Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାଇପ୍ରିୟା ନଗରରେ ତାଲାବନ୍ଦ ଦୁଇଟି ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ
ରାୟଗଡ/୧୪/୬- ରାୟଗଡ ସହରରେ ବୃଦ୍ଧି ପାଉଛି ଚୋରି । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ତାଲା ବନ୍ଦ ଥିବା ଘରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ । ଆଜି ରାୟଗଡ ସହରର ସାଇପ୍ରିୟା ନଗର ସ୍ଥିତ ମା’ଗୃହ ପଡିଶାରେ ଥିବା ଦୁଇ ମହଲାର ଦୁଇଟି ଘରେ ହୋଇଛି ଚୋରି । ତଳ ଘରେ ଶ୍ରୀକାନ୍ତ କରାଳ ଓ!-->…
Read More...
Read More...
ଆସନ୍ତା ୧୬ରୁ ବୌଦ୍ଧରେ ୧୮ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ
ବୌଦ୍ଧ,୧୪/୬- ବୌଦ୍ଧ ଟାଉନହଲଠାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେଉଛି । ଏଥିନିମନ୍ତେ Cowin portal ମାଧ୍ୟମରେ ହିତାଧିକାରୀମାନେ ନିଜର ନାମ ପଞ୍ଜିକରଣ କରିବାସହ Slot booking କରାଇବା ବାଧ୍ୟତାମୂଳକ ଅଟେ । ପ୍ରତ୍ୟେକ ଦିନ!-->…
Read More...
Read More...
ବିଶ୍ୱ ରକ୍ତଦାତା ଦିବସ ୨୦୨୧ ପାଳିତ
ଗଜପତି,୧୪/୬- ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ଦ୍ୱାରା ନୂଆଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବିଭିନ୍ନ ଗ୍ରାମରେ!-->…
Read More...
Read More...
ଗଜପତିରେ ପୁଣି ୩୬ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୪/୬- ଗଜପତି ଜିଲ୍ଲାରେ ଆଜି ପୁଣି ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୭ ଜଣ, ଗୋଶାଣି ବ୍ଳକରୁ ୧୨ ଜଣ, ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୬ ଜଣ, ମୋହନା ବ୍ଳକରୁ ୨ ଜଣ, ନୂଆଗଡ଼!-->…
Read More...
Read More...
ବିଶ୍ୱ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର
ସାମାଜିକ ସଂଗଠନ ସମର୍ପିତ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ଅବସରରେ କମିଶନରେଟ ପୋଲିସ ସହଭାଗିତାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ସରକାର ଙ୍କର କୋଭିଡ ନିୟମ କୁ ମାନି ରକ୍ତଦାତା ମାନେ ରକ୍ତଦାନ କରିଥିଲେ।ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଓଡିଶା ର ଅଧ୍ୟକ୍ଷ!-->…
Read More...
Read More...
ଅବ୍ୟବସ୍ଥାରେ ତୁଷୁରା ସରକାରୀ ଡାକ୍ତରଖାନା, ତାତିଲେ ଯୁବ ସଂଗଠନ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ଏନ୍ଏସି ଏକ ପଛୁଆ ଅଞ୍ଚଳ । ଏଠାରେ ଥିବା ୧୦୦ବର୍ଷ ପୁରୁଣା ସରକାରୀ ଡାକ୍ତରଖାନା ଏବେ ଅବ୍ୟବସ୍ଥା ଦେଇ ଗତି କରୁଛି । ଡାକ୍ତରଖାନାରେ ଡାକ୍ତର, କର୍ମଚାରୀ ଓ ଆନୁସଙ୍ଗିକ ଭିତ୍ତିଭୂମିର ଘୋର ଅଭାବ ରହିଛି । ରାଜ୍ୟରେ ଏବେ କୋଭିଡ ଦ୍ୱିତୀୟ ଲହରୀ ଜାରି!-->…
Read More...
Read More...
ମଣିଷ ଜୀବନ ସହିତ ଚାଲିଛି ଖେଳ : ବୌଦ୍ଧ ପର୍ଯ୍ୟନ୍ତ ଲମ୍ବିଛି ନକଲି ଔଷଧର ଚେର
କଣ୍ଟାମାଳ : କରୋନା ମହାମାରୀରେ ସାରା ବିଶ୍ୱବାସୀ ଲଢୁଥିବା ବେଳେ ଜୀବନ ରକ୍ଷାକାରୀ ଔଷଧକୁ ନେଇ କଳାବଜାରୀ ଏବଂ ନକଲି ଔଷଧ ବିକ୍ରୀ ଘଟଣାକୁ ନେଇ ଓଡିଶା ବେଶ ଚର୍ଚ୍ଚିତ ହେଉଛି । ଏହି ନକଲି ଔଷଧର ଚେର ବୌଦ୍ଧ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣାଯାଇଛି । କଟକ, ବରଗଡ, ରାଉରକେଲା, ବାରିପଦା,!-->…
Read More...
Read More...
ବିଶ୍ୱ ରକ୍ତଦାତା ଦିବସ ପାଳିତ
କଣ୍ଟାବାଞ୍ଜି : ବିଜୁ ପଟ୍ଟନାୟକ ଓଡ଼ିଶା ରକ୍ତ ଭଣ୍ଡାର ପରିଚାଳନା ସମିତି ପକ୍ଷରୁ ଆଜି କଣ୍ଟାବାଞ୍ଜି ରକ୍ତ ଭଣ୍ଡାରଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିବା ବେଳେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝୀ!-->…
Read More...
Read More...