Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କିସ୍ ଅନୁଷ୍ଠାନ ଦ୍ୱାରା ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷାବର୍ଷର ପାଠ୍ୟ…
ପାଟଣାଗଡ,୭/୭- ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ କଟକଣା ସମୟରେ ସଂପୂର୍ଣ୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାପାଇଁ କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା , ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼!-->…
Read More...
Read More...
ଖଟଖଟିଆ ନୋଡାଲ ସ୍କୁଲରେ ବୃକ୍ଷରୋପଣ
କଣ୍ଟାମାଳ,୭/୭- କଣ୍ଟାମାଳ ବ୍ଲକ ଖଟଖଟିଆ ନୋଡାଲ ସ୍କୁଲ ପରିସରେ ବନମହୋତ୍ସବ ସପ୍ତାହ ଅବସରରେ ଆଜି ବୃକ୍ଷରୋପଣ ହୋଇଯାଇଛି । ଶିକ୍ଷକ ରଞ୍ଜୁ ଅମାତଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଧାନ ଶିକ୍ଷକ ଗଣେଶ ମିଶ୍ର ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ!-->…
Read More...
Read More...
ବୌଦ୍ଧଜିଲ୍ଲା ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୋଧରେ ହରଭଙ୍ଗା ବ୍ଲକ ଘେରାଉ
ହରଭଙ୍ଗା,୭/୭- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ହରଭଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଦୁର୍ନୀତି ହୋଇଥିବାରୁ ଆଜି ବ୍ଳକ ଘେରାଉ କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ୨୦୨୨ ସୁଦ୍ଧା ସବୁ ଗରିବ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗେଇ!-->…
Read More...
Read More...
ରାୟଗଡ ପ୍ରେସ୍ କ୍ଳବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ରାୟଗଡ/୭/୭/୨୧: ୭୨ତମ ବନ ମହୋତ୍ସବ ସପ୍ତାହ ପାଳନର ଶେଷ ଦିନରେ ରାୟଗଡ ବନଖଣ୍ଡ ସହାୟତାରେ ରାୟଗଡ ପ୍ରେସ୍ କ୍ଳବ ଦ୍ୱାରା ରିଙ୍ଗରୋଡ୍ ସ୍ଥିତ ସ୍ଥାନୀୟ ସହାରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଓ ବାହାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରେସ୍ କ୍ଳବ ସଭାପତି!-->…
Read More...
Read More...
ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଥାଳି ଘଣ୍ଟ ବାଡାଇ ଅଭିନବ ଉପାୟରେ କଂଗ୍ରେସକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ
ରାୟଗଡ/୭/୭/୨୧: ଗତ ୨ମାସ ମଧ୍ୟରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଅହେତୁକ ଭାବେ ୩୦ଥର ବୃଦ୍ଧି ପାଇଥିବା ଯୋଗୁଁ ଜନ ସାଧାରଣ ହନ୍ତସନ୍ତ ହେଉଛନ୍ତି । ତଥାପି କେନ୍ଦ୍ର ଓ ରାଜ୍ୟ ସରକାର ଦରବୃଦ୍ଧି ନିୟନ୍ତ୍ରଣ କ୍ଷେତ୍ରରେ କୈାଣସି ପଦକ୍ଷେପ ଗ୍ରହଣ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା : ଧାରଣା ପାଇଁ ବିଜେପିର ପ୍ରସ୍ତୁତି
ବଡଚଣା ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ପ୍ରତିବାଦରେ ଧାରଣା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଲଲାଟ କେଶରୀ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାଜ୍ଯ ସଂପାଦକ ତଥା ବଡଚଣା ବିଜେପି ନେତା ଅମର ନାୟକ ଯୋଗଦେଇ ଆବାସ!-->…
Read More...
Read More...
ବ୍ରହ୍ମପୁର ସହରକୁ ସବୁଜିମା କରିବା ପ୍ରୟାସ
ବ୍ରହ୍ମପୁର :ଆଜି ଓଡ଼ିଆ ମୋ ପରିବାର ଆନୁକୂଲ୍ୟରେ ମେଡିକାଲ ଗ୍ରାଉଣ୍ଡ ନିକଟସ୍ଥ ହଷ୍ଟେଲ ନଂ ୪ ନିକଟରେ ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣାଙ୍କ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ସଭାପତି ରମେଶ!-->…
Read More...
Read More...