Browsing Category

ରାଜ୍ୟ

ବଜ୍ରାଘାତରେ ଦମ୍ପତିଙ୍କ ମୃତ୍ୟୁ, ୨ ଗୁରୁତର

ରାୟଗଡ,୨୭/୬- ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅଧିନସ୍ଥ ଚାଂଚଡାଗୁଡା ଗ୍ରାମ ପଞ୍ଚାୟତସ୍ଥିତ କେରାଣ୍ଡିଗୁଡା ଗ୍ରାମଠାରେ ବଜ୍ରାଘାତ ଯୋଗୁଁ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ସହ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ଆଜି ଅପରାହ୍ନ ୩ଟା ସମୟରେ କେରାଣ୍ଡିଗୁଡା ଠାରେ କାଳିପୋଙ୍ଗା
Read More...

ରାଷ୍ଟ୍ରପତି ହେବା ଥିଲା ମୋ କଳ୍ପନା ବାହାର

ନୂଆଦିଲ୍ଲା,୨୭/୬- ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ନିଜକୁ ଆଜିବି ଦେଖୁନାହାନ୍ତି । ଦେଶର ସେ ଜଣେ ସାଧାରଣ ନାଗରିକ ଭାବେ ନିଜର ପରିଚୟକୁ ସୀମିତ ରଖିବାପାଇଁ ସବୁବେଳେ ଚେଷ୍ଟା କରୁଥିବାବେଳେ ଆଜି ଭାବପ୍ରବଣ ହୋଇ କହିଛନ୍ତି ଯେ ତାଙ୍କପରି ଗୋଟିଏ ସାଧାରଣ
Read More...

ବ୍ୟକ୍ତିଗତ ଗାଡିଚାଳକଙ୍କ ପରଲୋକରେ ସବୁ କାର୍ଯ୍ୟ ବନ୍ଦ କଲେ ବିଶିଷ୍ଟ ଶିଳ୍ପପତି ପୁନାୱାଲା

ପୁନେ : ପୁନେର ପ୍ରତିଷ୍ଠିତ ଶିଳ୍ପପତି ତଥା କୋଭିସିଲ୍ଡ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ପୁନେର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷଙ୍କ ଭାଇ ଜାଭିୟର ପୁନାୱାଲାଙ୍କ ଦୀର୍ଘଦିନର ଜଣେ ପରମସାଥୀ ତଥା ଗାଡି ଚାଳକ(ଡ୍ରାଇଭର) ଗଙ୍ଗାଦତ୍ତଙ୍କର ପରଲୋକ ହୋଇଯାଇଛି । ଗଙ୍ଗାଦତ୍ତ
Read More...

ଡକାୟତି ପାଇଁ ଯୋଜନା ପଣ୍ଡ, ୪ ଜଣ ଗିରଫ

ସମ୍ବଲପୁର, ୨୭/୬- ଗତ ରାତିରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପୁଲିସ ସେମାନଙ୍କୁ ଘଟଣାସ୍ଥଳରେ ହିଁ କାବୁ କରି ଗିରଫ କରିଛି । ସ୍ଥାନୀୟ ବୁର୍ଲା ଥାନା ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପୁଲିସ ଦଳ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଲଗୁଣ୍ଡା ଛକ
Read More...

ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ହତ୍ୟା

ସମ୍ବଲପୁର, ୨୭/୬ - ମାତ୍ର ୧୦୦ ଟଙ୍କା ପାଇଁ ଜଣାଶୁଣା ଶିକ୍ଷାବିତଙ୍କ ଜୀବନ ଚାଲିଗଲା । ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି ବୋଲି ସୂଚନା ମିଳିଛି । କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ ନାୟକଙ୍କୁ
Read More...

ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଜଗତସିଂହପୁର,୨୭/୬- ଜଗତସିଂହପୁର ଜ଼ିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଙ୍ଗଦା ମଉଳା ଭଣଜା ମହାବିଦ୍ୟାଳୟ ପ୍ରାଙ୍ଗଣରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ
Read More...