭାଗକୁ ବଦଳି ହୋଇ ଗୁରୁବାର ରିଲିଭ୍ ହୋଇଥିବାରୁ ଗତ ଜୁନ୍!-->…
Read More...
Read More...
ଆବାସ ଗୃହ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ଘୁ ଉଦୟଗିରି ବିଜେପି
ଘୁ ଉଦୟଗିରି : ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିଜେପି ତରଫରୁ ଘୁ ଉଦୟଗିରି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାସହ ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇବା ପାଇଁ ବିଡିଓଙ୍କ ଜରିଆରେ!-->…
Read More...
Read More...
ମନରେଗା ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା
ଭୁବନେଶ୍ବର,୯/୭-
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଏପ୍ରିଲରୁ ଜୁନ!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ଆବାସଗୃହ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି
କେଉଁଝର,୯/୭- ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ସଦର ବ୍ଳକ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଲାଞ୍ଚକାରବାରର ଯାଞ୍ଚ ଏବଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ,ସଠିକ୍ ହିତାଧିକାରୀଙ୍କୁ ଆବାସ ପ୍ରଦାନ ତଥା ବ୍ଲକ ଅଫିସର ଅଭିଯୋଗ ବାକ୍ସରେ!-->…
Read More...
Read More...
ଓଡିଶା ଟାୱାରରେ ପଡୋଶୀ ଆନ୍ଧ୍ର ମୋବାଇଲରେ ନେଟୱାର୍କ, ଏପଟେ ଅନଲାଇନ ଶିକ୍ଷା,ସ୍ୱାସ୍ଥ୍ୟ ଓ ୧୧୨ ସେବାରୁ ବଂଚିତ ରାୟଗଡ…
ରାୟଗଡ/୯/୭/୨୧: ଡିଜିଟାଲ ଆଧୁନିକ ଯୁଗରେ ମୋବାଇଲ ଫୋନ୍ ଦ୍ୱାରା ସବୁ ସମ୍ଭବ ହୋଇପାରୁଛି । ମୋବାଇଲ ବ୍ୟାଙ୍କିଙ୍ଗ୍ ଠାରୁ ଆରମ୍ଭ କରି ଅନଲାଇନ ଶିକ୍ଷାଦାନ ପ୍ରକ୍ରିୟା,ସରକାରଙ୍କ ବିଭିନ୍ନ ସଚେତନତା ମୂଳକ ପରାମର୍ଶ ଓ ଅନ୍ୟାନ୍ୟ କ୍ଷେତ୍ରରେ ମୋବାଇଲ ଫୋନର ଚାହିଦା ଏବେ ସର୍ବାଗ୍ରେ ରହିଛି ।!-->…
Read More...
Read More...
ସମାକୂପା ବନ ସଂରକ୍ଷଣ ସମିତି ଦ୍ୱାରା ପରିବେଶ ସଚେତନତା କାର୍ଯ୍ୟକ୍ରମ
କଣ୍ଟାମାଳ,୯/୭- ବୌଦ୍ଧ ବନଖଣ୍ଡ ଅଧିନସ୍ଥ କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ସମାକୂପା ବନ ସଂରକ୍ଷଣ ସମିତି ଦ୍ୱାରା ବାର୍ଷିକ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆଜି ବନ ସଂରକ୍ଷଣ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବୌଦ୍ଧ ବନଖଣ୍ଡୀୟ ଅଧିକାରୀ!-->…
Read More...
Read More...
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ
ଗଜପତି,୯/୭- ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗଜପତି ଜିଲ୍ଲା ପ୍ରମୁଖ ବାଳକୃଷ୍ଣ ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ!-->…
Read More...
Read More...
ଆବାସ ଗୃହ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ଦାରିଙ୍ଗବାଡି ବିଜେପି
ଦାରିଙ୍ଗବାଡି,୯/୭: ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ବିଜେପି ତରଫରୁ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାସହ ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇବା ପାଇଁ ବିଡିଓଙ୍କ ଜରିଆରେ!-->…
Read More...
Read More...
ଫୁଲବାଣୀରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ
ଫୁଲବାଣୀ,୯/୭ - କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଶାଖା ଫୁଲବାଣୀ ନଗର ତରଫରୁ ଏବିଭିପିର ୭୩ ତମ ପ୍ରତିଷ୍ଟା ଦିବସ ଏବଂ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏବିଭିପି ଜିଲ୍ଲା!-->…
Read More...
Read More...
ମାଇକେଲ ବିଅର କମ୍ପାନୀରେ ମୃତକ ଶ୍ରମିକଙ୍କ ପରିବାରକୁ ଭେଟିଲା କୋଶଲ କମିଟି
ପାଟଣାଗଡ,୯/୭- ଦୀର୍ଘ ୧୦ ବର୍ଷ ହେବ ମାଇକେଲ ବିଅର କମ୍ପାନୀରେ ଇଲେକ୍ଟ୍ରିସିଏନ ଭାବରେ କାର୍ଯ୍ୟ କରି କମ୍ପାନୀର ବ୍ୟବସାୟରେ ନିଜର ଅବଦାନ ଦେଇଥିଲେ ମୃତ ଶ୍ରମିକ ବିଶ୍ୱନାଥ ହଂସ (୩୫) । ଏବେ ବେସାହାରା ହୋଇଗଲେ ସ୍ତ୍ରୀ ଓ ଦୁଇ ପିଲା । ସେ ହିଁ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ତାଙ୍କ!-->…
Read More...
Read More...