Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧଜିଲ୍ଲା: ଆଜି ୪ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୨୪୬୫
ବୌଦ୍ଧ,୨୨/୭: ଗତକାଲି ଜିଲ୍ଲାରେ ୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୪ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ଆମ୍ବଝରୀ!-->!-->!-->…
Read More...
Read More...
ଅଜଣା କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର
କେଉଁଝର,୨୨/୭- କେଉଁଝର ଜିଲ୍ଲା ହରିଚନ୍ଦନପୁର ଥାନା ଆଳୁଘାଟି ନିକଟରେ ଅଜଣା କାର୍ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ବୁଧବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗୁରୁତର ଯୁବକ ଜଣଙ୍କ ଭୂବନ ଥାନା ବଡ଼କାଠିଆ ଗ୍ରାମର ଚୈତନ୍ୟ ମହାନ୍ତଙ୍କ!-->…
Read More...
Read More...
ଅହେତୁକ ବିଦ୍ୟୁତ ଶୁକ୍ଲବୃଦ୍ଧି ବିରୁଦ୍ଧରେ କ୍ୟାଣ୍ଡେଲ ଶୋଭାଯାତ୍ରା
ସମ୍ବଲପୁର,୨୨/୭- ରାଜ୍ୟରେ ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ୍ କାଟ ତଥା କ୍ରମାଗତ ଭାବେ ବଢିରହୁଥିବା ଲୋ ଭୋଲଟେଜ ସମସ୍ୟାର ପ୍ରତିବାଦ ସ୍ୱରୂପର ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଭାରତୀୟ ଜନତା ଯୁବା ମୋର୍ଚ୍ଚା ତରଫରୁ ଗତକାଲି ରାତିରେ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁରରେ!-->…
Read More...
Read More...
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ରୋଗ ଶଯ୍ୟାରେ ବୁଟୁ
ଦଶପଲ୍ଲା: ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ନଂ ୱାର୍ଡ଼ କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ଚିତ୍ରସେନ ଦାସଙ୍କ ପୁଅ ବୁଟୁ ଦାସ (୩୦) । ହୃଦ ରୋଗରେ ପୀଡିତ ହୋଇ ୨ବର୍ଷ ଧରି ରୋଗ ଶଯ୍ୟାରେ ବୁଟୁ । ଅର୍ଥ ଅଭାବରୁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଇ ପାରୁ ନାହିଁ ।!-->…
Read More...
Read More...
କରୋନା ନେଲା ଆଉ ୬୭ ଜୀବନ, ଚିହ୍ନଟ ହେଲେ ୧୯୪୮ ନୂଆ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୪୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି
ପୁରୀ : ଜନ୍ମବେଦୀରୁ ବାହୁଡ଼ିବା ପରେ ସୁନାବେଶରେ ଦର୍ଶନ ଦେଲେ ରଥାରୁଢ଼ ଚତୁର୍ଦ୍ଧାମୂରତି । ମହଣ ମହଣ ସୁନାରେ ସଜେଇ ହୋଇଥିଲେ ଶ୍ରୀଜିଉ । ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ!-->…
Read More...
Read More...
ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଦ୍ୱିତୀୟ ବୈଠକ
ଦଶପଲ୍ଲା,୨୧/୭ :- ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଦ୍ୱିତୀୟ ବୈଠକ ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଆସୋସିଏସନର ସଭାପତି ଶୁଶାନ୍ତ କୁମାର ସାହୁଙ୍କ ପ୍ରସ୍ତାବକ୍ରମେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ବନ୍ଧୁ ମାନଙ୍କ!-->…
Read More...
Read More...
ପୁରୀ: ମହଣ ମହଣ ସ୍ୱର୍ଣ୍ଣଅଳଙ୍କାରରେ ବିଭୂଷିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ
ପୁରୀ,୨୧/୭- ପବିତ୍ର ସୁନାବେଶରେ ମହଣ ମହଣ ସ୍ୱର୍ଣ୍ଣଅଳଙ୍କାରରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରୁ ଦର୍ଶନ ଦେଇଛନ୍ତି । ପ୍ରତିବର୍ଷ ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଏଥର କିନ୍ତୁ ଗରୁଡ଼ ଶୟନ ଦ୍ୱାଦଶୀ ତିଥିରେ ସୂନାବେଶରେ ଦର୍ଶନ!-->…
Read More...
Read More...
ଭୀମସାର ଦେଇପାରୁନାହିଁ ଗୁରୁତର ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା !
ସମ୍ବଲପୁର,୨୧/୭: ଘୋର ଲଜ୍ଜ୍ୟା ଏବଂ ପଶ୍ଚିମଓଡିଶା ବାସୀଙ୍କ ପାଇଁ ଅପମାନ କହିଲେ ଅତ୍ୟୁକ୍ତି ହେବନାହିଁ । ଯଦି ସତରେ ଭୀମସାର ବୁର୍ଲା ଗୁରୁତର ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବାରେ ବିଫଳ ହେଉଛି । ସୋସିଆଲ ମିଡିଆରେ ସୋନପୁର ଅଞ୍ଚଳର ଜଣେ ସଚେତନ ବ୍ୟକ୍ତି ବଳଦେବ ବେଦବାଗଙ୍କ!-->…
Read More...
Read More...
ବିକାଶପୁର ନିକଟସ୍ଥ ଜଙ୍ଗଲରୁ ବହୁପରିମାଣର ମଦ ଜବତ
ବ୍ରହ୍ମପୁର,୨୧/୭ :ତାଲାବନ୍ଦ ସମୟରେ ବିଭିନ୍ନ ପ୍ରକାର ବେନିୟମ ଉପାୟରେ ମଦ ପ୍ରସ୍ତୁତି କରି ଟଙ୍କା ରୋଜଗାର କରିବା ନଜିର ରହିଛି । ଏଥି ମଧ୍ୟରେ ପୁଣି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାୟକଙ୍କ!-->…
Read More...
Read More...