Browsing Category

ରାଜ୍ୟ

ସ୍ନେକ ହେଲ୍‌ପଲାଇନ ଦ୍ୱାରା ୨ଟି ନାଗସାପ ଉଦ୍ଧାର

ବୌଦ୍ଧ,୨୨/୭- ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ବୌଦ୍ଧସହରର ବାବୁସାହିରୁ ଏକ ୫ ଫୁଟ ଲମ୍ବର ଗୋଖର ନାଗ ସ୍ନେକ ହେଲପଲାଇନ ଦ୍ୱାରା ଉଦ୍ଧାର କରାଯାଇଛି । ବାବୁସାହି ନିବାସୀ ପ୍ରଦୀପ ମିଶ୍ରଙ୍କ ଘରେ ଏକ ନାଗସାପ ବାହାରିଥିବାବେଳେ ସେ ସ୍ନେକ ହେଲପଲାଇନକୁ ଖବର ଦେଇଥିଲେ । ସେହିପରି ଆଜି ଅପରାହ୍ନ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ
Read More...

ନବ ନିଯୁକ୍ତ ବିଜେଡି ସଭାପତି ପ୍ରମୋଦ ସାହୁଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ନବ ନିଯୁକ୍ତ ବିଜେଡି ସଭାପତି ପ୍ରମୋଦ ସାହୁଙ୍କୁ ସ୍ଥାନୀୟ ବିଜେଡ଼ି କର୍ମୀ ଓ ସ୍ଥାନୀୟ ଜନସାଧାରଣ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ସାହୁଙ୍କୁ ପୁନର୍ବାର ଦ୍ୱିତୀୟ ଥର ପାଇଁ ବ୍ଲକ
Read More...

ଦୁର୍ଗମ ହୁଲକି ଗ୍ରାମରେ ପଂହଚି ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ରାୟଗଡ ବିଡିଓ, ରାସ୍ତା ଓ ପାନୀୟ ଜଳ ସମସ୍ୟାର ସମାଧାନ…

ରାୟଗଡ/୨୨/୭: “ବିକାଶର ଅପହଂଚରେ ହୁଲକି ଗ୍ରାମ”,ଗାଁକୁ ରାସ୍ତା ନ ଥିବାରୁ ଗର୍ଭଯନ୍ତ୍ରଣା ସହ ୨କିଲୋମିଟର ଦୂର ଚାଲିଲେ ଗର୍ଭବତୀ ମହିଳା’ଶୀର୍ଷକ ଏକ ଖବର ଗତ ଜୁଲାଇ ୧୫ ତାରିଖରେ ପ୍ରକାଶିତ ହେବା ପରେ ଚର୍ଚ୍ଚା ପରିସରକୁ ଆସିଥିଲା ରାୟଗଡ ଜିଲ୍ଳା ତାଡମା ଗ୍ରାମ ପଂଚାୟତ ଅଧିନସ୍ଥ ହୁଲକି
Read More...

ବୀମା ରାଶି ପାଇଁ ରାଜରାସ୍ତାରେ ପୁଣି ଗର୍ଜିଲେ କଣ୍ଟାମାଳ ଚାଷୀ: ସମିତିରେ ତାଲା ଝୁଲାଇବା ଯୋଗୁଁ ଚାଷୀ ପଞ୍ଜିକରଣ ଓ…

କଣ୍ଟାମାଳ,୨୨/୭ - କଣ୍ଟାମାଳ ସେବା ସମବାୟ ଅଧିୀନରେ ଥିବା ଚାଷୀଙ୍କୁ ଏଯାବତ ବୀମା ରାଶି ମିଳିନଥିବା ଅଭିଯୋଗ କରି ଆଜି ପୂର୍ବାହ୍ନରେ ଶତାଧିକ ଚାଷୀ ୪୧ ନଂ ରାଜ୍ୟ ରାଜପଥର କଣ୍ଟାମାଳ ବସଷ୍ଟେଣ୍ଡ ଠାରେ ଚାଷୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ । ପ୍ରକାଶ ଯେ ମରୁଡିର ଶିକାର ହୋଇଥିବା
Read More...

