Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଫୁଲଝରି ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ
ହରଭଙ୍ଗା,୮/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ କ୍ଲଷ୍ଟର ଫୁଲଝରି ପ୍ରାଥମିକ ବିଦ୍ୟାଳୟରେ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୁଣାକଟକ ବନାଞ୍ଚଳର କର୍ମଚାରୀଙ୍କ ସମେତ ବୀରକିଶୋର ଚାନ୍ଦ, ପଦ୍ମନାଭ ଦେହୁରୀ, ହରିପ୍ରିୟା ଦେହୁରୀ, ସତ୍ୟ ସାହୁ, ନମିତା!-->…
Read More...
Read More...
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୪ ଜଣ ସେବାୟତ ପରିବାରର ଛାତ୍ରଛାତ୍ରୀ ପୁରସ୍କୃତ
ପୁରୀ,୭/୭- ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ବର୍ଷରେ ସମୁଦାୟ ୧୪ ଜଣ ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କୁ ଆଜି ନୀଳାଦ୍ରି ଭକ୍ତ ନିବାସ ଠାରେ ପୁରସ୍କୃତ କରାଯାଇଛି । ସେଥିମଧ୍ୟରୁ ଗତବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ!-->…
Read More...
Read More...
ତୈଳଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ…
ଭୁବନେଶ୍ୱର, ୭ା୭ : କରୋନା ମହାମାରୀକୁ ପରିଚାଳନା କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି । କରୋନା କଟକଣାକୁ ନେଇ ସାଧାରଣ ଜନତା ବର୍ତ୍ତମାନ ଜୀବିକା ହରାଇ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବା ବେଳେ ତୈଳ ଦର, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରବୃଦ୍ଧି!-->…
Read More...
Read More...
୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା
ଭୁବନେଶ୍ୱର,୭/୭- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ୫୦୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । କୋଭିଡର ଦ୍ୱିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାରମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି!-->…
Read More...
Read More...
କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ସପ୍ତାହ- ୨୦୨୧ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମ
ଗଜପତି,୭/୭- ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପାରଳାଖେମୁଣ୍ଡି ସ୍ଥିତ ଏଚଡିଏଫସି: ବ୍ୟାଙ୍କ ଏବଂ ଦେବଗିରି ବନାଞ୍ଚଳ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ୭୨ ତମ ବନ ମହୋତ୍ସବ ସପ୍ତାହ-୨୦୨୧ "ବୃକ୍ଷ ହିଁ ଜୀବନ" କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି!-->…
Read More...
Read More...
୭୨ ତମ ବନମହୋତ୍ସବ ଅବସରରେ ବିଭିନ୍ନ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବୌଦ୍ଧ /ଜହ୍ନାପଙ୍କ,୭/୭: ବୌଦ୍ଧ ବ୍ଳକ ବହିରା ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୨ ତମ ବନସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହିରା ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ ।!-->…
Read More...
Read More...
ବିଜେଡି ଛାଡି ବିଜେପିରେ ମିଶିଲେ ଯୋଡ଼ା ଅଞ୍ଚଳର ପୁରୁଷୋତ୍ତମ ଗାଗରାଇ
କେନ୍ଦୁଝର,୭/୭- ଘଡଘଡି ପାହାଡ ନିକଟରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଅନୁବ୍ରତ ବେହେରାଙ୍କ ଦ୍ୱାରା ପରିଚାଳିତ ସଭାରେ ବିଜେପି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ସଭାପତିତ୍ୱରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ରାଜ୍ୟ!-->…
Read More...
Read More...
ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନରେ ରକ୍ତଦାନ ଶିବିର
ସୁବର୍ଣ୍ଣପୁର,୭/୭- ଆଜି ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ତଥା ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୦ ତମ ଜନ୍ମଦିନ ଉପଲକ୍ଷେ ବିଶିଷ୍ଟ ଧୋନି ପ୍ରଶଂସକ ଦିନେଶ ମିଶ୍ର ଏବଂ ଧୋନିଙ୍କ ଅନ୍ୟାନ୍ୟ ପ୍ରଶଂସକ ମାନଙ୍କ ପ୍ରଚେଷ୍ଟାରେ ପିନାକିନୀ ପୋଲି କ୍ଲିନିକ୍ ସୋନପୁର ଠାରେ ଏକ!-->…
Read More...
Read More...
ବୌଦ୍ଧ: ଭରଚୁଆଲ ମାଧ୍ୟମରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
ବୌଦ୍ଧ,୭/୭- ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଭର୍ଚୁଆଲ ମାଧ୍ୟମରେ ଆଜି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର!-->…
Read More...
Read More...
ବୌଦ୍ଧଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ହେଲେ ଅଟଳ ପ୍ରଧାନ
ବୌଦ୍ଧ,୭/୭- ବୌଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ସଭାପତି ଭାବେ ଆଜି ଅଟଳ ପ୍ରଧାନ ମନୋନୀତ ହୋଇଥିବା ଜଣାପଡିଛି । ଏନେଇ ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନଙ୍କୁ ଯୁବମୋର୍ଚ୍ଚା ସଭାପତି ପଦବୀ ପାଇଁ!-->…
Read More...
Read More...