Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୂମିସୁତାଙ୍କ ପାଇଁ ଆବାସ ଯୋଜନା ସାତସପନ
ବୀରମହାରାଜପୁର : ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ? ସରକାରଙ୍କ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ଖଣ୍ଡିଏ ନ ପାଇ ଦୁର୍ଦ୍ଦିନ ଅବସ୍ଥାରେ ଜୀବନ ବିତାଉଛନ୍ତି । ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗ୍ରାମପଞ୍ଚାୟତର ବିକଲପୁର ଗ୍ରାମର ଭୂମିସୁତା ନାଏକ (୭୪) ଅତି ଦୟନୀୟ!-->…
Read More...
Read More...
ପୁଣି ୪୨ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୮୭୦
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ବୌଦ୍ଧ ମିଲର୍ସ ସଂଘର କର୍ମକର୍ତ୍ତା ଚୟନ ଓ କାର୍ଯ୍ୟାଳୟ ଉଦଘାଟିତ
ବୌଦ୍ଧ,୩/୭- ବୌଦ୍ଧଜିଲ୍ଲା ମିଲର୍ସ ଆସୋସିଏସନ ଦ୍ୱାରା ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟାଳୟ ଜାମ୍ମୁଛକ ଠାରେ ଏକ ନୂତନ କାର୍ଯ୍ୟାଳୟ ଆଜି ମିଲ୍ ମାଲିକମାନଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି । ଅନୁଷ୍ଠିତ ସାଧାରଣ ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ!-->…
Read More...
Read More...
ରାୟଗଡ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କୁ ସାମ୍ବାଦିିକଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା
ରାୟଗଡ/୩/୭- ରାୟଗଡ ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଆଜି ତାଙ୍କ ବାସଭବନ ପରିସରରେ ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି । ଶ୍ରୀ ପଣ୍ଡାଙ୍କୁ ରାଜସ୍ୱ ପରିଷଦର ଅତିରିକ୍ତ ସଚିବ ଭାବେ ପଦୋନ୍ନତି ମିଳିବା ପରେ!-->…
Read More...
Read More...
ଓଡ଼ିଶା ଡ୍ରାଇଭର ମହାସଂଘ ବୌଦ୍ଧ ଶାଖାର ସାଙ୍ଗଠାନିକ ବୈଠକ
ବୌଦ୍ଧ/ଜହ୍ନାପଙ୍କ,୩/୭- ବୌଦ୍ଧବ୍ଳକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ଦୁଇ ଟାଙ୍ଗରଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ବୌଦ୍ଧଶାଖା ପକ୍ଷରୁ ଏକ ସାଙ୍ଗଠାନିକ ବୈଠକ ଡ୍ରାଇଭର ମହାସଂଘର ସଭାପତି ଶେଷଦେବ ମହାକୁଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବରିଷ୍ଠ!-->…
Read More...
Read More...
୧୨୦ ବାଟାଲିୟନ ପରିସରରେ ନିର୍ମାଣ ହେବ ପକ୍କା ଡ୍ରେନ
ଭୁବନେଶ୍ୱର,୩/୭- ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଗତ ୧୫ ଫେବୃଆରୀ ୨୦୨୦ ରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମହୋଦୟଙ୍କୁ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ!-->…
Read More...
Read More...
ଅବସର ନେଲେ ଜବାହରଲାଲ କଲେଜ ପ୍ରାଧ୍ୟାପିକା ପ୍ରିୟମ୍ବଦା ହୋତା
ପାଟଣାଗଡ଼,୩/୭-ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଜବାହରଲାଲ କଲେଜର ପ୍ରାଧ୍ୟାପିକା ଡ଼.ପ୍ରିୟମ୍ବଦା ହୋତା ନିଜ ଚାକିରିରୁ ଅବସର ନେଇଛନ୍ତି । ତେବେ କଲେଜରେ ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠା ,ମେଳାପି , ଛାତ୍ର ବତ୍ସଳ , ନିଷ୍ଠାପର ,ଅମାୟିକ!-->…
Read More...
Read More...
ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ବୌଦ୍ଧ/ଚାରିଛକ ୦୩/୦୭-ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଝାଡ଼୍ରାଜିଙ୍ଗ ସେବାଶ୍ରମ ବିଦ୍ୟାଳୟ ଶିକ୍ଷକ କୁମର କହଁରଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟ ପରିସରରେ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ କହଁରଙ୍କୁ!-->…
Read More...
Read More...