Browsing Category

ରାଜ୍ୟ

ଫୋନ କରିବା ବାହାନାରେ ଚୋର ମୋବାଇଲ ଲୁଟି ନେବା ଅଭିଯୋଗ

ସମ୍ବଲପୁର, ୪/୭-ଏକ ବିଜୁଳି ମୋଟର ମରାମତି ଦୋକାନରୁ ଜଣେ ଅଭିନବ ଉପାୟରେ ଦୋକାନୀଙ୍କ ମୋବାଇଲ ଫୋନ ଲୁଟି ନେବା ନେଇ ସ୍ଥାନୀୟ ଧନୁପାଲି ଥାନାରେ ସେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ଗୋବିନ୍ଦତୋଲା ଅଞ୍ଚଳ ରେ ଏମ ଜେ ଖାଁଙ୍କ ଏକ ବିଜୁଳି ମୋଟର ମରାମତି ୋକାନ ରହିଛି ।
Read More...

ବିଳମ୍ବିତ ଫ୍ଲାଇଓଭର ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ କରାଇବା ପାଇଁ ପୂର୍ତ୍ତବିଭାଗକୁ ତାଗିଦ୍‌

ସମ୍ବଲପୁର, ୪/୭- ଐତିହାସିକ ନଗର ସମ୍ବଲପୁର ମଝାମଝି ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ଦୀର୍ଘ ସମୟଧରି ଅଧାପନ୍ତରିଆ ହୋଇ ପଡ଼ିଛି ଓ ଏଥିପାଇଁ ଜନସାଧାରଣଙ୍କୁ ନାନାଦି ଅସୁବିଧା ଭୋଗିବାକୁ ପଡୁଛି । ଏହି ନିର୍ମାଣ କାର୍ଯ୍ୟପାଇଁ ବିଶ୍ୱବ୍ୟାଙ୍କ ପାଣ୍ଠି ଯୋଗାଇ ଦେଇଛି ଓ ରାଜ୍ୟ ସରକାରଙ୍କ ପକ୍ଷରୁ
Read More...

ଆସନ୍ତାକାଲି ବସଷ୍ଟାଣ୍ଡ ପରିସରରୁ ପରିବାବଜାର ଉଠାଯିବ

ସମ୍ବଲପୁର, ୪/୭- ବର୍ତ୍ତମାନ ନଗର ମଧ୍ୟରେ ଅବସ୍ଥିତ ରାଜ୍ୟ ପରିବହନ ନିଗମ ବସଷ୍ଟାଣ୍ଡରେ ଦୈନିକ ପନିପରିବା ବଜାର ବସୁଛି କାରଣ ସଟଡାଉନ ପାଇଁ ବସ ଚଳାଚଳ ବନ୍ଦ ରଖାଯାଇଥିଲା । କିନ୍ତୁ ଗତ ୧ ଜୁଲାଇରୁ ସଟଡାଉନ ନିୟମରେ ଘୋଷିତ କୋହଳ ଅନୁସାରେ ଜିଲ୍ଲା ଓ ଆନ୍ତର୍ଜିଲାସ୍ତରରେ ବସ ଚଳାଚଳ କରାଯିବ
Read More...

ଭୂମିସୁତାଙ୍କ ପାଇଁ ଆବାସ ଯୋଜନା ସାତସପନ

ବୀରମହାରାଜପୁର : ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ? ସରକାରଙ୍କ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ଖଣ୍ଡିଏ ନ ପାଇ ଦୁର୍ଦ୍ଦିନ ଅବସ୍ଥାରେ ଜୀବନ ବିତାଉଛନ୍ତି । ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗ୍ରାମପଞ୍ଚାୟତର ବିକଲପୁର ଗ୍ରାମର ଭୂମିସୁତା ନାଏକ (୭୪) ଅତି ଦୟନୀୟ
Read More...

ପୁଣି ୪୨ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୮୭୦

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ
Read More...

ବୌଦ୍ଧ ମିଲର୍ସ ସଂଘର କର୍ମକର୍ତ୍ତା ଚୟନ ଓ କାର୍ଯ୍ୟାଳୟ ଉଦଘାଟିତ

ବୌଦ୍ଧ,୩/୭- ବୌଦ୍ଧଜିଲ୍ଲା ମିଲର୍ସ ଆସୋସିଏସନ ଦ୍ୱାରା ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟାଳୟ ଜାମ୍ମୁଛକ ଠାରେ ଏକ ନୂତନ କାର୍ଯ୍ୟାଳୟ ଆଜି ମିଲ୍‌ ମାଲିକମାନଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି । ଅନୁଷ୍ଠିତ ସାଧାରଣ ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ
Read More...

ରାୟଗଡ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ସାମ୍ବାଦିିକଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାୟଗଡ/୩/୭- ରାୟଗଡ ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଆଜି ତାଙ୍କ ବାସଭବନ ପରିସରରେ ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି । ଶ୍ରୀ ପଣ୍ଡାଙ୍କୁ ରାଜସ୍ୱ ପରିଷଦର ଅତିରିକ୍ତ ସଚିବ ଭାବେ ପଦୋନ୍ନତି ମିଳିବା ପରେ
Read More...

ଓଡ଼ିଶା ଡ୍ରାଇଭର ମହାସଂଘ ବୌଦ୍ଧ ଶାଖାର ସାଙ୍ଗଠାନିକ ବୈଠକ

ବୌଦ୍ଧ/ଜହ୍ନାପଙ୍କ,୩/୭- ବୌଦ୍ଧବ୍ଳକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ଦୁଇ ଟାଙ୍ଗରଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ବୌଦ୍ଧଶାଖା ପକ୍ଷରୁ ଏକ ସାଙ୍ଗଠାନିକ ବୈଠକ ଡ୍ରାଇଭର ମହାସଂଘର ସଭାପତି ଶେଷଦେବ ମହାକୁଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବରିଷ୍ଠ
Read More...