Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାବ୍ୟାପୀ ରାପିଡ୍ ଆଣ୍ଟିଜେନ ଟେଷ୍ଟ ଓ ଆର.ଟି.ପି.ସି.ଆର. ଟେଷ୍ଟ
ଦେବଗଡ଼,୧୮ା୭: ଜିଲ୍ଲାବ୍ୟାପୀ ରାପିଡ୍ ଆଣ୍ଟିଜେନ ଟେଷ୍ଟ ଓ ଆର.ଟି.ପି.ସି.ଆର. ଟେଷ୍ଟ ନିମନ୍ତେ ସ୍ୱାବ୍ସଂଗ୍ରହ କାର୍ଯ୍ୟ ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୪ଟି ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ!-->…
Read More...
Read More...
ଆସନ୍ତାକାଲି ବୌଦ୍ଧଜିଲ୍ଲାରେ ପୁଣି ଆରମ୍ଭ ହେବ ଟିକାକରଣ
ବୌଦ୍ଧ,୧୮/୭- ଆସନ୍ତାକାଲିଠାରୁ ପୁଣି ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେବ କୋଭିଡ ଟିକାକରଣ । ୧୮ ବର୍ଷରୁ ୪୪ ବର୍ଷ ବର୍ଗଙ୍କ ପାଇଁ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୦୦ ଜଣଙ୍କୁ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାଉଁଶୁଣୀ କେନ୍ଦ୍ରରେ ୨୦୦, ମନମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ୧୬ ଆକ୍ରାନ୍ତ ଚିହ୍ନଟ, ୫ ମୃତ
ବୌଦ୍ଧ,୧୮/୭: ଗତକାଲି ଜିଲ୍ଲାରେ ୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ବୃଦ୍ଧିପାଇ ୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ହରଭଙ୍ଗା!-->…
Read More...
Read More...
ଦକ୍ଷିଣ ମୋଡ ହେଲା ତିନି ରଥ
ପୁରୀ,୧୭/୭- ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଇଛି । ସେପଟେ ଚଳିତବର୍ଷ ଗୁଣ୍ଡିଚା ମନ୍ଦିରରେ!-->…
Read More...
Read More...
ବଜ୍ରାଘାତରେ ୨ ନାବାଳିକା ଗୁରୁତର
ଯୋଡା,୧୭/୭- ବଜ୍ରାଘାତରେ ୨ ନାବାଳିକା ଗୁରୁତର, ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଆହତ ମାନେ ହେଲେ, ବଡ଼ବିଲ, ଦାମୁ ହଟିଂ ଅଂଚଳର ମିଥୁନ ମହାକୁଡ଼ଙ୍କ ୮ ବର୍ଷର ଝିଅ ତପସ୍ୱିନୀ ମହକୁଡ଼ ଓ ଅମ୍ରିକ ସିଂହଙ୍କ ୯ ବର୍ଷର ଝିଅ ମନୀଷା କୌର ।!-->…
Read More...
Read More...
ରାସ୍ତାରେ ଚାଲୁଛି ଡ୍ରେନପାଣି, ସଫା ହେଉନି ଡ୍ରେନ
ବୌଦ୍ଧ/ ଜହ୍ନାପଙ୍କ,୧୭/୭ - ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ପ୍ରତି ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି।ଗାଁକୁ ସଫା ସୁତୁରା କରିବା ପାଇଁ ପ୍ରତିବର୍ଷ ସମିତିକୁ ୧୦ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଛି। କିନ୍ତୁ ଏହି ଅନୁଦାନ ଅର୍ଥକୁ ବାଟମାରଣା ଯୋଗୁଁ ଗାଁର ରାସ୍ତାଘାଟ,!-->…
Read More...
Read More...
ଅହେତୁକ ବିଜୁଳି ଦରବୃଦ୍ଧି, ବାରମ୍ବାର ବିଜୁଳି କାଟ ନେଇ ଭାରତୀୟ ଜନତା ପାର୍ଟି ଫିରିଙ୍ଗିଆ ବ୍ଲକ ତରଫରୁ ଦାବୀପତ୍ର…
ଫୁଲବାଣୀ,୧୭/୭-କରୋନା ମହାମାରୀ ସମୟରେ ସର୍ବସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଏ ନେଇ ଆଜି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ତରଫରୁ!-->…
Read More...
Read More...
ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ : ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାକୁ ୨ ଥାକିଆ…
ଭୁବନେଶ୍ୱର,୧୭/୭ : ମହାମାରୀ କୋଭିଡ ମଧ୍ୟରେ ରାଜ୍ୟ ସରକାର ବିକାଶକୁ ପ୍ରାଥମିକତା ଦେଇଆସୁଛନ୍ତି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଯୋଗେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୋଟ ୧୫ଟି ପ୍ରସ୍ତାବକୁ!-->…
Read More...
Read More...
ଉନ୍ମୋଚନ ହେଲା “ଦୁଃଖ ସହିବାକୁ ଆଉ ନାହିଁ ସାହାସ’ ଭଜନ ଭିଡିଓ ସଙ୍ଗୀତ
ବ୍ରହ୍ମପୁର,୧୭/୭ : କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଭାବପୂର୍ଣ୍ଣ ଭଜନ ଭିଡିଓ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ରବୀନ କ୍ରିଏସନ୍ସ୍ । ଏକ ସୁନ୍ଦର କାହାଣୀ ପରିକଳ୍ପନା ସହ ଏକ ପାରମ୍ପରିକ ଚିରାଚରିତ କାହାଣୀଠାରୁ ଏକ ଭିନ୍ନ ସ୍ୱାଦର ସଂପୂର୍ଣ୍ଣ!-->…
Read More...
Read More...
ପୁଅ ଝିଅଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ପାଇଁ ଉଦ୍ୟମ
ଘୁ.ଉଦୟଗିରି,୧୭/୭: କନ୍ଧମାଳ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଅଲିମାହା ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜନ୍ମକଲା ମା ହତ୍ୟାକଲା ଦୁଇ ପୁଅ ଝିଅକୁ । ପୁଅ ଝିଅକୁ ଡାକି ନେଇ ରାଇକିଆ ନିକଟସ୍ଥ ଅଲିମାହା ଅଞ୍ଚଳର ଏକ କୂଅରେ ଠେଲି ଦେଇଥିଲା ମା ଭାଗ୍ୟଲକ୍ଷ୍ମୀ । ସୂଚନା ଅନୁସାରେ!-->…
Read More...
Read More...