Browsing Category

ରାଜ୍ୟ

ଦୂଷିତ ପାନୀୟଜଳ ଯୋଗାଣ: ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଗିଦ୍‌ କଲେ ଜିଲ୍ଲା ଓକିଲ ସଂଘ

ସମ୍ବଲପୁର, ୧୭/୭- ଭଲ ଭାବେ ବିଶୋଧନ ନ ହୋଇ ପାଇପରେ କାଦୁଅମିଶା ଦୂଷିତ ପାଣି ଆସୁଥିବା ବାରମ୍ବାର ଅଭିଯୋଗ ପରିପ୍ରେକ୍ଷୀରେ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ସ୍ଥାନୀୟ ଫିଲଟରେଶନ ପ୍ଲାଣ୍ଟ ବା ଜଳ ବିଶୋଧନାଗାର ବୁଲି ଦେଖିଲେ ଓ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କୁ…
Read More...

ବେଆଇନ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର, ୧୭/୭(ଶିବ ପ୍ରସାଦ ମେହେର)- ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ବିଦ୍ୟୁତ ଆବଣ୍ଟନ ଦାୟିତ୍ୱ ନେଲାପରେ ଟାଟା ପାୱର ପକ୍ଷରୁ ବେଆଇନ ଉପଭୋକ୍ତାଙ୍କ ଉପରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଉକ୍ତ ବିଦ୍ୟୁତ ଆବଣ୍ଟନ କମ୍ପାନୀର ସ୍ଥାନୀୟ ବୁର୍ଲା ସ୍ଥିତ କର୍ପୋରେଟ…
Read More...

ପୁରୁଣାକଟକ ରେଞ୍ଜ ଅଞ୍ଚଳରୁ ବିପୁଳ ପରିମାଣର ସମ୍ୱର ମାଂସ ଜବତ, ଜଣେ ଗିରଫ

ହରଭଙ୍ଗା,୧୭/୭(ଭାଗବତ ମେହେର)- ବୌଦ୍ଧଜିଲ୍ଲା ପୁରୁଣାକଟକ ରେଞ୍ଜ ପକ୍ଷରୁ ଚଢ଼ାଉକରି ୨୫ କେଜି ସମ୍ବର ମାଂସ ଜବତ କରିବା ସହ ଜଣେ ଗିରଫ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ହେଲେ ଝାରଖମର ଗାଁର ସନ୍ତୋଷ କୁମାର ସାହୁ । ସୂଚନା ଅନୁଯାୟୀ ଭୋରରୁ ଝାରଖମଣ ଗାଁରେ ସନ୍ତୋଷ ନିଜ ଘରେ ସମ୍ବର ମାଂସ…
Read More...

ମୃତ୍ୟୁକୁ ବିତିଲାଣି ୩୦ ମାସ,ହେଲେ ମିଳୁନି ଜୀବନବୀମା ଟଙ୍କା: ଆରପିଏଲଆଇରେ ବୀମାକରି ନିରାଶ

ଘୁ.ଉଦୟଗିରି,୧୭/୭ - କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଛି ପୋଷ୍ଟାଲ ବିଭାଗ।ଏହି ବିଭାଗରେ ସମସ୍ତ କାର୍ଯ୍ୟ ହୁଏ।ଜୀବନବୀମା ମଧ୍ୟ ହୋଇଥାଏ।ଗ୍ରାମାଞ୍ଚଳର ଗରିବ ଲୋକ ସ୍ୱଳ୍ପ ଆୟରେ ନିଜ ନିଜ ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଆର ପି ଏଲ ଆଇ(ରୁରାଲ ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ) କରି ମାସିକ…
Read More...

ଟଙ୍କା ପାଇଁ ତାତିଲେ କଣ୍ଟାମାଳ ଚାଷୀ: ତହସିଲ ବାରଣ୍ଡାରେ ଦେଲେ ଧାରଣା

କଣ୍ଟାମାଳ,୧୬/୭- କୃଷି ଓ କୃଷକଙ୍କ ସ୍ୱାର୍ଥ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ କାର୍ଯ୍ୟ କରୁଥିବା ବିଭିନ୍ନ ଯୋଜନା ନେଇ ଡିଣ୍ଡିମ ପିଟୁଥିବା ବେଳେ ବୀମା କମ୍ପାନୀ ପ୍ରଦାନ କରିଥିବା ବୀମା ରାଶି ଦୀର୍ଘ ୬ ବର୍ଷ ହେଲା ଆସି କଣ୍ଟାମାଳ ସେବା ସମବାୟ ସମିତିରେ ଗଚ୍ଛିତ ରହିଥିଲେ ହେଁ ଚାଷୀଙ୍କୁ…
Read More...

