Browsing Category

ରାଜ୍ୟ

ଶୀତଳଷଷ୍ଠୀ ଯାତ୍ରା : ଦେବବିବାହ ସମ୍ପନ୍ନ, ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦେବଦମ୍ପତି

ସମ୍ବଲପୁର: ଗତ ରାତିରେ କରୋନା କଟକଣା ମଧ୍ୟରେ ବହୁ ପ୍ରତିକ୍ଷିତ ଶୀତଳଷଷ୍ଠୀ ଯାତ୍ରାରେ ଦେବ ଦମ୍ପତି ରୂପେ ଦେବଦେବ ମହାଦେବ ଓ ଆଦିମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ସେମାନେ ଆଜି ସ୍ୱମନ୍ଦିରକୁ ଫେରି ଆସିବେ । କଟକଣା ଯୋଗୁଁ ଏବର୍ଷ ଦେବଦମ୍ପତିଙ୍କ ନଗର ପରିକ୍ରମା
Read More...

ଜୁହାର ପରିବାର ବେଙ୍ଗାଲୁର ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ବୌଦ୍ଧ,୧୬/୬ - ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରେ ଜୁହାର ପରିବାର ବେଙ୍ଗାଲୁର ତରଫରୁ ଆଜି ବାଜାବାଲା ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ବିଶିଷ୍ଟ ନାଟ୍ୟକାର ତଥା ଶଲା ବୁଢ଼ାର ଫିଲ୍ମର ହିରୋ ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଏହି ବାଜାବାଲା ମାନଙ୍କୁ
Read More...

ପୁଲିସକୁ ବଡ ସଫଳତା : ଏନ୍‌କାଉଣ୍ଟରରେ ୬ ନକ୍ସଲ ମୃତ

ବିଶାଖାପଟନମ: ପୁଲିସର ନକ୍ସଲ ବିରୋଧୀ ଅଭିଯାନରେ ଆଜି ଏକ ବଡ ସଫଳତା ମିଳିଛି । ପୁଲିସ୍‌ ଓ ନକ୍ସଲଙ୍କ ମଧ୍ୟରେ ଆଜି ବିଶାଖାପଟନମର କୋୟୁରୁରେ ଭୟଙ୍କର ଗୁଳି ବିନିମୟ ହୋଇଛି । ଏଥିରେ ଅତିକମରେ ୬ ଜଣ ନକ୍ସଲ ନିହତ ହୋଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି । ନିହତ ମାଓବାଦୀଙ୍କ ନିକଟରୁ
Read More...

କାର୍‌ ଧକ୍କାରେ ଇ-ରିକ୍ସା ଡ୍ରାଇଭର ଓ ମହିଳା ମୃତ, ଦେଖନ୍ତୁ ଦୁର୍ଘଟଣା ବେଳର ଦୃଶ୍ୟ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଏକ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଧକ୍କାରେ ଇ-ରିକ୍ସା ଡ୍ରାଇଭର ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଏହି ସୂଚନା ଦେଇଛି । ସୋମବାର ରାତିରେ ଦରିଆଗଞ୍ଜର ଡେଲାଇଟ୍‌ ସିନେମା ହଲ ନିକଟରେ
Read More...

ଟିଟିଲାଗଡ଼ରେ ମୁଡ଼ାବନ୍ଧର ପୁନରୁଦ୍ଧାର କାମ ନିମ୍ନମାନର ଅଭିଯୋଗ କଲେ ପଡାବାସୀ

ଟିଟିଲାଗଡ,୧୬/୬- ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାମ କରୁଛନ୍ତି, ତନ୍ମଧ୍ୟରୁ ବନ୍ଧ, ପୋଖରୀ କାମ ଅନ୍ୟତମ । ଟିଟିଲାଗଡ଼ ପୌରପରିଷଦର ରଘୁନାଥପଡ଼ା ମୂଡାବନ୍ଧର ପୁନଃରୁଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ବନ୍ଧ ଭିତରୁ ପଙ୍କ, କାଦୁଅ ଉଦ୍ଧାର ନ କରି କାମ କରୁଥିବାରୁ
Read More...

୧୧କେଭି ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ବୌଦ୍ଧ,୧୬/୦୬ - ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଗାଆଁ ମଝିରେ ଯାଇଥିବା ୧୧ କେ.ଭି. ଜୀବନ୍ତ ବିଦ୍ୟୁତ୍‌ ତାର ଛିଣ୍ଡି ପଡି ଦେହରେ ଗୁଡେଇ ହୋଇଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍‌ ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ବଡ଼
Read More...

ବ୍ୟବସାୟୀଙ୍କ ଉପରକୁ ବୋମାମାଡ କଲେ ଦୁବୃର୍ତ୍ତ

ବାଲିପାଟଣା : ଧାନ ବ୍ୟବସାୟୀ ଉପରକୁ ବୋମାମାଡ କଲେ ଦୁବୃର୍ତ୍ତ । ବୋମା ମାଡରେ ଧାନ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର
Read More...

ବିପୁଳ ପରିମାଣରେ କଫ ସିରପ ଜବତ,୨ ଗିରଫ

ସମ୍ବଲପୁର : ଏଠାରେ ବେଆଇନ ଭାବେ ପରିଚାଳିତ ନିଶା କାରବାର ଦିନକୁ ଦିନ ବଢି ଚାଲିଛି ଓ ଏଥିରେ ଲିପ୍ତ ଅପରାଧୀଙ୍କୁ ଧରିବାରେ ପୁଲିସ ନାକେଦମ ହୋଇଗଲାଣି । ଗତକାଲି ଏପରି ଏକ ରାକେଟର ପର୍ଦ୍ଦାଫାଶ କରିବାରେ ସ୍ଥାନୀୟ ଧନୁପାଲି ଥାନା ପୁଲିସକୁ ସଫଳତା ମିଳିଛି । ଏହି ଅଭିଯାନରେ ଦୁଇ ଜଣଙ୍କୁ
Read More...

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କିଷାନ କଂଗ୍ରେସର ୯ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ,୧୬/୬- ଆଜି ବୌଦ୍ଧ ଜିଲ୍ଲା କିଷାନ କଂଗ୍ରେସର ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ୯ ଦଫା ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିବାକୁ ଯାଇଥିବାବେଳେ ଜିଲ୍ଲାପାଳଙ୍କ
Read More...

ବୌଦ୍ଧ: ଆଜି ହରଭଙ୍ଗା ବ୍ଲକରୁ ୩୭, ବୌଦ୍ଧ, କଣ୍ଟାମାଳରେ ଏକ ଅଙ୍କ ମଧ୍ୟରେ

ବୌଦ୍ଧ,୧୬/୬ - ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...