Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଧୁନିକୀକରଣ ହେଲା ପୁରୀ ରାଜଭବନ
ପୁରୀ,୧/୭- ପୁରୀରେ ଥିବା ରାଜଭବନର ଆଧୁନିକୀକରଣ କରାଯାଇଛି । ମହାମାନ୍ୟ ରାଜ୍ୟପାଳ ଗଣେଶୀଲାଲ ଏହାର ଉଦଘାଟନ କରିଛନ୍ତି ।
ରାଜ୍ୟପାଳଙ୍କ ଧର୍ମପତ୍ନୀ ଦିବଙ୍ଗତ ସୁଶୀଳା ଦେବୀଙ୍କ ସ୍ମୃତିରେ ରାଜଭବନ ପରିସରରେ ଶିଲା ଉପବନ ମଧ୍ୟ ଏହି ଅବସରରେ ରାଜ୍ୟପାଳଙ୍କ ଦ୍ୱାରା!-->!-->!-->!-->!-->!-->!-->!-->!-->…
Read More...
Read More...
ବୌଦ୍ଧବ୍ଲକ ପ୍ରାଥମିକ ଶିକ୍ଷକମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ବୌଦ୍ଧ,୧/୭- ଆଜି ବୌଦ୍ଧବ୍ଲକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ତରଫରୁ କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ଲକ୍ଷ୮୫ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ବୌଦ୍ଧ ଷ୍ଟେଟବ୍ୟାଙ୍କ ଜରିଆରେ!-->…
Read More...
Read More...
ଜୁଲାଇ ୩୦ ରୁ ମାଟ୍ରିକ ଅଫଲାଇନ ପରୀକ୍ଷା
ଭୁବନେଶ୍ୱର,୧/୭- ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ୩୦ ତାରିଖରୁ ମାଟ୍ରିକ ଅଫ୍ ଲାଇନ ପରୀକ୍ଷା ପାଇଁ ନିଷତ୍ତି ନେଇଛନ୍ତି । ଏ ସଂପର୍କିତ ବିଜ୍ଞପ୍ତି ବୋର୍ଡ ପକ୍ଷରୁ ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ!-->…
Read More...
Read More...
ବୌଦ୍ଧ ଷ୍ଟେଟବ୍ୟାଙ୍କ ତରଫରୁ ଡାକ୍ତରଙ୍କୁ ଦିଆଗଲା ସମ୍ବର୍ଦ୍ଧନା
ବୌଦ୍ଧ,୧/୭- ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ବୌଦ୍ଧ ମୁଖ୍ୟ ଶାଖା ତରଫରୁ ୬୬ ତମ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଜି ଡକ୍ଟର ଦିବସ ଅବସରରେ ବ୍ୟାଙ୍କ ତରଫରୁ ମୁଖ୍ୟଶାଖା ଠାରେ କରୋନା ଯୋଦ୍ଧା ସମ୍ମାନରେ ବୌଦ୍ଧର ୨ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଷ୍ଟେଟ ବ୍ୟାଙ୍କ!-->…
Read More...
Read More...
ବୌଦ୍ଧ ଷ୍ଟେଟବ୍ୟାଙ୍କ ତରଫରୁ ଡାକ୍ତରଙ୍କୁ ଦିଆଗଲା ସମ୍ବର୍ଦ୍ଧନା
ବୌଦ୍ଧ,୧/୭- ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ବୌଦ୍ଧ ମୁଖ୍ୟ ଶାଖା ତରଫରୁ ୬୬ ତମ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଜି ଡକ୍ଟର ଦିବସ ଅବସରରେ ବ୍ୟାଙ୍କ ତରଫରୁ ମୁଖ୍ୟଶାଖା ଠାରେ କରୋନା ଯୋଦ୍ଧା ସମ୍ମାନରେ ବୌଦ୍ଧର ୨ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଷ୍ଟେଟ ବ୍ୟାଙ୍କ!-->…
Read More...
Read More...