ଦୁଇ ସାଙ୍ଗ କଳି: ସାଙ୍ଗର ଗୋଇଠାରେ ଭାଙ୍ଗିଲା ମେରୁଦଣ୍ଡ

କଣ୍ଟାମାଳ,୧୬/୭- ଦୁଇ ସାଙ୍ଗ ରଞ୍ଜିତ ସେଠୀ (୨୫ ବର୍ଷ) ଓ ନାଗାର୍ଜ୍ଜୁନ ପ୍ରଧାନ (୨୬) ଏକୋଶିଆ ଭୋଜିକୁ ନେଇ ଦୁଇ ସାଙ୍ଗ ମଧ୍ୟରେ କଥା କଟାକଟି ଶେଷକୁ ହାତାହାତି ହେବାର କୁପରିଣତି ଭୋଗିବାକୁ ପଡିଛି ଜଣକୁ । ସାଙ୍ଗ ଗୋଡର ପ୍ରଚଣ୍ଡ ଆଘାତରେ ଭାଙ୍ଗିଗଲା ସାଙ୍ଗର ମେରୁଦଣ୍ଡ । ଗତ ଜୁଲାଇ ୩…
Read More...

ହରଭଙ୍ଗା ଅଞ୍ଚଳରେ ପରିଚିତ ନର୍ସ ବେଲାରାଣୀଙ୍କ ପରଲୋକ

ହରଭଙ୍ଗା,୧୬/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ ସ୍ଥିତ ନିଜ ବାସଭବନରେ ରହୁଥିବା ବେଲାରାଣୀ ବୋଷଙ୍କ (୯୫) ବର୍ଷରେ ପରଲୋକ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ହରଭଙ୍ଗା ଅଞ୍ଚଳରେ ସେ ବେଲାରାଣୀ ନର୍ସ ଭାବେ ପରିଚିତ ଥିବାବେଳେ ସେ ୧୯୬୦ ମସିହାରେ ପ୍ରଥମେ ନର୍ସ ଭାବେ…
Read More...

ଏକ୍ସନ ଏଡ୍‌ ଭୁବନେଶ୍ୱର ତରଫରୁ ୪ଟି ଅକ୍ସିଜେନ କନସେନଟ୍ରେଟର ବୌଦ୍ଧ ପ୍ରଶାସନକୁ ପ୍ରଦାନ

ବୌଦ୍ଧ,୧୬/୭- କୋଭିଡ-୧୯ର ଜରୁରୀକାଳୀନ ଉପକରଣ ହିସାବରେ ଚାରୋଟି ଅକ୍ସିଜେନ କନସେନଟ୍ରେଟର, ଏକ୍ସନ ଏଡ୍‌ ଭୁବନେଶ୍ୱର ତରଫରୁ ଜିଲ୍ଲା ପ୍ରଶାସନକୁ ଆଜି ହସ୍ତାନ୍ତର କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ରହି ଏକ୍ସନ ଏଡ୍‌ର ପ୍ରୋଗ୍ରାମ ମେନେଜର ଘାସିରାମ ପଣ୍ଡାଙ୍କ…
Read More...

ପ୍ରଥମ ପର୍ଯ୍ୟାୟରେ ଆଶୀର୍ବାଦ ଯୋଜନାରେ ୧୩୧୩ଜଣଙ୍କୁ ସହାୟତା ପ୍ରଦାନ

ବଲାଙ୍ଗୀର,୧୬/୭- ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାର ୧୩୧୩ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ଦିଆଯାଇଛି । ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ୧୩୧୩ଜଣଙ୍କୁ ୧୯ଲକ୍ଷ ୮୨ହଜାର ଟଙ୍କା…
Read More...

ଖରଭୁଇଁ ପଥର କ୍ୱାରୀ ଉଚ୍ଛେଦ ପ୍ରସଙ୍ଗ, ଗ୍ରାମବାସୀଙ୍କ ସହ ଆଲୋଚନାକଲା ପ୍ରଶାସନ

ହରଭଙ୍ଗା,୧୬/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖରଭୁଇଁ ଠାରେ ଥିବା ସମସ୍ତ କ୍ରସରକୁ ବନ୍ଦ କରିବା ନେଇ ପୂର୍ବରୁ ମହିଳା ମହାସଂଘ ପକ୍ଷରୁ ଦାବି, ଆନ୍ଦୋଳନ ହୋଇଆସୁଥିବାବେଳେ ଆଜି ଖରଭୂଇଁ ଠାରେ ଗ୍ରାମ୍ୟକମିଟିଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ, ଉପଜିଲ୍ଲାପାଳ ଅଶ୍ୱିନୀ…
Read More...