Browsing Category

ରାଜ୍ୟ

ଖଜୁରୀପଡା ସେକ୍ସନରେ ୭୨ ତମ ବନମହୋତ୍ସବ ପାଳିତ

ବୌଦ୍ଧ/ଜହ୍ନାପଙ୍କ,୪/୭- ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ଖଜୁରୀପଡ଼ା ସେକ୍ସସନ ନାଗାର୍ଜୁନ ସଂରକ୍ଷିତ ଜଙ୍ଗଲରେ ୭୨ ତମ ବନମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଞ୍ଜର ପ୍ରଦୀପ ବେହେରା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଥମେ ବୃକ୍ଷ ରୋପଣ କରିଥିଲେ ।
Read More...

ରେକର୍ଡ : ଦିନକରେ ୫୨ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ଟ୍ରକ୍‌କୁ ଧକ୍କା ଦେଲା ବାଇକ୍, ଚାଳକଙ୍କ ମୃତ୍ୟୁ

ଚାନ୍ଦବାଲି : ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଖେରଙ୍ଗ ବାହାରପାଳ ଛକ ନିକଟରେ
Read More...

ରାସନ ସାମଗ୍ରୀ ବୋଝେଇ ଟ୍ରକ ଓଲଟିଲା, ଲୋକେ ବୋହିନେଲେ ରାସନ ସାମାନ

ହରଭଙ୍ଗା,୪/୭-ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥ କରଡ଼ାକୋଠା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଲା ରାସନ ସାମଗ୍ରୀ ବୋଝେଇ ଟ୍ରକ । ଫଳରେ ଦୁର୍ଘଟଣା ଗ୍ରସ୍ତ ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ପୁରୁଣାକଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା
Read More...

ଗୋଣ୍ଡୱାନା ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ

ପାଟଣାଗଡ,୪/୭- ପାଟଣାଗଡ ବ୍ଲକର ଦନ୍ଦ୍ରାବାହାଲ ଗୋଣ୍ଡଭବନ ଠାରେ ଆଜି ଅଖିଲ ଭାରତୀୟ ଗୋଣ୍ଡୱାନା ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରା ବିଶ୍ୱରେ ସବୁଜ ସୁନ୍ଦର କରିବାର ସଂକଳ୍ପ ନେଇ ପରିସର ମଧ୍ୟରେ ବୃକ୍ଷରୋପଣ କରାଯାଇଥିଲା ।
Read More...

ବନ ମହୋତ୍ସବ ସପ୍ତାହ ଚତୁର୍ଥ ଦିବସ ପାଳିତ

ବ୍ରହ୍ମପୁର,୪/୭- ଆଜି ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଚତୁର୍ଥ ଦିବସ ଅବସରରେ ରା୍ଳବ ସ୍ଥିତ ତୁଳସୀ ବିହାର ମୁଖ୍ୟ ରାସ୍ତାରେ ଚାଳିଶି ଗୋଟି ବାଦାମ, କଦମ୍ବ, ଟିକିମା ଆଦି ବିଭିନ୍ନ କିସମର ଚାରାରୋପଣ କରାଯାଇଥିଲା । ସେହିଭଳି ସମାନ୍ତରାଳ ଭାବେ ସୁକୁଣ୍ଡା
Read More...

ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ : ରାୟଗଡ ଜିଲ୍ଲାପାଳ

ରାୟଗଡ,୪/୭- ରାୟଗଡ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ତଟାଗୁଡା ରାଜସ୍ୱ ଜଙ୍ଗଲ ଏବଂ କମ୍ପାସୁରି ଲଣ୍ଡା ପାହାଡ଼ ଠାରେ ସମୂହ ବନୀକରଣ କରାଯାଇ ଜିଲ୍ଲାସ୍ତରୀୟ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସହାୟତା ଏବଂ ରାୟଗଡ ବନଖଣ୍ଡ
Read More...

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ

ତୁମୁଡିବନ୍ଧ ,୪/୭- କନ୍ଧମାଳ ଜିଲ୍ଲା ର ଉତ୍କଳ ସାମ୍ୱାଦିକ ସଂଘ ପକ୍ଷରୁ ତୁମୁଡିବନ୍ଧ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗୁରୁ ପ୍ରସାଦ ମିଶ୍ର,
Read More...

ଟ୍ରକ,ଟ୍ରାକ୍ଟର ଓ ଅଟୋ ସହ ୭କୁଇଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ , ୬ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ମାଳି ଢେପାଗୁଡା ନିକଟରେ ଟ୍ରକରେ ରାଜସ୍ଥାନ ଆଜମିରକୁ ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚଢ଼ାଉ କରି ପୋଲିସ ପାଇଛି ଏହି ସଫଳତା । ଏହି ଘଟଣାରେ ୬ଜଣ ଚାଲାଣ କାରୀକୁ ଗିରଫ କରିବା ସହ ବ୍ୟବହୃତ ଟ୍ରକ,
Read More...