Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲାଞ୍ଜିପଲ୍ଲୀ ତ୍ରିନାଥ ମନ୍ଦିରରେ ଚୋରି
ବ୍ରହ୍ମପୁର,୧୬/୭: ଗତକାଲି ରାତ୍ରିରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନ ଲାଞ୍ଜିପଲ୍ଲୀ ନୂଆଁବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରେ ଚୋରି ହୋଇଯାଇଛି । ସ୍ଥାନୀୟ ଯୁବନେତା ମନୋଜ ତରାଇଙ୍କ ଏତଲା ପ୍ରକାରେ ତ୍ରିନାଥ ମନ୍ଦିରର ମୁଖ୍ୟ ଗେଟ ତାଲା ଭାଙ୍ଗି ହୁଣ୍ଡି ଭାଙ୍ଗି!-->…
Read More...
Read More...
କଳା ଓ କଳାକାର ହୀତୈଷୀ ଦାବି ଘେନି କଳାକାର ମହା ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : କଳା ଓ କଳାକାର ହୀତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ସଭାକକ୍ଷ ଠାରେ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ!-->…
Read More...
Read More...
ଏନକାଉଣ୍ଟରରେ ୩ ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ!-->…
Read More...
Read More...
ଆଉ ୬୪ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୦୭୦
ଭୁବନେଶ୍ୱର : ରାଜ୍ୟରେ ଲଗାତାର ଭାବେ ଦୈନିକ ସଂକ୍ରମଣ କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ!-->…
Read More...
Read More...
୨୧ରେ ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଅଭାବି ବର୍ଷା ସ୍ଥିତି ଲାଗି ରହିଛି । ୧୭ ଜିଲ୍ଲାରେ ବର୍ଷା ଅଭାବ । ବର୍ତ୍ତମାନ ସୁଦ୍ଧା ମୌସୁମୀ ରାଜ୍ୟରେ ୨୧% କମ୍ ବର୍ଷା କରିଛି। ନିକଟରେ ଯେଉଁ ଲଘୁଚାପ ହୋଇଥିଲା, ସେଥିରେ ବି ଆଶାନୁଯାୟୀ ବର୍ଷା ହେଲାନି । ଏବେ ତାଜା ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୨୧!-->…
Read More...
Read More...
କାର୍ଯ୍ୟାଦେଶ ପାଇବାର ୫ ବର୍ଷ ପରେ ବି ସମ୍ପୂର୍ଣ୍ଣ ହେଉନି ଆବାସ ଯୋଜନା
ବୌଦ୍ଧ/ଜହ୍ନାପଙ୍କ,୧୫/୭- ରାଜ୍ୟ ସରକାର ଓ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ସମସ୍ତ କଚ୍ଚାଘରକୁ ପକ୍କା ଘର କରିବା ଯୋଜନା ରଖିଥିବାବେଳେ ଏହି ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାମତେ ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ଗାଁର ଲକ୍ଷ୍ମଣ ନାୟକ ୨୦୧୬-୧୭!-->…
Read More...
Read More...
ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା : ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି ୩୦ ବର୍ଷର ହିମାଂଶୁ, ସରକାରୀ ଯୋଜନା ଅପହଞ୍ଚ
କଣ୍ଟାମାଳ,୧୫/୭ - ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକ ପଲସାଗୋରା ଗ୍ରାମ ପଞ୍ଚାୟତର ଝିକେରପାଲି ଗାଁର ହିମାଂଶୁ ବାରଲକ (୩୦ ବର୍ଷ) ହଠାତ୍ ଗଛରୁ ଖସିପଡି ମେରୁଦଣ୍ଡ ଜନିତ ଆଘାତରେ ପୀଡିତ ହୋଇ ୧୫ ମାସ ହେଲା ଖଟିଆରେ ପଡିରହି ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦି ସରକାରୀ ସହାୟତାକୁ ଚାହିଁ ରହିଥିବା!-->…
Read More...
Read More...