Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ୍ ସହ ଟ୍ରାକ୍ଟରର ମୁହାମୁହିଁ ଧକ୍କା , ବାପା ମୃତ ପୁଅ ଗୁରୁତର
ଫୁଲବାଣୀ,୯/୭- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତିଲକପଡ଼ା ନିକଟରେ ଆଜି ବାଇକ୍ସହ ଟ୍ରାକ୍ଟରର ମୁହାମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ବାପାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ପୁଅକୁ ଅଗ୍ନିଶମ ବିଭାଗ ସହାୟତାରେ ସଦର ମହକୁମା!-->…
Read More...
Read More...
କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ନୂତନ କର୍ମକର୍ତ୍ତା ଚୟନ
ଫୁଲବାଣୀ,୮/୭ - ଆଜି ଏକ ସରକାରୀ ପଞ୍ଜିକୃତ ସାମ୍ବାଦିକ ସଂଘ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶିବାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ଦୁଇବର୍ଷର ଆୟବ୍ୟୟ ଓ!-->…
Read More...
Read More...
ଜଳାଶୟ ପ୍ରକଳ୍ପ ମଞ୍ଜୁର ପାଇଁ ଭିଡିଓ କନଫେରେନସି ମାଧ୍ୟମରେ ପ୍ରସ୍ତାବ
ଗଞ୍ଜାମ,୯/୭ : ପୋଲସରା ଚାଷୀମାନଙ୍କ ପାଇଁ ଏକ ଜଳାଶୟ ପ୍ରକଳ୍ପ ମଞ୍ଜୁର ପାଇଁ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ମାନ୍ୟବର ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଭିଡିଓ କନଫରେନସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଠାରେ ୫!-->…
Read More...
Read More...
ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରି କଟକ ଜିଲ୍ଲା କଂଗ୍ରେସର ସାଇକେଲ ଶୋଭାଯାତ୍ରା
କଟକ,୯/୭- କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଦ୍ୱାରା ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ଫଳରେ ସାଧାରଣତଃ ଗରିବ, ମଧ୍ୟବିତ୍ତ ପରିବାରଙ୍କ ଉପରେ ଆର୍ଥିକବୋଝ ବଢିବଢି ଚାଲିଛି । ପେଟ୍ରୋଲ ୧୦୦ ଟଙ୍କା ଛୁଇଁଲାଣି, ରନ୍ଧନ ଗ୍ୟାସ ୧୦୦୦ ପାଖାପାଖି ପହଞ୍ଚିଲାଣି ।!-->…
Read More...
Read More...
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୋଧରେ ବିଜେପିର ବୌଦ୍ଧବ୍ଲକ ଘେରାଉ
ବୌଦ୍ଧ,୯/୭- ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ପାତର ଅନ୍ତର ଓ ବ୍ୟାପକ ଦୁର୍ନୀତି, ଗୋଟିଏ ପରିବାରର ଦୁଇରୁ ଅଧିକ ଘର ପ୍ରଦାନ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେବା ଓ ଅଯୋଗ୍ୟଙ୍କୁ ଘର ଦେବା, ବ୍ଳକରେ ଦରଖାସ୍ତ ଦେଇଥିବା ବହୁ ଯୋଗ୍ୟ!-->…
Read More...
Read More...
ଜାତୀୟ ମେଧା ଅନ୍ୱେଷଣ ପରୀକ୍ଷାରେ ସିଦ୍ଧାର୍ଥଙ୍କ କୃତିତ୍ୱ
ଦଶପଲ୍ଲା : ଚଳିତ ବର୍ଷ ଫେବୃଆରୀ ମାସରେ ସର୍ବଭାରତୀୟ ସ୍ତରରେ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏନସିଇଆରଟି) ଦ୍ୱାରା ଅନୁଷ୍ଠିତ ଜାତୀୟ ମେଧା ଅନ୍ୱେ୍ୱଷଣ ପରୀକ୍ଷାରେ ନୟାଗଡ ଜିଲ୍ଲାରୁ ସିଦ୍ଧାର୍ଥ ନାରାୟଣ ମିଶ୍ର କୃତକାର୍ଯ୍ୟ ହୋଇ ଜାତୀୟ ବୃତ୍ତି ପାଇବା ପାଇଁ!-->…
Read More...
Read More...
ନବଜୀବନ ଅନ୍ଧ ଏବଂ ଉପଶମ କେନ୍ଦ୍ରର ୧୪ତମ ବାର୍ଷିକୋତ୍ସବ ପାଳିତ
ପାରଳାଖେମୁଣ୍ଡି,୯/୭- ପାରଳାଖେମୁଣ୍ଡିସ୍ଥିତ ନବଜୀବନ ଅନ୍ଧ ଏବଂ ଉପଶମ କେନ୍ଦ୍ର ( ଶିଶୁ ଯତ୍ନ ଅନୁଷ୍ଠାନ) ର ୧୪ତମ ବାର୍ଷିକୋତ୍ସବ ଏବଂ ଟ୍ରଷ୍ଟର ପ୍ରତିଷ୍ଠାତା ଡ଼. କେ ଶ୍ରୀଧର ଆଚାର୍ଯ୍ୟଙ୍କ ଜନ୍ମ ଦିବସ କାର୍ଯ୍ୟକ୍ରମ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ କଲ୍ୟାଣ ସମିତିର!-->…
Read More...
Read More...