Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାମାଜିକ ବିକାଶ ଦିଗରେ ହାତ ବଢାଉଛି ଅସୀମା ମହାନନ୍ଦ ଚେରିଟେବୁଲ ଟ୍ରଷ୍ଟ
ଭୁବନେଶ୍ୱର,୩/୭:- ବରିଷ୍ଠ କଂଗ୍ରେସ ନେତ୍ରୀ ସ୍ୱର୍ଗତା ଅସୀମା ମହାନନ୍ଦଙ୍କ ନାମରେ ପ୍ରତିଷ୍ଠିତ ହୋଇଥିବା ଅସୀମା ମହାନନ୍ଦ ଚେରିଟେବୁଲ ଟ୍ରଷ୍ଟ ଓଡିଶାର ସାମାଜିକ ବିକାଶ ଦିଗରେ କାର୍ଯ୍ୟ କରୁଛି । କୋଭିଡ ମହାମାରୀ ସମୟରେ ଟ୍ରଷ୍ଟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗରିବଙ୍କୁ ସହାୟତା ଯୋଗାଇ!-->…
Read More...
Read More...
ଶିଶୁଙ୍କ ଖାଦ୍ୟରେ ବି ଘୋଟାଲା, ଫିମ୍ପିମରା ବାଦାମଲଡୁ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ
ଦଶପଲ୍ଲା,୩/୭:- ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଜାରିରହିଥିବାବେଳେ , ଦଶପଲ୍ଲା ବ୍ଲକରେ , ମହାମାରୀ କରୋନାକୁ ନେଇ ସରକାର ଲୋକମାନଙ୍କୁ ସଚେତନ କରିବା ସହ ଘରୁ ନ ବାହାରିବାକୁ ପରାମର୍ଶ ଦେଉଛନ୍ତି । ବିଶେଷ ଭାବେ ଛୋଟ ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ପାଇଁ ସରକାର!-->…
Read More...
Read More...
ତ୍ୱରିତ ବିଚାର ପାଇଁ ଜିଲ୍ଲାସ୍ତରୀୟ ଅଦାଲତ କାମ ଆରମ୍ଭକଲା
ସମ୍ବଲପୁର, ୩/୭- ଶିଶୁମାନଙ୍କ ଉପରେ ଯୌନ ଉତ୍ପୀଡନ ମାମଲାର ବିଚାରପାଇଁ ଜିଲ୍ଲାସ୍ତରରେ ପ୍ରାୟ ଚାରି ବର୍ଷ ହେଲା ପୋକସୋ ଅଦାଲତ କାର୍ଯ୍ୟକାରୀ ହେଉଛି । ଏଥର ଉକ୍ତ ଅଦାଲତରେ ତ୍ୱରିତ ବିଚାର ପାଇଁ ସମଗ୍ର ରାଜ୍ୟରେ ସମ୍ବଲପୁର ଓ କଳାହାଣ୍ଡି ସହିତ ପାଞ୍ଚଟି ଜିଲ୍ଲାରେ ଫାଷ୍ଟ ଟ୍ରାକ କୋର୍ଟ ଗଠନ!-->…
Read More...
Read More...
୫ଟ୍ରାକ୍ଟର ସହ ମିନି ଟ୍ରକ୍ ଜବତ, ୮୩ ହଜାର ଜରିମାନା ଆଦାୟ
ଚଣ୍ଡିଖୋଲ : ଦର୍ପଣ ତହସିଲ ଅଧୀନ ବାଲିକୁଦା ମାଣ୍ଡୁକା ଧଉଳୀପଡ଼ା ଅଞ୍ଚଳରେ ଲଗାତର ଚଢାଉ କରି ତହସିଲଦାର ପ୍ରଦୀପ କୁମାର ସେଠୀ ତିନି ଟ୍ରାକଟର ଜବତ କରି ଜରିମାନା ଆଦାୟ କରିଛନ୍ତି । ସେହିପରି ଶକୁନନ୍ତରାପୁର ଚଣ୍ଡିଖୋଲ ଜାତୀୟ ରାଜପଥରେ ଦୁଇ ଚିପ୍ସ ବୋଝେଇ ଟ୍ରାକ୍ଟର ସହ ମିନି ଟ୍ରକକୁ ଜବତ!-->…
Read More...
Read More...
ବୌଦ୍ଧ ସହରରେ ବୁଲୁଛି ଓଟ
ବୌଦ୍ଧ : ବୌଦ୍ଧ ସହରରେ ଗତ କିଛି ଦିନ ହେବ ଏକ ଓଟ ବୁଲୁଥିବା ଦେଖିବାକୁ ମିଳୁଛି । ଓଟଟିକୁ ତା ମାଲିକ ଛାଡି ଦେଇଥିବା ଅନୁମାନ କରାଯାଉଛି । ଓଟ ଖାଦ୍ୟ ପାଇଁ ଏଣେତେଣେ ପ୍ରବେଶ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏଣୁ ବୌଦ୍ଧ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଓଟକୁ ଉଦ୍ଧାର କରି ଏକ!-->…
Read More...
Read More...
୧୨ରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ, ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଜୁଲାଇ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ବର୍ଷା ବଢ଼ିପାରେ । ଆସନ୍ତା ୧୧ କିମ୍ବା ୧୨ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ଲଘୁଚାପ ହେଲେ ଓଡ଼ିଶାରେ ଭଲ ବର୍ଷା କରାଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର!-->…
Read More...
Read More...
ରାଜ୍ୟରେ ପୁଣି ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଚିହ୍ନଟ ହେଲେ ୨୯୧୭ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ମୃତ ବାର୍ହା ସହ ବାଇକ ଜବତ, ୨ ଗିରଫ
ଦଶପଲ୍ଲା,୩/୭ :- ଗୁରୁବାର ବିଳମ୍ବିତ ରାତିରେ ଦଶପଲ୍ଲା ବନବିଭାଗ କର୍ମଚାରୀ ମାନେ ଚଢ଼ାଉ କରି ବାଇକ ସହିତ ଏକ ମୃତ ବାର୍ହା ଜବତ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଟାଙ୍ଗିସାହି ଗ୍ରାମର ଭାଗିରଥି ଯାନୀ ଓ ତ୍ରିଲୋଚନ ଯାନୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ!-->!-->!-->…
Read More...
Read More...
ଗୁଣପୁର ବନଖଣ୍ଡ ଦ୍ବାରା ରୋବାଡି ଗ୍ରାମରେ ୭୨ତମ ବନମହୋତ୍ସବ ପାଳିତ
ରାୟଗଡ/୨/୭/୨୧: ରାୟଗଡ ଜିଲ୍ଳା ରାମନାଗୁଡା ବ୍ଳକ ଅନ୍ତର୍ଗତ ରୋବାଡି ଗ୍ରାମ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥିମକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁଣପୁର ବନଖଣ୍ଡ ଦ୍ୱାରା ୭୨ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ!-->…
Read More...
Read More...