Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାୟଗଡରେ ଓଡିଶା ବନ୍ଦ ଡାକରାକୁ ରାୟଗଡ ଜିଲ୍ଳା କଂଗ୍ରେସ ଓ ଆପ୍ ଦଳର ସମର୍ଥନ
ରାୟଗଡ,୧୫/୭: ଡିଜେଲ,ପେଟ୍ରୋଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରବୃଦ୍ଧି ବିରୋଧରେ ଆଜି ସକାଳ ୬ଘଂଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି,ଓଡିଶା ରାଜ୍ୟ କାଉନସିଲ,ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କବାଦୀ), ଓଡିଶା ରାଜ୍ୟ କମିଟି, ଅଲ ଇଣ୍ଡିଆ!-->…
Read More...
Read More...
ପଏଁରୀ ଅନୁଷ୍ଠାନକୁ ଡବ୍ଲୁଓ଼ଡିସି ସିଇଓ ଓ ଜିଲ୍ଲାପାଳଙ୍କ ପରିଦର୍ଶନ
ସୁବର୍ଣ୍ଣପୁର,୧୫/୭- ଆଜି ଦିବା ୧ ଘଣ୍ଟା ସମୟରେ ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମ ଚାନ୍ଦ ଚୌଧୁରୀ ଓ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପରିଦର୍ଶନ କରିଥିଲେ । ଅନୁଷ୍ଠାନର!-->…
Read More...
Read More...
ଗୋନାସିକା ପାର୍କରେ ୮ ବର୍ଷ ବାଳକର ମୃତ୍ୟୁ
କେନ୍ଦୁଝର,୧୫/୭ – କେନ୍ଦୁଝର ସହର ଠାରୁ ୮ /୯ କି.ମି ଦୂରତା, ଡ଼ିମ୍ବୋ ପଞ୍ଚାୟତ ଅଧିନ ଗୁହାଳ ଚଟୁଆ ଠାରେ ଥିବା ଗୋନାସିକା ପାର୍କ ଠାରେ ଗତକାଲି ଦିନ ୧୨ଟା ସମୟରେ ସେଠାରେ ଚୌକି ଦାର କାର୍ଯ୍ୟ କରୁଥିବା କ୍ଷେତ୍ର ବାସି ମହାନ୍ତଙ୍କ ଆ୦ ବର୍ଷ (୮) ର ପୁଅ ଶକ୍ତିଧର ମହାନ୍ତ ପାର୍କ ମଧ୍ୟରେ!-->…
Read More...
Read More...
ଫୁଲବାଣୀରେ ଓଡିଶାବନ୍ଦର ଆଂଶିକ ପ୍ରଭାବ
ଫୁଲବାଣୀ,୧୫/୭- ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ସମେତ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ଦରଦାମ ବୃଦ୍ଧି ନେଇ ବାମପନ୍ଥୀଦଳ ପକ୍ଷରୁ ଦିଆ ଯାଇଥିବା ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ବନବାସୀ ସୁରକ୍ଷା ପରିଷଦ ଓ ଚାଷୀ ମୂଲିଆ ସଂଗଠନ ସମର୍ଥନ ଜଣାଇ ଥିଲେ , ହେଲେବି!-->…
Read More...
Read More...
ତୈଳ ଓ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ବାମଦଳ ସମେତ କଂଗ୍ରେସର ବନ୍ଦ ଡାକରା
ଦଶପଲ୍ଲା,୧୫/୭ :- ସାରା ରାଜ୍ୟରେ ଏବେ କରୋନା ମହାମାରୀ ତାର କାୟାବିସ୍ତାର କରି ଚାଲିଥିବାବେଳେ ଓଡ଼ିଶାର ଅର୍ଥନୀତି ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ ,ଡିଜେଲ ,ରନ୍ଧନ ଗ୍ୟାସ୍ର ଦରଦାମ ବୃଦ୍ଧିକୁ ନେଇ ଓଡ଼ିଶା ର ୪ ଟି ବାମଦଳ ପକ୍ଷରୁ ଆଜି ଦଶପଲ୍ଲା!-->…
Read More...
Read More...
ରାୟଗଡ ଜିଲ୍ଳାର ବିକାଶ: ଗର୍ଭଯନ୍ତ୍ରଣା ନେଇ ୨କିଲୋମିଟର ଦୂର ଚାଲିଲେ ଗର୍ଭବତୀ ମହିଳା
ରାୟଗଡ/୧୫/୭: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁକମ୍ପାରେ ପଛୁଆ ଓ ଆକାଂକ୍ଷା ଜିଲ୍ଳା ଭାବେ ପରିଚିତ ଥିବା ରାୟଗଡ ଜିଲ୍ଳାରେ ବିକାଶମୂଳକ କାର୍ଯ୍ୟ କରିବା ନିମନ୍ତେ ଉଭୟ ସରକାରଙ୍କ ବିଭିନ୍ନ ଯୋଜନାରୁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି । ସେହିପରି ଜିଲ୍ଳାରେ ୩ଟି ଅଗ୍ରଣୀ!-->…
Read More...
Read More...
ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚିଲା ବ୍ଲକ ପ୍ରଶାସନ, ବଢ଼ାଇଲେ ସହାୟତାର ହାତ
ଦାରିଙ୍ଗବାଡି ୧୫/୭: ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଉପରସାହିରେ ଗତକାଲି ରାତିରେ ନିଆଁଲାଗି ଗ୍ରାମର ଗୋରେଖ ନାୟକଙ୍କ ଘର ପୋଡ଼ିଯାଇଥିଲା । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଡିଓ ଅଭିମନ୍ୟୁ ବେହେରା ଖବରପାଇବା ପରେ ତୁରନ୍ତ ତିଲୋରୀ ଗ୍ରାମରେ ପହଂଚି ଅଗ୍ନି ବିପନ୍ନ ଗୋରେଖଙ୍କ!-->…
Read More...
Read More...
ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ
ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସଂଗଠନ ର ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ପୁରୀ ବାଇପାସ ରାସ୍ତାରେ ଚାରା ରୋପଣ କରାଯାଇଥିଲା ଏବଂ ନିକଟସ୍ଥ ଗଙ୍ଗୁଆ ବସ୍ତି ଅଞ୍ଚଳରେ କୁନି କୁନି ପିଲାଙ୍କୁ ଖାଦ୍ୟ ପୁଡ଼ିଆ, ମାସ୍କ ଓ ସାନିଟାଇଜର ବଣ୍ଟନ!-->…
Read More...
Read More...