Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରିଙ୍ଗରୋଡ ପାର୍ଶ୍ୱ ମୁଖ୍ୟନାଳରୁ କାଦୁଅ ଓ ଆବର୍ଜନା ସଫେଇ ଅଭିଯାନ ଆରମ୍ଭ
ସମ୍ବଲପୁର,୧୩/୬- ସମ୍ବଲପୁର ରିଙ୍ଗରୋଡ ପାର୍ଶ୍ୱରେ ନିର୍ମିତ ମୁଖ୍ୟନାଳରୁ କାଦୁଅ, ପଙ୍କ ଓ ଆବର୍ଜନା ଆଦି ବାହାର କରିବାପାଇଁ ସମ୍ବଲପୁର ନଗର ନିଗମ ପକ୍ଷରୁ ଜେସିବି ମେସିନ ଲଗାଇ ଏକ ଅଭିଯାନ ଆରମ୍ଭ କରାଯାଇଛି । ଦୀର୍ଘବର୍ଷ ପୂର୍ବେ ଏହି ବିସ୍ତୀର୍ଣ୍ଣ ନାଳ ନିର୍ମିତ ହୋଇଥିଲେ ମଧ୍ୟ!-->…
Read More...
Read More...
ବାପା-ପୁଅଙ୍କୁ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ
ମୋହନା : ବାପା-ପୁଅଙ୍କୁ ଗଳାକାଟି ହତ୍ୟା । ପୂର୍ବଶତ୍ରୁତାକୁ ନେଇ ବାପା-ପୁଅଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ମୁଖିଗୁଡା ଗ୍ରାମରେ ।ସୂଚନା ଅନୁସାରେ, ମୋହନା ମୁଖିଗୁଡ଼ା ଗାଁରେ ଡବଲ ମର୍ଡର ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର!-->…
Read More...
Read More...
୧୭ରୁ ୟୁଟ୍ୟୁବରେ ପାଠପଢିବେ ଦଶମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀ
ଭୁବନେଶ୍ୱର : କରୋନା କାଳରେ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷାଦାନ ନିମନ୍ତେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇଛି । ଆସନ୍ତା ୧୭ ତାରିଖରୁ ନବମ ଓ ଦଶମ ପିଲାଙ୍କୁ ୟୁଟୁ୍ୟବରେ ଶିକ୍ଷା ଦାନ କରାଯିବ । ଦିନ ୧୦.୩୦ରୁ ଅପରାହ୍ନ ୧ଟା ମଧ୍ୟରେ ପାଠପଢା ହେବ!-->…
Read More...
Read More...
ବୌଦ୍ଧ: ଆଜି ଗୋଟିଏ ଦିନରେ ୯୦ କରୋନା ପଜିଟିଭ ଚିହ୍ନଟ, ସରଧାପୁର ଗ୍ରାମରୁ ୩୨
ବୌଦ୍ଧ,୧୩/୬- ଆଜି ଗୋଟିଏ ଦିନରେ ୯୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ!-->…
Read More...
Read More...
ସମ୍ବଲପୁର: ଗୁଳିକାଣ୍ଡ ଘଟଣା ସହିତ ସଂପୃକ୍ତ ୬ ଜଣ ଗିରଫ
ସମ୍ବଲପୁର,୧୩/୬- ଏକ ଗାଁ ମୁଣ୍ଡରେ ଗୁଳିକାଣ୍ଡ ଘଟଣା ସହିତ ସଂପୃକ୍ତ ୬ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ସମ୍ବଲପୁର ଜିଲ୍ଲା ପୁଲିସ ସୂତ୍ରରୁ ପ୍ରାପ୍ତ ଏକ ସୂଚନା ଅନୁସାରେ ଗତକାଲି ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏହା ପୂର୍ବରୁ ୩ଜଣଙ୍କୁ ଗିରଫ!-->…
Read More...
Read More...
ମୌସୁମୀ ବର୍ଷାରେ ଘର ଭାଙ୍ଗିଲା, ସରକାରୀ ସାହାଯ୍ୟ ଅପେକ୍ଷାରେ ଭଜରାମ
ବଲାଙ୍ଗୀର : ବର୍ଷା ଋତୁ ଆରମ୍ଭ ହେଉଣୁ ଭୁଷୁଡି ଗଲା ଘର । ସଂଯୋଗ କ୍ରମେ ବଞ୍ଚିଗଲା ଜୀବନ କିନ୍ତୁ ଆଖିରୁ ହଜାଇ ଦେଇଛି ନିଦ । ମୁଣ୍ଡ ଗୁଞ୍ଜିବେ କେମିତି ? ରହିବେ କିପରି ? ବୟସ, ଅର୍ଥାଭାବ ଇତ୍ୟାଦି କାରଣରୁ ଘର ସଜାଡିବା କାଠିକର ପାଠ । ବିପଦ ପୂର୍ଣ୍ଣ ଜାଣି ସୁଦ୍ଧା ଭାଗ୍ୟ ଆଦରି ରହୁଥିଲେ!-->…
Read More...
Read More...