Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ
ଦଶପଲ୍ଲା : ନୟାଗଡ ସାମ୍ବାଦିକଙ୍କୁ ଅବକାରୀ ବିଭାଗ ଏସଆଇଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି । ଘଟଣାରୁ ପ୍ରକାଶ ଯେ, ମଦ ଜବତ ହୋଇଥିବା ଖବରପାଇ କିଛି ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା!-->…
Read More...
Read More...
କେନ୍ଦ୍ର ମନ୍ତ୍ରୀ ପରିଷଦରେ ସାମିଲ ପାଇଁ ଅପରାଜିତାଙ୍କ ଜୋରସୋର ଉଦ୍ୟମ
ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି । ଗତକାଲ ଓ ଆଜି ସେ କେନ୍ଦ୍ର ସରକାରର ଓଜନିଆ ମନ୍ତ୍ରୀମାନଙ୍କୁ ସାକ୍ଷାତ କରିଛନ୍ତି । ଖୁବ୍ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳର ଅଦଳବଦଳ ତଥା!-->…
Read More...
Read More...
ବିଜୁ ମହିଳା ଜନତା ଦଳ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ବିଜେଡି କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍ କ୍ରମେ ନୂଆ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ରାଜ୍ୟ!-->…
Read More...
Read More...
ଭିମସାରରେ ରକ୍ତ ଦଲାଲି ଅଭିଯୋଗ: ୩ ଗିରଫ
ସମ୍ବଲପୁର : ଶତଚେଷ୍ଟା ସତ୍ତେ୍ୱ ସ୍ଥାନୀୟ ବଡୁ ହସ୍ପିଟାଲ ଭିମସାର ସହିତ ସଂଲଗ୍ନ ବ୍ଲଡ଼ ବ୍ୟାଙ୍କରେ ଦଲାଲଙ୍କ ପ୍ରାଦୁର୍ଭାବ କମ ପଡୁନାହିଁ । ରୋଗୀର ଜୀବନ ରକ୍ଷା ପାଇଁ ତା'ର ପ୍ରିୟଜନଙ୍କ ଉତ୍କଣ୍ଠାକୁ ପାଣ୍ଠି କରି କିଛି ଖଳପ୍ରବୃତ୍ତିର ଲୋକେ ସେମାନଙ୍କୁ ଠକୁଥିବା ଅଭିଯୋଗ ମିଳିଥାଏ!-->…
Read More...
Read More...
ଏଟିଏମ୍ ଭାଙ୍ଗି ଚୋରି କରୁଥିଲେ, ପହଞ୍ଚି ଗଲା ପେଟ୍ରୋଲିଂ ଟିମ୍
ସମ୍ବଲପୁର : ସ୍ଥାନୀୟ ଜାତୀୟ ରାଜପଥ କଡ ଅବସ୍ଥିତ ଏଟିଏମ୍ ଭାଙ୍ଗି ଟଙ୍କା ଚୋରିର ଏକ ଉଦ୍ୟମ ବିଫଳ ହେଲା ପରେ ଖବର ପାଇ ପୁଲିସ ଏହି ମାମଲାର ତଦନ୍ତ କରୁଛି । ବୁର୍ଲା ଥାନା ଅନ୍ତର୍ଗତ ବୈଜାମୁଣ୍ଡା ଗାଁ ମୁଣ୍ଡ ଜାତୀୟ ରାଜପଥ କଡ଼ରେ ସ୍ଥିତ ଏହି ଏଟିଏମରେ ବିଳମ୍ବିତ ରାତିରେ ଜଣେ ଚୋର ପଶି!-->…
Read More...
Read More...
ବାଙ୍ଗାଲୋରର ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଜିଲ୍ଲା-ପ୍ରଶାସନକୁ ୧୦୦ଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଦାନ
ଗଜପତି,୨୬/୬- କରୋନା ସମୟରେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବାଙ୍ଗାଲୋର ସ୍ଥିତ ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଗଜପତି ଜିଲ୍ଲାରେ ଥିବା ତାଙ୍କର ଅଂଶୀଦାର ସହଯୋଗୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମୁଦାୟିକ ବିକାଶ ସଂସ୍ଥା ମାଧ୍ୟମରେ ଜିଲ୍ଲା!-->…
Read More...
Read More...
ଭର୍ଚୁଆଲ ମୋଡରେ କିସ୍ ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆରମ୍ଭ
ଭୁବନେଶ୍ୱର: ଭାରତ ସରକାରଙ୍କ ଅନୁମୋଦନ କ୍ରମେ ୨୦୧୭ ଅଗଷ୍ଟରୁ କିସ୍ ବିଶ୍ୱ ବିଦ୍ୟାଳୟରେ ପରିଣତ ହେବା ପରେ ଆଜି ତା’ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସିଏଜି ଗିରିଶ ମୁର୍ମୁ, କେନିଆର ସାଂସଦ ଓଡିଆ ପୁଅ ସ୍ୱରୂପ ରଂଜନ!-->…
Read More...
Read More...
ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତଙ୍କ ମୃତ୍ୟୁ
ବାଉଁଶୁଣୀ ,୨୭/୬ : ବୌଦ୍ଧ ବ୍ଲକ୍ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଖମାର ଗ୍ରାମରେ ଜଣେ ବ୍ୟକ୍ତି ଗତକାଲି ଅପରାନ୍ହ ସମୟରେ ନିଜ ଘର ବିଦ୍ୟୁତ୍ ଲାଇନ୍ ସଜାଡ଼ିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଖମାର ଗ୍ରାମର ସତ୍ୟ ନାରାୟଣ!-->…
Read More...
Read More...
କେନାଲରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର
ବାଲେଶ୍ୱର : କେନାଲରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଚନ୍ଦ୍ରପଡ଼ା କେନାଲରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ସିମୁଳିଆ ପୋଲିସ ।ଶନିବାର ବିଳମ୍ବିତ ରାତିରେ କେନାରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।!-->…
Read More...
Read More...
ପୁଣି ୩୯ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୩୪୦୮ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...