Browsing Category

ରାଜ୍ୟ

ରାସ୍ତାରେ ଚାଲୁଛି ଡ୍ରେନପାଣି, ସଫା ହେଉନି ଡ୍ରେନ

ବୌଦ୍ଧ/ ଜହ୍ନାପଙ୍କ,୧୭/୭ - ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ପ୍ରତି ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି।ଗାଁକୁ ସଫା ସୁତୁରା କରିବା ପାଇଁ ପ୍ରତିବର୍ଷ ସମିତିକୁ ୧୦ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଛି। କିନ୍ତୁ ଏହି ଅନୁଦାନ ଅର୍ଥକୁ ବାଟମାରଣା ଯୋଗୁଁ ଗାଁର ରାସ୍ତାଘାଟ,…
Read More...

ଅହେତୁକ ବିଜୁଳି ଦରବୃଦ୍ଧି, ବାରମ୍ବାର ବିଜୁଳି କାଟ ନେଇ ଭାରତୀୟ ଜନତା ପାର୍ଟି ଫିରିଙ୍ଗିଆ ବ୍ଲକ ତରଫରୁ ଦାବୀପତ୍ର…

ଫୁଲବାଣୀ,୧୭/୭-କରୋନା ମହାମାରୀ ସମୟରେ ସର୍ବସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଏ ନେଇ ଆଜି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ତରଫରୁ…
Read More...

ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ : ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାକୁ ୨ ଥାକିଆ…

ଭୁବନେଶ୍ୱର,୧୭/୭ : ମହାମାରୀ କୋଭିଡ ମଧ୍ୟରେ ରାଜ୍ୟ ସରକାର ବିକାଶକୁ ପ୍ରାଥମିକତା ଦେଇଆସୁଛନ୍ତି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଯୋଗେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୋଟ ୧୫ଟି ପ୍ରସ୍ତାବକୁ…
Read More...

ଉନ୍ମୋଚନ ହେଲା “ଦୁଃଖ ସହିବାକୁ ଆଉ ନାହିଁ ସାହାସ’ ଭଜନ ଭିଡିଓ ସଙ୍ଗୀତ

ବ୍ରହ୍ମପୁର,୧୭/୭ : କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଭାବପୂର୍ଣ୍ଣ ଭଜନ ଭିଡିଓ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ରବୀନ କ୍ରିଏସନ୍ସ୍‌ । ଏକ ସୁନ୍ଦର କାହାଣୀ ପରିକଳ୍ପନା ସହ ଏକ ପାରମ୍ପରିକ ଚିରାଚରିତ କାହାଣୀଠାରୁ ଏକ ଭିନ୍ନ ସ୍ୱାଦର ସଂପୂର୍ଣ୍ଣ…
Read More...

ପୁଅ ଝିଅଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ପାଇଁ ଉଦ୍ୟମ

ଘୁ.ଉଦୟଗିରି,୧୭/୭: କନ୍ଧମାଳ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଅଲିମାହା ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜନ୍ମକଲା ମା ହତ୍ୟାକଲା ଦୁଇ ପୁଅ ଝିଅକୁ । ପୁଅ ଝିଅକୁ ଡାକି ନେଇ ରାଇକିଆ ନିକଟସ୍ଥ ଅଲିମାହା ଅଞ୍ଚଳର ଏକ କୂଅରେ ଠେଲି ଦେଇଥିଲା ମା ଭାଗ୍ୟଲକ୍ଷ୍ମୀ । ସୂଚନା ଅନୁସାରେ…
Read More...

ରାଜ୍ୟରେ ସ୍କୁଲ ଖୋଲିବ ଜୁଲାଇ ୨୬ରୁ

ଭୁବନେଶ୍ୱର,୧୭/୭- ରାଜ୍ୟରେ ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ ମାଟ୍ରିକ ପରୀକ୍ଷା ହେବ । ଜିଲ୍ଲା ଏବଂ ବ୍ଲକ୍‌ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ରହିବ । ଛାତ୍ରଛାତ୍ରୀମାନଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ ହେବ ଏବଂ ସେମାନଙ୍କ ଥର୍ମାଲ୍‌ ସ୍କାନିଂ…
Read More...

ହୀରାକୁଦ ଜଳଭଣ୍ଡାର: ୭ଦିନରେ ଜଳସ୍ତର ୩ଫୁଟ ତଳକୁ ଖସିଲା

ସମ୍ବଲପୁର,୧୭/୭- ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବିଗତ ୭ ଦିନରେ ୩ଫୁଟରୁ ଅଧିକ ତଳକୁ ଖସିବାପରେ ଆଜି ସବୁ ଗେଟ୍‌ ବନ୍ଦକରି ଜଳ ନିଷ୍କାସନ ଉପରେ ଲଗାମ କଷାଯାଇଛି । ଏକୂଳରୁ ସେକୂଳକୁ ଆଖି ପାଉନଥିବା ଏହି ଜଳଭଣ୍ଡାର ପ୍ରାୟ ୭୪୪ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଏକ କ୍ଷୁଦ୍ରସାଗର…
Read More...

ବୌଦ୍ଧଜିଲ୍ଲା: ଆଜି ୬ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ବୌଦ୍ଧ,୧୭/୭: ଗତକାଲି ଜିଲ୍ଲାରେ ୧୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି କମିଯାଇ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକ…
Read More...

୫ମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ

ଦଶପଲ୍ଲା,୧୭/୭ :- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -୨୦୨୧ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଥିଲା । ନୟାଗଡ଼…
Read More...