ଅହେୁତକ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଓ ଲୋଭୋଲ୍‌ଟେଜକୁ ପ୍ରତିବାଦ କରି ରାୟଗଡ ଜିଲ୍ଳା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ…

ରାୟଗଡ,୨୨/୭: ରାଜ୍ୟ ସରକାରଙ୍କ ପକ୍ଷରୁ ଅହେତୁକ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଓ ବିଦ୍ୟୁତ ବିଭାଗର ଲୋଭୋଲ୍‌ଟେଜ ସମସ୍ୟାକୁ ପ୍ରତିବାଦ ସ୍ୱରୂପ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବାପାଇଁ ରାୟଗଡ ଜିଲ୍ଳା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଏକ ଜନ ଜାଗ୍ରତ କ୍ୟାଣ୍ଡେଲ ରାଲି କରାଯାଇଥିଲା
Read More...

ଆଉ ଏକ ହାତ ଲେଖା ଚିଠି ମିଳିଲା, ହେ ଭଗବାନ…ଡିଭୋର୍ସ କରାଇ ଦିଅ

ଭୁବନେଶ୍ୱର:ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସୌମ୍ୟଙ୍କ ମୃତୁ୍ୟ ମାମଲାରେ ଆଉ ଏକ ହାତ
Read More...

ରାୟଗଡ ଜିଲ୍ଳା ଅବକାରୀ ପୋଲିସକୁ ସଫଳତା: ୨୫୮ କେଜି ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତ ଗିରଫ

ରାୟଗଡ,୨୨/୭: କୋରାପୁଟ ଜିଲ୍ଳାରୁ ଖୋର୍ଦ୍ଧା ଜିଲ୍ଳାକୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୧୩ ଲକ୍ଷ ଟଙ୍କାର ୨କ୍ୱିଂଟାଲ ୫୮ କେଜି ୪୫୦ଗ୍ରାମର ଗଂଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାୟଗଡ ଜିଲ୍ଳା ସଦର ଅବକାରୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ସୁରେଶ ସାହୁ ବୋଲି
Read More...

ପଶ୍ଚିମାଞ୍ଚଳରେ ହୋଟେଲ ବ୍ୟବସାୟକୁ ନବଜୀବନ ଦେବା ପାଇଁ ଦାବି

ସମ୍ବଲପୁର, ୨୨/୭- ଆଗାମୀ ଅଗଷ୍ଟ ମାସ ଆରମ୍ଭରୁ ପ୍ରଚଳିତ କୋଭିଡ କଟକଣା ପାଇଁ ସମ୍ଭାବ୍ୟ କୋହଳ ପରିପ୍ରେକ୍ଷୀରେ ମୃତ ପ୍ରାୟ ହୋଟେଲ ଉଦ୍ୟୋଗ ପାଇଁ ପଶ୍ଚିମ ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘ ପକ୍ଷରୁ କିଛି ସ୍ୱତନ୍ତ୍ର ପ୍ୟାକେଜ ଦାବି କରାଯାଇଛି । ସ୍ଥାନୀୟ ହୋଟେଲ୍‌ ଗ୍ରାଣ୍ଡ ଶିବା ଠାରେ
Read More...

ଗଞ୍ଜାମ ପାଇଁ ନୂତନ ଉପଲବ୍ଧି ଆଣିଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବଦୂତ’

ବ୍ରହ୍ମପୁର: ଈଶା ଭିଜନ ବ୍ୟାନେରରେ ପ୍ରସ୍ତୁତ ପଞ୍ଚମ କ୍ଷୁଦ୍ର ଚଳଚ୍ଚ଼ିତ୍ର ଦେବଦୂତ ପୁଣି ଏକ ଅନ୍ତର୍ଜାତୀୟ ଚଳଚ୍ଚ଼ିତ୍ର ମହୋତ୍ସବରେ ସାଉଁଟିଲା ପ୍ରଶଂସା । ଦେବଦୂତ ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି ଇଣ୍ଟରନ୍ୟାସନଲ ଫିଲ୍ମ ଫେଷ୍ଟିବଲରେ ପାଞ୍ଚୋଟି ବିଶେଷ ବିଭାଗରେ ଆଠରୁ
Read More...