ଦମାମୁଣ୍ଡା ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ, ଆହତଙ୍କୁ ସହାୟତାକଲା ବ୍ଲକ ପ୍ରଶାସନ
କଣ୍ଟମାଳ,୧/୭- ଆଜି ଅପରାହ୍ନରେ କଣ୍ଟମାଳ-ମନମୁଣ୍ଡା ରାସ୍ତାର ଦମାମୁଣ୍ଡା ବୁଲାଣି ଛକରେ ଏକ କାର ନଂ( ଓଆର ୦୨ଏୱାଇ୨୨୩୫ )ଦୁର୍ଘଟଣାଗ୍ରସ୍ତ ହେବାରୁ କାରରେ ବସିଥିବା ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିବା ଜଣାପଡିଛି । ଏହି ସମୟରେ କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆ ସେହି ରାସ୍ତାରେ!-->…
Read More...
Read More...
ବୌଦ୍ଧ ଜିଲ୍ଲା ଯୁବ ରେଡ଼କ୍ରସ ତରଫରୁ କରୋନା କିଟ୍ ବଣ୍ଟନ
ହରଭଙ୍ଗା,୧/୭- ବୌଦ୍ଧ ଜିଲ୍ଲା ଯୁବ ରେଡ଼କ୍ରସ ତରଫରୁ ଆଜି ହରଭଙ୍ଗା ବ୍ଲକର ଆଡେଣିଗଡ, କୁଶଙ୍ଗ, ତିଲେଶ୍ୱର, ପୁରୁଣାକଟକ, ଲୁଣିବାହାଲ ଆଦି ପଞ୍ଚାୟତ ଗୁଡିକରେ ଥିବା ଅସହାୟ ନିରାଶ୍ରିତ ବୃଦ୍ଧବୃଦ୍ଧା ଓ ବିଧବା ମିହିଳା ମାନଙ୍କୁ କରୋନା କିଟ୍ ବଣ୍ଟନ କରାଯାଇଥିଲା । ଜିଲ୍ଲା ଯୁବ ରେଡ଼କ୍ରସ!-->…
Read More...
Read More...
ପାନୀୟଜଳ ସମସ୍ୟା ନେଇ ବ୍ଳକ ଆଗରେ ଧାରଣାଦେଲେ କୁଦୋଭଟା ଗ୍ରାମର ମହିଳା
ପାଟଣାଗଡ,୧/୭- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ ପଦ୍ମପୁର କୁଦୋଭଟା ଗାଁ ରେ ପାନୀୟଜଳ ପାଇଁ ନାହିଁନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ ହେଉଛି । ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନିରବ । ଶେଷରେ ଗ୍ରାମର ମହିଳାମାନେ ବ୍ଳକ ସମ୍ମୁଖରେ ଧାରଣା ଦେଇଛନ୍ତି!-->…
Read More...
Read More...
ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବଦାନ୍ୟତା , ଅଗ୍ନିବିପନ୍ନଙ୍କୁ ପ୍ରଦାନ କଲେ ସହାୟତା
ଦଶପଲ୍ଲା ,୧/୭:- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍, ଭୋଗବାଡି ଗ୍ରାମ ପଂଚାୟତ ଅନ୍ତର୍ଗତ, ପିପଲପଦର ହରିଜନ ସାହିରେ ଗତକାଲି ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୬ ଗୋଟି ଗରିବ ହରିଜନ ପରିବାରର ୬ ବଖରା ଘର ପୋଡିଯିବା ସଙ୍ଗେସଙ୍ଗେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାଜସରଂଜାମ ଓ!-->…
Read More...
Read More...
ପ୍ରଧାନ ଶିକ୍ଷକ ସୁନୀଲ କୁମାର ପରିଡାଙ୍କ ଅବସର ଗ୍ରହଣ
ବୌଦ୍ଧ,୧/୭ – ବୌଦ୍ଧ ଏନଏସି ଅନ୍ତର୍ଗତ ରାଜନପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ପରିଡା ଗତକାଲି ଅବସର ଗ୍ରହଣ କରିଛନ୍ତି । ଅବସର ଗ୍ରହଣ ଅବସରରେ ବୌଦ୍ଧ ବିଇଓ ଧ୍ରୁବଚରଣ ଘିବେଲାଙ୍କ ଠାରୁ ତାଙ୍କର ପ୍ରୋଭିଜନାଲ ପେନସନ ଅର୍ଡର ପାଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ!-->…
Read More...
Read More...