Browsing Category

ରାଜ୍ୟ

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର, ୧୦୦ ୟୁନିଟ ରକ୍ତ ସଂଗ୍ରହ

ଚଣ୍ଡିଖୋଲ : ବଡଚଣା ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟଳୟର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବିଜେପି ରାଜ୍ଯ ସଂପାଦକ ଅମର ନାୟକ ନିଜେ ରକ୍ତଦାନ କରିବା ସହ ଏହି ଶିବିରକୁ ଉଦଘାଟନ କରିଥିଲେ। ବଡଚଣା ନିର୍ବାଚନ ମଣ୍ଡଳୀର…
Read More...

୧୦୮ ଆମ୍ବୁଲାନ୍ସ ସେବା କର୍ମଚାରୀଙ୍କ ମହତପଣିଆ, ଗୁରୁତର ରୋଗୀଙ୍କୁ ରକ୍ତଦାନ କଲେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ୧୦୮ ଜରୁରୀକାଳୀନ ସେବାରେ ନିୟୋଜିତ ଓ ଟେକ୍ନିକାଲ ବିଭାଗରେ କାର୍ଯ୍ୟରତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବରପଦରର ଯୁବକ ଦୀନବନ୍ଧୁ ମହାକୁଡ଼ଙ୍କ ମହତପଣିଆଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ସେ ୧୦୮ ସେବା ଭଳି ଏକ ଗୁରୁତ୍ୱପୂର୍ଣ ଓ…
Read More...

ବୌଦ୍ଧ: ଜିଲ୍ଲାରୁ ୧୯ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୨୧୭୭

ବୌଦ୍ଧ,୨୯/୬- ଆଜି ଜିଲ୍ଲାରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକର ତେଲିବନ୍ଧ ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମରୁ…
Read More...

ଏହି ସବୁ ଟ୍ରେନ ଜୁଲାଇ ଦ୍ୱିତୀୟ ସପ୍ତାହ ଯାଏ ବାତିଲ

ଭୁବନେଶ୍ୱର : କୋଭିଡ ସଂକ୍ରମଣ ରୋକିବା ଲାଗି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । କେତେକ ଟ୍ରେନକୁ ଜୁଲାଇ ଦ୍ୱିତୀୟ ସପ୍ତାହ ଓ କିଛି ଟ୍ରେନକୁ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଧିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।…
Read More...

ଗାଡ଼ି ସହ ୪୦କେଜି ଗଞ୍ଜେଇ ଜବତ, ୨ଗିରଫ

ସୁବର୍ଣ୍ଣପୁର : ଗତକାଲି ଏନ୍‌ ଏଚ ୫୭ ଅନ୍ତର୍ଗତ ସହରର କୁଞ୍ଜଛକ ଠାରେ ଏକ ଧଳା ରଂଗର ମାରୁତି ଜେଷ୍ଟ୍‌ ଗାଡ଼ିରୁ ୩୯.୭୫୦ ଗ୍ରାମ ଗଞ୍ଜେଇ ସୋନପୁର ପୋଲିସ ଜବତ କରିଥିବା ସୁବର୍ଣ୍ଣପୁର ଏସ୍‌ପି ସୀତାରାମ ଶତପଥୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ…
Read More...

୧୧ ଦଫା ଦାବିକୁ ନେଇ ବାମପନ୍ଥୀମାନଙ୍କ ମିଳିତ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର : ସ୍ଥାନୀୟ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମିଳିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ୧୧ ସୂତ୍ରୀୟ ଦାବିପତ୍ର ପଠାଯାଇଥିଲା । ଏହି…
Read More...

ଉତ୍କଳ କରାଟେ ସ୍କୁଲର ବେଲ୍ଟ ଗ୍ରେଡିଂ ଟେଷ୍ଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲିଠାରେ ଥିବା ଉତ୍କଳ କରାଟେ ସ୍କୁଲ କନ୍ଧମାଳ ପକ୍ଷରୁ ଟିକାବାଲି ସ୍ଥିତ କୁଇ ସମାଜ ଗୃହରେ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟ ପାଇଁ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୋଟ ୬୧ ଜଣ ଭାଗ ନେଇଥିବା ବେଳେ ସଫଳତାର ସହ…
Read More...