Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଇଖାନା ଟାଙ୍କିରେ ଫସି ୩ ଜଣଙ୍କ ମୃତ୍ୟୁ
ବ୍ରହ୍ମପୁର: ପାଇଖାନା ଟାଙ୍କିରେ ଫସି ୩ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଗୋପାଳପୁର ଥାନା ବିକ୍ରମପୁର ଗ୍ରାମରେ ଘଟିଛି ଅଭାନୀୟ ଘଟଣା । ସନ୍ଧ୍ୟାରେ ପି ସିଦେ୍ଧଶ୍ୱର ରେଡ୍ଡିଙ୍କ ଘର କାମ ଚାଲିଥିବା ବେଳେ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରୁଥିଲେ ମିସ୍ତ୍ରୀ ଏମ.ସଦାନନ୍ଦ ରେଡ୍ଡି ।!-->…
Read More...
Read More...
ଦୁର୍ଘଟଣାରେ ଆହତ ଯୁବକଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି
କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗ୍ରାମ ପଞ୍ଚ଼ାୟତ ହଟୁଆପଡା ଗ୍ରାମର ମନୋଜ ମହାକୁଡ଼(୨୮) ବାଇକ ଦୁର୍ଘଟଣାରେ ଗଭୀର ଭାବେ ଆହତ ହୋଇଥିଲେ । ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଏବେ ଅଧିକ ଟଙ୍କା ଦରକାର ପଡୁଛି । ତାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାହା ସେମାନେ!-->…
Read More...
Read More...
୧୩ଫୁଟ ଲମ୍ବର ଅଜଗର ଉଦ୍ଧାର
ଖୋର୍ଦ୍ଧା ,୨୩/୦୭: ଖୋର୍ଦ୍ଧା ରେଞ୍ଜ ଅର୍ନ୍ତଗତ କୁମାରବସ୍ତ ଗ୍ରାମ ପ୍ରଧାନ ସାହିରୁ ସ୍ନେକ ହେଲପଲାଇନ୍ ଦ୍ୱାରା ଗତକାଲି ପ୍ରାୟ ୨ଟା ସମୟରେ ୧୩ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି । ସାପଟି ନିକଟସ୍ଥ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି । ସାପଟିକୁ ଦେଖି ଗ୍ରାମବାସୀ ଭୟଭୀତ ହେବା ସହିତ!-->…
Read More...
Read More...
ସାହାରପଡା ଜେଇଙ୍କ ବଦଳି ଆକ୍ରୋଶ ମୂଳକ ଅଭିଯୋଗ
କେନ୍ଦୁଝର,୨୩/୭- ଆକ୍ରୋଶ ମୂଳକ ଭାବରେ ଜଣେ ଜେଇଙ୍କୁ ବଦଳି କରିଥିବାର ସାହାରପଡ଼ା ବ୍ଳକରେ ଚର୍ଚ୍ଚା ଧରିଛି । ସାହାରପଡ଼ା ବ୍ଲକର ଗଣ୍ଡବେଡ଼ା ଏବଂ ସିଲପଦା ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇ ଜିତ ମହନ ଟୁଡୁ ବିଗତ ୨୦୧୯ ମସିହାରେ ହରିଚନ୍ଦନପୁର ବ୍ଳକରୁ ବଦଳି ହୋଇ ସାହାରପଡ଼ା ବ୍ଳକରେ ଯୋଗ!-->…
Read More...
Read More...
ବ୍ରାଉନ ସୁଗର କାରବାରରେ ଲିପ୍ତ ଆଉ ଦୁଇ ଗିରଫ
ସମ୍ବଲପୁର, ୨୩/୭- ଯୁବଗୋଷ୍ଠୀକୁ ଆକୃଷ୍ଟ କରି ଏଠାରେ ଚାଲିଥିବା ଧଳାଜହର (ବ୍ରାଉନ ସୁଗର) କାରବାରର ଚେର ବହୁତ ଭିତରକୁ ପଶିଗଲାଣି । ଗତ ରବିବାର ଦିନ ସ୍ଥାନୀୟ ମହାନଦୀ ଉପରେ ନବନିର୍ମିତ ଚାଉରପୁର ସେତୁରେ ଏହି କାରବାରରେ ଲିପ୍ତ ଜଣେ ନାବାଳକ ସହ ତିନି ଜଣଙ୍କୁ ପୁଲିସ ରଙ୍ଗେହାତ ଗିରଫ!-->…
Read More...
Read More...
ରେଳ ଧାରଣାରୁ ଯୁବକର ମୃତଦେହ ଉଦ୍ଧାର
ରେଢ଼ାଖୋଲ:ସମ୍ବଲପୁର-ଖୋର୍ଦ୍ଧା ରେଳଲାଇନର ଚାରମାଳ ଥାନା ମୋଚିବାହାଳ ଗ୍ରାମ ନିକଟସ୍ଥ ରେଳ ଧାରଣାରୁ ସନ୍ଧ୍ୟା ପ୍ରାୟ ୫ଟା ଜଣେ ଯୁବକର ମୃତଦେହ ରେଳବାଇ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ରେଢ଼ାଖୋଲ ଥାନା ପୋଡାବଲଣ୍ଡା ଗ୍ରାମର ସୁଦର୍ଶନ ପ୍ରଧାନ (୨୨)ବୋଲି ଜଣାପଡିଛି । ଏନେଇ!-->…
Read More...
Read More...
ପୁଣି ୬୯ ଜୀବନ ନେଲା କରୋନା, ୧୯୧୭ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା ଦେଖା ଦେଇଥିବାବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି, ଆଗାମୀ ୪୮!-->!-->!-->…
Read More...
Read More...