Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର ଜିଲ୍ଲାରେ ୟୁଥ୍ ଫର୍ ଏକ୍ସନ କର୍ମକର୍ତ୍ତାଙ୍କ ଦ୍ୱାରା ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର : ବୃକ୍ଷହିଁ ଜୀବନ। ବର୍ତ୍ତମାନର ସମୟରେ ଅତ୍ୟଧିକ ବୃକ୍ଷରୋପଣ ଦ୍ୱାରା ହିଁ ଉଚିତ ମାତ୍ରାରେ ପରିବେଶ ର ସନ୍ତୁଳନ ରକ୍ଷା ହୋଇପାରିବ । ଏଣୁ ସମସ୍ତେ ନୂତନ ଗଛ ଲଗାଇ ତାର ଯତ୍ନ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସୁବର୍ଣ୍ଣପୁର ର ଯୁବ ସମାଜ। ୟୁଥ୍ ଫର୍ ଏକ୍ସନ ଳ ରାଜ୍ୟ ସହ!-->…
Read More...
Read More...
ଛାତ୍ରୀ ତୃଷ୍ଣାରାଣୀଙ୍କ ଘରେ ପହଞ୍ଚିଲା ବୌଦ୍ଧ ବିଜୁ ଛାତ୍ର ଜନତା ଦଳ
ବୌଦ୍ଧ, ୪/୭- ବୌଦ୍ଧବ୍ଲକ ଅଁଳାପାଲି ପଞ୍ଚାୟତ ବାଦିକଟା ଗ୍ରାମର ସୁବାଷ ମହାକୁଳଙ୍କ ଝିଅ ତ୍ୃଷ୍ଣାରାଣୀ ଜଣେ ମେଧାବୀ ଛାତ୍ରୀ । କିଛିବର୍ଷ ହେଲା ତାଙ୍କର ଶ୍ରବଣ ଶକ୍ତି, ଦୃଷ୍ଟି ଶକ୍ତି ଧୀରେଧୀରେ କମିଯାଉଛି । ବିଜେଡି ଜିଲ୍ଲା ଉପସଭାପତି ତଥା ସମାଜସେବୀ ତୋଫାନ ପରିଡା ଏ ବିଷୟରେ!-->…
Read More...
Read More...
ଏମ୍ସରେ ଭର୍ତ୍ତି ହେଲେ ବିଷ୍ଣୁ ସେଠୀ
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ତେବେ ତାଙ୍କୁ ବର୍ତ୍ତମାନ ପ୍ରାଇଭେଟ କେବିନରେ ରଖାଯାଇଛି । ସ୍ୱତନ୍ତ୍ର କମିଟି ଗଠନ କରି ତାଙ୍କର ଚିକିତ୍ସା କରାଯିବ । ବର୍ତ୍ତମାନ ତାଙ୍କର ଅବସ୍ଥା ଭଲ ଅଛି ବୋଲି!-->…
Read More...
Read More...
ନୂଆଗାଁ ବ୍ଲକରେ ପାଳିତ ହେଲା ୭୨ତମ ବନ ମହୋତ୍ସବ
ଦଶପଲ୍ଲା : ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ୭୨ ତମ ବନ ମହୋତ୍ସବ ନୟାଗଡ଼ ଜିଲ୍ଲା , ନୂଆଗାଁ ବ୍ଳକ ମାଳିସାହି ପଞ୍ଚାୟତର ଖେଡପଡା ରଗଡ଼ି ମଡ଼ା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ନୂଆଗାଁ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଯୋଗ ଦେଇ ଆନୁଷ୍ଠାନିକ ଭାବେ!-->…
Read More...
Read More...
ଆସନ୍ତାକାଲିଠୁ ବ୍ରହ୍ମପୁରରେ ଦିଆଯିବା କୋଭାକ୍ସିନ ଟିକା
ବ୍ରହ୍ମପୁର : ଆସନ୍ତାକାଲିଠାରୁ ଭୁବନେଶ୍ୱର ପରେ ବ୍ରହ୍ମପୁରରେ ଦିଆଯିବ କୋଭାକ୍ସିନ ଟିକା । ଏଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି୧ଲକ୍ଷ ୪୦ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଏହି ଟିକା ୧୮ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଦିଆଯିବ । ଯେଉଁମାନେ ପ୍ରଥମ ଡୋଜ ଟିକା ନେଇ!-->…
Read More...
Read More...
ଖୁସି ଖବର : ୨୦୨୨ରୁ ପୁରୀରୁ ବିମାନ ଉଡ଼ିବ !
ଭୁବନେଶ୍ୱର: ବିମାନ ଉଡ଼ାଣ ନେଇ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୦୨୨ରୁ ପୁରୀରୁ ବିମାନ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ସବୁ ଠିକଠାକ ଚାଲିଲେ ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ । ପୁରୀରେ ବିମାନବନ୍ଦର!-->…
Read More...
Read More...
ବଂଶଧାରା ଟ୍ରିବ୍ୟୁନାଲ ରାୟ ଓଡିଶା ବିପକ୍ଷରେ ଯିବା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲା ରାଜ୍ୟ ବିଜେପି ଉଚ୍ଚସ୍ତରୀୟ…
ବଂଶଧାରା ଟ୍ରିବ୍ୟୁନାଲ ରାୟ ଓଡିଶା ବିପକ୍ଷରେ ଯିବା ପରେ ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲା ରାଜ୍ୟ ବିଜେପି ଉଚ୍ଚସ୍ତରୀୟ କମିଟି ।
Read More...
Read More...
ସମ୍ବାଦ ସାହିତ୍ୟ ଘରର ବୃକ୍ଷରୋପଣ କାର୍ଯ୍ୟକ୍ରମ
ଦଶପଲ୍ଲା : ଦଶପଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସମ୍ବାଦ ସାହିତ୍ୟ ଘର ତରଫରୁ କୃଷ୍ଣପ୍ରୀୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କୃଷ୍ଣପ୍ରୀୟାଦେବୀ ଜୁନିୟର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପୂର୍ଣ୍ଣମାସୀ ଦେବୀ,!-->…
Read More...
Read More...