Browsing Category

ରାଜ୍ୟ

ବାଲିଗୁଡା: ଗଞ୍ଜେଇ ସହ ଅଟୋ ଜବତ, ଅଭିଯୁକ୍ତ ଫେରାର

ବାଲିଗୁଡା,୧୮/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏସଆଇ ଶାନ୍ତନୁ ପ୍ରଧାନ ଓ ଏକ ଟିମ୍‌ସହ ପାଟ୍ରୋଲିଂ କରୁଥିବା ସମୟରେ ମେଲସିକିଆ ପଟୁ ଆସୁଥିବା ଏକ ବାଜାଜ ଅଟୋ ନଂ. ଓଡି -୧୨-ଏ- ୬୫୩୦ କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୩୫ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ…
Read More...

ଚାଲିଛି ମାଉସୀମା’ଙ୍କ ପୋଡପିଠା ପ୍ରସ୍ତୁତି

ପୁରୀ,୧୮/୭- ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା'ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । ବାହୁଡା ଯାତ୍ରା ଅବସରରେ ମାଉସୀ ମା'ଙ୍କ ପୂଜକ ବିଶ୍ୱନାଥ ମିଶ୍ର ନିଜ ଘରେ ଏହି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୋଡ଼ପିଠା ପ୍ରସ୍ତୁତି…
Read More...

ଆବାସ ଯୋଜନାରେ ଆଞ୍ଚଳିକ ବୈଷମ୍ୟ ପ୍ରତିବାଦରେ କୋଶଲ ଯୁବ ସମନ୍ୱୟ ସମିତି କରିବ ପଦଯାତ୍ରା

ବଲାଙ୍ଗୀର,୧୮/୦୭(ହୀ.ପ୍ର)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଶଳାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଉପେକ୍ଷା ଓ ଆଞ୍ଚଳିକ ବୈଷମ୍ୟ ଆଚରଣ ବିରୁଦ୍ଧରେ କୋଶଲ ଯୁବ ସମନ୍ୱୟ ସମିତି ପଦଯାତ୍ରା କରି ଦୃଢ ପ୍ରତିବାଦ କରିବ । ଯାଦବ ଭବନ ଠାରେ ସାମ୍ବାଦିକ ସମ୍ମିଳନୀରେ କେୱାଇସିସି କାର୍ଯ୍ୟକାରୀ…
Read More...

ଓଡିଶା ଜୀବିକା ମିଶନରେ ଅନିୟମିତତା ନେଇ ଅଭିଯୋଗ

ସମ୍ବଲପୁର, ୧୮/୭- ସମ୍ବଲପୁର ଜିଲ୍ଳା ଧନକଉଡା ବ୍ଳକ ଶାସନ ପଂଚାୟତରେ ଘଟିତ ଏକ ଅଭାବନୀୟ ଘଟଣା ଅନୁସାରେ ଓଡ଼ିଶା ଜୀବିକା ମିଶନରେ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପ୍ରାପ୍ତ ଏହି ଅଭିଯୋଗ ଅନୁଯାୟୀ ପଞ୍ଚାୟତସ୍ତରୀୟ ବିଭିନ୍ନ ପଦପଦବୀ ପାଇଁ ଚୟନ ପ୍ରକ୍ରିୟାରେ ଉଚିତ ଭାବରେ…
Read More...

ଜିଲ୍ଲାବ୍ୟାପୀ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ ଓ ଆର.ଟି.ପି.ସି.ଆର. ଟେଷ୍ଟ

ଦେବଗଡ଼,୧୮ା୭: ଜିଲ୍ଲାବ୍ୟାପୀ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ ଓ ଆର.ଟି.ପି.ସି.ଆର. ଟେଷ୍ଟ ନିମନ୍ତେ ସ୍ୱାବ୍‌ସଂଗ୍ରହ କାର୍ଯ୍ୟ ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୪ଟି ଟିମ୍‌ ଜିଲ୍ଲାର ବିଭିନ୍ନ ସ୍ଥାନରେ…
Read More...

ଆସନ୍ତାକାଲି ବୌଦ୍ଧଜିଲ୍ଲାରେ ପୁଣି ଆରମ୍ଭ ହେବ ଟିକାକରଣ

ବୌଦ୍ଧ,୧୮/୭- ଆସନ୍ତାକାଲିଠାରୁ ପୁଣି ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେବ କୋଭିଡ ଟିକାକରଣ । ୧୮ ବର୍ଷରୁ ୪୪ ବର୍ଷ ବର୍ଗଙ୍କ ପାଇଁ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୦୦ ଜଣଙ୍କୁ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାଉଁଶୁଣୀ କେନ୍ଦ୍ରରେ ୨୦୦, ମନମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ…
Read More...

ବୌଦ୍ଧଜିଲ୍ଲା: ଆଜି ୧୬ ଆକ୍ରାନ୍ତ ଚିହ୍ନଟ, ୫ ମୃତ

ବୌଦ୍ଧ,୧୮/୭: ଗତକାଲି ଜିଲ୍ଲାରେ ୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ବୃଦ୍ଧିପାଇ ୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ହରଭଙ୍ଗା…
Read More...

ଦକ୍ଷିଣ ମୋଡ ହେଲା ତିନି ରଥ

ପୁରୀ,୧୭/୭- ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଇଛି । ସେପଟେ ଚଳିତବର୍ଷ ଗୁଣ୍ଡିଚା ମନ୍ଦିରରେ…
Read More...

ବଜ୍ରାଘାତରେ ୨ ନାବାଳିକା ଗୁରୁତର

ଯୋଡା,୧୭/୭- ବଜ୍ରାଘାତରେ ୨ ନାବାଳିକା ଗୁରୁତର, ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଆହତ ମାନେ ହେଲେ, ବଡ଼ବିଲ, ଦାମୁ ହଟିଂ ଅଂଚଳର ମିଥୁନ ମହାକୁଡ଼ଙ୍କ ୮ ବର୍ଷର ଝିଅ ତପସ୍ୱିନୀ ମହକୁଡ଼ ଓ ଅମ୍ରିକ ସିଂହଙ୍କ ୯ ବର୍ଷର ଝିଅ ମନୀଷା କୌର ।…
Read More...