Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳ ଜିଲ୍ଲାର ତିନି ବିଧାୟକଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଲୋଚନା
କନ୍ଧମାଳ,୨୩/୭- କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବା ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀର ବିଧାୟକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ.ଉଦୟଗିରି ବିଧାୟକ!-->…
Read More...
Read More...
ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା ଘଟଣା, ଦଂପତି ଗିରଫ
ବାଲିଗୁଡା,୨୩/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ବାପା ଏମ୍.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଏହି ମାମଲାରେ!-->…
Read More...
Read More...
ନାଗସାପ କାମୁଡାରେ ଶିଶୁ ମୃତ
ଫୁଲବାଣୀ,୨୩/୭- କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ବିପିନି ଅମାୟତଙ୍କ ଝିଅ ଅନିଶା ଅମାୟତ (୩) ରାତିରେ ଘରେ ଶୋଇଥିବା ଅବସ୍ଥାରେ ତାକୁ ନାଗ ସାପ କାମୁଡି ଦେଇଥିଲା l ସକାଳୁ ପରିବାରବର୍ଗ ନିକଟସ୍ଥ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବାବେଳେ!-->…
Read More...
Read More...
କନ୍ଧମାଳ : ଗୋଛାପଡା ପୋଲିସ ଦ୍ୱାରା ଗଞ୍ଜେଇ ସହ କାର ଜବତ, ୩ ଅଭିଯୁକ୍ତ ଗିରଫ
କନ୍ଧମାଳ,୨୨/୭: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ନେଡ଼ି ପଦର ଗ୍ରାମ ନିକଟ ପୃଦେନି ଛକ ରେ ଚଢ଼ାଉ କରି ଏକ କାର ସମେତ ୧୮୦କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ!-->…
Read More...
Read More...
ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସଂପନ୍ନ
ପୁରୀ,୨୨/୭- ସୁରୁଖୁରୁରେ ଶେଷ ହୋଇଛି ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି । ଗତକାଲି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ନୀତି ଶେଷ ହେବାପରେ ଆଜି ଚଣ୍ଡୀଚାମୁଣ୍ଡାପାର୍ଶ୍ୱଦେବାଦେବୀ ମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯାଇଥିଲା ।!-->…
Read More...
Read More...
ଫୁଲବାଣୀ ବିଧାୟକ ଓ ଖଜୁରିପଡା ବ୍ଲକ ଅଧ୍ୟକ୍ଷଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ
ଫୁଲବାଣୀ,୨୨/୭ - ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଖଜୁରିପଡା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁରଙ୍କ ସମେତ ଅନ୍ୟ ବିଜେଡି କର୍ମୀମାନେ କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଅନ୍ତର୍ଗତ ଦୁତିପଡାଠାରେ ହେବାକୁ ଥିବା ସ୍ମାଟ ବା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇ!-->…
Read More...
Read More...
ଭରତାପୂର ଗ୍ରାମରେ ବୃକ୍ଷରୋପଣ କାଯ୍ୟକ୍ରମ
ହରଭଙ୍ଗା,୨୨/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଭରତାପୂର ଗ୍ରାମରେ ପ୍ରାୟ ୨୦୦ ଔଷଧୀୟ ଏବଂ ଫଳଗଛ ଲଗାଯାଇଛି । ଏହି କାର୍ଯ୍ୟକ୍ରମ ରେ ଏଲକେବିକେ ସରସରା, ନେହେରୁ ଯୁବକେନ୍ଦ୍ର, ମାହେଶ୍ୱରୀ ୟୁଥ କ୍ଲବର ସଦସ୍ୟଙ୍କ ସମେତ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସୁପ୍ରିୟା ଦେହୁରୀ ଏବଂ ମନୋଜ ଭୋକ୍ତାଙ୍କ!-->…
Read More...
Read More...
ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର
ହରଭଙ୍ଗା,୨୨/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ହାଇସ୍ଲୁଲ୍ ଠାରେ ବୌଦ୍ଧଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଗୋଷ୍ଠିସହଭାଗିତା ତାଲିମ୍ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଅବିନାଶ ପାଣ୍ଡିଆ ଯୋଗଦେଇ ବିପଯ୍ୟୟ!-->…
Read More...
Read More...
ଉତ୍କଟ ପାନୀୟଜଳ ସମସ୍ୟା: ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରାଉ
ସମ୍ବଲପୁର, ୨୨/୭- ପଶ୍ଚିମାଞ୍ଚଳର ପ୍ରାଣକେନ୍ଦ୍ର ବୋଲାଉଥିବା ଓ ହୀରାକୁଦ ଜଳଭଣ୍ଡାରର ତଳେ ରହିଥିବା ସମ୍ବଲପୁବାସୀଙ୍କୁ ମଧ୍ୟ ଜଳକଷ୍ଟ ଅତିଷ୍ଠ କରିଦେଇଛି । ମହାନଗର ନିଗମର ଏମିତି କୌଣସି ଅଞ୍ଚଳ ଏଇ ସମସ୍ୟାରୁ ବର୍ତ୍ତିନାହିଁ ଓ ବିଶେଷକରି ସାକ୍ଷୀପଡା ଅଞ୍ଚଳରେ ବର୍ତ୍ତମାନ ପାନୀୟଜଳ!-->…
Read More...
Read More...
ରାସ୍ତା ନିର୍ମାଣର ଅନିୟମିତତାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ବୌଦ୍ଧ/ଜହ୍ନାପଙ୍କ,୨୨/୭- ବୌଦ୍ଧବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୭ରୁ ମଧୁପୁର ଗାଁର ରାସ୍ତାର ଉନ୍ନତିକରଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ହଜାର ଟଙ୍କା ଅନୁମୋଦନ ହୋଇଥିଲା । ଏହି କାର୍ଯ୍ୟ ବିଭାଗୀୟଙ୍କ ନାମରେ ଥିଲେ ମଧ୍ୟ ଠିକାଦାର ଏହାକୁ ନିର୍ମାଣ କରିଥିଲେ ।!-->…
Read More...
Read More...