Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ହୋଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
କଟକ : ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ କରାଗଲା । ଆଉ ମାଟ୍ରିକ୍ ପରୀକ୍ଷା ଫଳ ବାହାରିଲା । ପାସ୍ ହାର ବି ଖୁବ୍ ଭଲ ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଲା । କିନ୍ତୁ ଏହାକୁ ନେଇ ପିଲାମାନେ ସନ୍ତୋଷ ହେଲେନି ଅନେକ ସ୍ଥାନରେ । ଅଭିଭାବକଙ୍କ ସମେତ ପିଲାମାନେ ଅନେକ!-->…
Read More...
Read More...
ଇମ୍ଫା ଶିଳ୍ପ ଗୋଷ୍ଠୀର କୋଭିଡ ଟୀକାକରଣ କାର୍ଯ୍ୟକ୍ରମ
ରାୟଗଡ/୨୮/୦୬:- କରୋନା ମହାମାରୀରୁ ସୁରକ୍ଷା ପାଇଁ ଥେରୁବାଲିରେ ଇମ୍ଫା ଶିଳ୍ପ ଗୋଷ୍ଠୀ ତରଫରୁ ମାଗଣାରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ସମସ୍ତ ବର୍ଗର ଶ୍ରମିକ ଓ ତାଙ୍କର ପରିବାର ସଦସ୍ୟଙ୍କ ମନରେ ନୂତନ ଆଶାର ସଂଚାର କରିପାରିଛି । ଏହି ଟୀକାକରଣରେ ସ୍ୱତଃ ପବୃତ୍ତ ଭାବେ ସାମିଲ ହୋଇଛନ୍ତି!-->…
Read More...
Read More...
ଜୁଲାଇ ୧ରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ କେତେକ ସ୍ଥାନରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ଜୁନ ୩୦ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଜୁଲାଇ ପହିଲାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ!-->…
Read More...
Read More...
କାର୍ଯ୍ୟରେ ଲାଗୁନି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ
ବୌଦ୍ଧ/ଜହ୍ନାପଙ୍କ,୨୮/୬- ବୌଦ୍ଧବ୍ଳକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ବୁଢୀପଦର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ହରିଜନ ଓ ଆଦିବାସୀ ବିଭାଗ ପକ୍ଷରୁ ଆରଏଲଟିଏପି ଯୋଜନାରୁ ହରିଜନ ଓ ଆଦିବାସୀ ଛାତ୍ରୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ କୋଠା ନିର୍ମାଣ!-->…
Read More...
Read More...
ବୌଦ୍ଧଜିଲ୍ଲା: ଖସୁଛି କରୋନା ଗ୍ରାଫ ୧୬ ସଂକ୍ରମିତ ଚିହ୍ନଟ, ହରଭଙ୍ଗା ବ୍ଲକରୁ ସର୍ବାଧିକ ୮
ବୌଦ୍ଧ,୨୭/୬- ଆଜି ବୌଦ୍ଧ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ୩ଜଣ, ହରଭଙ୍ଗା ବ୍ଲକରୁ ସର୍ବାଧିକ!-->…
Read More...
Read More...
ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ହେଲେ ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ଭାବେ ଆଦିବାସୀ ମହିଳାନେତ୍ରୀ ଶ୍ରୀମତି ପୂର୍ଣ୍ଣବାସୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଥିବା ଆଜି ଦଳ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ଇସ୍ତହାରରୁ ଜଣାପଡିଛି ।ଶ୍ରୀମତି ନାୟକ ୨୦୦୨ ମସିହାରେ!-->…
Read More...
Read More...
ଟିମ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର
ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ୍ଠାରୁ ୧୨ କିମି ଦୂର ବାରିକୁମ୍ପା ଗ୍ରାମର ନାରାୟଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏକ ଅଜଗର ସାପକୁ ଦେଖି ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇବା କ୍ଷଣି ଟିମ୍ ସଦସ୍ୟ ଭି!-->…
Read More...
Read More...
ଓଲଟିଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବୌଦ୍ଧ : ବୌଦ୍ଧ ଥାନା ରାଧାନଗର ଗ୍ରାମ ନିକଟ ଜାତୀୟ ରାଜପଥ ୫୭ ନମ୍ବରରେ ଏକ ମାଲବାହୀ ଟ୍ରକ୍ ଓଲଟି ପଡିଛି । ଏଥିରୁ ଅଳ୍ପକେ ରକ୍ଷା ପାଇଁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ଆଜି ସକାଳ ୧୦ଟା ସମୟରେ ରାଧନଗର ପୋଖରୀ ନିକଟରେ କଟକରୁ ବିଦ୍ୟୁତ ସାମଗ୍ରୀ ନେଇ!-->…
Read More...
Read More...