Browsing Category

ରାଜ୍ୟ

ଧରାପଡ଼ିବା ଭୟରେ ବିପୁଳ ପରିମାଣରେ ନକଲି ଔଷଧ ଫିଙ୍ଗା ଯାଉଛି

ସମ୍ବଲପୁର, ୨୪/୬- ନକଲି ଔଷଧ ବିରୁଦ୍ଧରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଫଳରେ ଏଥିରେ ଲିପ୍ତ ବ୍ୟବସାୟୀଙ୍କ ମନରେ ଛନକା ପଶିଯାଇଛି । ତଦନ୍ତ ଭାର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତରେ ରହିଛି ଓ ଡ୍ରଗ ନିୟନ୍ତ୍ରକଙ୍କ ସହଯୋଗରେ ଚଢ଼ାଉ ଓ ଧରପଗଡ କରାଯାଉଛି । ଧରାପଡ଼ିବା ଭୟରେ
Read More...

ସୋନପୁରରେ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

ସୋନପୁର : ସୋନପୁରରେ ରଥଯାତ୍ରା ପାଳନ ପାଇଁ ସର୍କିଟ ହାଉସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପ ଜିଲ୍ଲାପାଳ ନିହାର ରଂଜନ କହଁର ଅଧ୍ୟକ୍ଷତା କରିଥିଲେ । ବଡ ଜଗନ୍ନାଥ, ଦଧି ବାମନ ଓ ବୃଦବନ ବିହାରୀ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି କୋଡ଼ିଡ୍‌ ମାର୍ଗଦର୍ଶିକା
Read More...

ସ୍ନାନ ମଣ୍ଡପରେ ଉଭା ଚତୁର୍ଦ୍ଧାମୂର୍ତ୍ତି

ପୁରୀ : କୋଟି ବିଶ୍ୱର ନୟନ୍ତା ଶ୍ରୀଜିଉ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ଶୋଭା ପାଉଛନ୍ତି । ବିନା ଭକ୍ତରେ ଶ୍ରୀମନ୍ଦିରର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରମାନଙ୍କୁ ଧାଡି ପହଣ୍ଡିରେ ସେବାୟତମାନେ ସ୍ନାନମଣ୍ଡପରେ ବିଜେ କରି ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରଖିଛନ୍ତି ।
Read More...

ରାଜ୍ୟରେ ପୁଣି ୪୪ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ଦୁଇଦିନ ତଳେ ସଂକ୍ରମଣଙ୍କ ସଂଖ୍ୟା ୩ ହଜାର ତଳକୁ ଖସିଥିବା ବେଳେ ପୁଣି ଗତକାଲିଠାରୁ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛଇ । ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ
Read More...

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକଲା ମାରୱାଡି ଯୁବମଂଚ

ବୌଦ୍ଧ,୨୩/୬- ବୌଦ୍ଧ ସହରର ବ୍ୟବସାୟୀ ତଥା ଆଇନଜୀବୀ ନଟବର ଅଗ୍ରୱାଲାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମାରୱାଡି ଯୁବ ମଞ୍ଚ ତରଫରୁ ଦାବୀ କରାଯାଇଛି । ଅଖିଳ ଭାରତୀୟ ମାରୱାଡି ଯୁବମଂଚ ବୌଦ୍ଧଶାଖାର ଏକ ପ୍ରତିନିଧି ଦଳ ଏସ୍‌ପିଙ୍କ
Read More...

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକଲା ମାରୱାଡି ଯୁବ ମଞ୍ଚ

ବୌଦ୍ଧ,୨୩/୬- ବୌଦ୍ଧ ସହରର ବ୍ୟବସାୟୀ ତଥା ଆଇନଜୀବୀ ନଟବର ଅଗ୍ରୱାଲାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମାରୱାଡି ଯୁବ ମଞ୍ଚ ତରଫରୁ ଦାବୀ କରାଯାଇଛି । ଅଖିଳ ଭାରତୀୟ ମାରୱାଡି ଯୁବ ମଞ୍ଚ଼ ବୌଦ୍ଧଶାଖାର ଏକ ପ୍ରତିନିଧି ଦଳ ଏସ୍‌ପିଙ୍କ
Read More...

ଦାରିଙ୍ଗବାଡିରେ ୱାଚ ଟାୱାର୍‌ ସହ ମିନି ପାର୍କ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନ ଚୟନ

ଜି.ଉଦୟଗିରି/ଦାରିଙ୍ଗବାଡି ,୨୩/୦୬ : ଓଡିଶାର କାଶ୍ମୀର ତଥା ଭୂସ୍ୱର୍ଗ ଭାବେ ଦାରିଙ୍ଗବାଡି ପରିଚିତ । ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ଦାରିଙ୍ଗବାଡି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଶୀତ ଦିନ ହୋଇଗଲେ ଶୀତର ମଜା ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ
Read More...

ପାହାଳ ମିଠା ବ୍ୟବସାୟୀଙ୍କ ପାଇଁ ସ୍ଵତନ୍ତ୍ର ଟୀକା କରଣ ବ୍ୟବସ୍ଥା

ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶରେ ପାହାଳ ରସଗୋଲା ଫାଉଣ୍ଡେସନ ତରଫରୁ ଭିଏସସ କଲ୍ୟାଣ ମଣ୍ଡପରେ ଏକ ସ୍ବତନ୍ତ୍ର ଟୀକା ଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଉତ୍ତର ଭୁବନେଶ୍ୱର ଜୋନାଲ ଡେପୁଟି କମିଶନର ଶ୍ରୀ ପୁରନ୍ଦର ନନ୍ଦ ଉଦଘାଟନ
Read More...