Browsing Category

ରାଜ୍ୟ

ବୌଦ୍ଧ: ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ

ବୌଦ୍ଧ/ଜହ୍ନାପଙ୍କ,୧/୭ -ବୌଦ୍ଧବ୍ଳକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଜି ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ କରାଯାଇଛି । ଏହି ପୋଷକ ବଣ୍ଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଲକ୍ଷ୍ମୀପ୍ରସାଦ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର
Read More...

ବୌଦ୍ଧ: ଜିଲ୍ଲାରୁ ୩୫ ସଂକ୍ରମିତ ଚିହ୍ନଟ, ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତରୁ ସର୍ବାଧିକ ୧୭ ଚିହ୍ନଟ

ବୌଦ୍ଧ,୧/୭- ଆଜି ଜିଲ୍ଲାରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ଜଣେ, ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ
Read More...

ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର,୧/୭- ଜିଲ୍ଲାରେ ରବି ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କିଷାନ କଂଗ୍ରେସ । ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ କୁମାର ମିଶ୍ରଙ୍କ ନେତୃତ୍ୱରେ ଜୁଲାଇ ୧୫ଯାଏ ମଣ୍ଡି ଅବଧି ବୃଦ୍ଧି, ଲେପସ ଟୋକନକୁ ସଚଳ କରି ଧାନ
Read More...

ମଣ୍ଡି ସମସ୍ୟା ନେଇ ବିଜେପିର ଦୁଇ ଘଣ୍ଟିଆ ରାସ୍ତା ଅବରୋଧ

ବୌଦ୍ଧ/ବାଉଁଶୁଣୀ,୧/୭- ମଣ୍ଡି ସମସ୍ୟା ନେଇ ବୌଦ୍ଧଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ମନମୁଣ୍ଡା ଗାନ୍ଧୀ ଛକରେ ୫୭ ନମ୍ବର ଜାତୀୟ ରାଜପଥରେ ଦୁଇ ଘଣ୍ଟିଆ ରାସ୍ତା ଅବରୋଧ କରିଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଜୁନ ମାସ ଶେଷ ହୋଇ ଜୁଲାଇ ଆରମ୍ଭହେଲା ହେଲେ ରବି ଧାନ
Read More...

ମୃତ ଚିତାବାଘର ହେଲା ପୋଷ୍ଟ ମର୍ଟମ୍‌

ଦଶପଲ୍ଲା : ଗତକାଲି ରାତି ୯ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ, ବାଣିଗୋଛା ବନ୍ୟପ୍ରାଣୀ ବନାଞ୍ଚ଼ଳ( ପଶ୍ଚିମ), ୫୭ ନଂ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲର, ମଧ୍ୟସ୍ଥଳ ଓସ୍ତବାଙ୍କଠାରେ, ଅଜଣା ଗାଡି ଧକ୍କାରେ
Read More...

ଜଳିଗଲା ୫ ପରିବାରର ୫ ବଖରା ଘର

ଦଶପଲ୍ଲା : ବୁଧବାର ମଧ୍ୟାହ୍ନ ସମୟରେ ଦଶପଲ୍ଲା ବ୍ଲକ ଭୋଗବାଡ଼ୀ ପଞ୍ଚ଼ାୟତ ପିପଳପଦର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଟି ଦଳିତ ପରିବାରର ୫ ବଖରା ଘର ପୋଡି ପାଉଁଶ ହୋ ଯାଇଛି । ପ୍ରଥମେ ସେହିଗ୍ରାମର୍‌ ଅଭିମନ୍ୟୁ ନାଏକଙ୍କ ଘରୁ ବିଦ୍ୟୁତ ସଟସର୍କିଟ ହୋଇ ତାଙ୍କ ଘରେ ନିଆଁ ଲାଗି ଘର ପୋଡି
Read More...

ବେଆଇନ ମାଙ୍କଡା ପଥର ବୋଝେଇ ଗାଡିକୁ ଧରିଲା ପୁଲିସ

ଚଣ୍ଡିଖୋଲ : ଦୀର୍ଘ ଦିନ ହେବ ବେଆଇନ ଲଘୁଖଣିଜ ପରିବହନ ଲୁଟେରାଙ୍କ ଉପରେ ଏବେ ପ୍ରଶାସନର କଡା ନଜର ରହିଛି । ନୂତନ ଭାବେ ଯୋଗ ଦେବା ପରେ ଦର୍ପଣ ତହସିଲଦାରଙ୍କ ଟିମ ଅଳ୍ପ କିଛି ଦିନ ମଧ୍ୟରେ ଅନେକ ବେଆଇନ ଲଘୁଖଣିଜ ଲୁଟେରାଙ୍କ ଗାଡି ଧରି ଲକ୍ଷାଧିକ ଟଙ୍କା ଜରିମାନା ଅସୁଲ କରିଛନ୍ତି । ବଡଚଣା
Read More...