Browsing Category

ରାଜ୍ୟ

ଗଜପତିରେ ପୁଣି ୪୮ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୦/୬: ଜିଲ୍ଲାରେ ଆଜି ପୁଣି ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୦ ଜଣ, ଗୋଶାଣି ବ୍ଳକରୁ ୬ ଜଣ, କାଶୀ ନଗର ବ୍ଳକରୁ ୧୨ଜଣ, ମୋହନା ବ୍ଳକରୁ ୫ ଜଣ, ଆର ଉଦୟଗିରି ବ୍ଳକରୁ ୭ଜଣ, ରାୟଗଡ଼
Read More...

ଟ୍ରାକ୍ଟର ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ବୌଦ୍ଧ/ବାଉଁଶୁଣୀ,୧୦/୬- ବୌଦ୍ଧ ବ୍ଲକ୍‌ ବାଉଁଶୁଣୀ ଥାନା ବହିରା ଗ୍ରାମ ପଞ୍ଚାୟତର ସଦେଇପୁର୍‌ ଗ୍ରାମରେ ଟ୍ରାକ୍ଟର ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବହିରା ଗ୍ରାମ ପଞ୍ଚାୟତ ସଦେଇପୁର ଗ୍ରାମର ଦୁର୍ଲଭ ବାରିକ(୬୫) ନାମକ ଜଣେ ବୃଦ୍ଧା
Read More...

ଓଡିଶୋରେ ସ୍ୱେଚ୍ଛାକୃତ ରକ୍ତଦାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଜଗତସିଂହପୁର,୧୦/୬- ଜଗତସିଂହପୁର ବ୍ଲକ ଅଧିନସ୍ଥ ଓଡିଶୋ ପଞ୍ଚାୟତ ପାଣିଛତ୍ର ପଡିଆ ନଳିନୀବାଳା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ
Read More...

ପୁଲିସ କର୍ମଚାରୀଙ୍କ ଦ୍ୱାରା ୫୦ ୟୁନିଟ ରକ୍ତଦାନ

ସମ୍ବଲପୁର,୧୦/୬- କରୋନା ପରି ମହାସଙ୍କଟ କାଳରେ ବିଧି ଓ ବ୍ୟବସ୍ଥା ସୁନିଶ୍ଚିତ କରିବା ସହିତ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ପୁଲିସ କର୍ମଚାରୀ ଆଗେଇ ଆସିଛନ୍ତି । ତାଙ୍କରି ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି । ଜିଲ୍ଲା ପୁଲିସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ
Read More...

ବୌଦ୍ଧ: ଶତକ ଉପରେ କରୋନା ଗ୍ରାଫ, ଡିଆଁଘାଟ ଗ୍ରାମରୁ ୩୧ ପଜିଟିଭ

ବୌଦ୍ଧ,୧୦/୬ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...

ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଜଗନ୍ନାଥ ମନ୍ଦିର ପରିଦର୍ଶନ

ଗଜପତି,୧୦/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ନୂତନ ଭାବେ ନିର୍ମାଣଧିନ ଥିବା ନୂତନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଗଜପତି ଜିଲ୍ଲା ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପରିଦର୍ଶନ କରିଛନ୍ତି । ବର୍ତ୍ତମାନ ଏହି ନିର୍ମାଣଧିନ ଜଗନ୍ନାଥ ମନ୍ଦିର ପରିସରରେ
Read More...

ଭକ୍ତି ଓ ନିଷ୍ଠାର ସହ ଜିଲ୍ଲାରେ ସର୍ବତ୍ର ସାବିତ୍ରୀ ବ୍ରତ ପାଳିତ

ବୌଦ୍ଧ,୧୦/୬- ବୌଦ୍ଧଜିଲ୍ଲାର କୋଣଅନୁକଣେ ଆଜି ଭକ୍ତି ଓ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳିତ ହେଉଛି । ବିବାହିତ ସଧବା ନାରୀମାନେ ପ୍ରତିବର୍ଷ ଓଡିଆ ଜ୍ୟେଷ୍ଠମାସର ପବିତ୍ର ଅମାବାସ୍ୟାର ଦିବସରେ ସ୍ୱାମୀଙ୍କ ମଙ୍ଗଳ କାମନା କରି ଉପବାସ ରହି ବ୍ରତ ପାଳନ କରନ୍ତି । ବ୍ରତରେ ନାରୀ ମାନେ
Read More...

ସଡକ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ଆନନ୍ଦପୁର:  କେନ୍ଦୁଝର ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୁଆଁପଦା ଛକ ନିକଟରେ କାର୍ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଜଣଙ୍କ ହେଲେ ଘଷିପୁରା ଥାନା ସଠତିରା ଗାଁର ବିନୋଦ ବିହାରୀ ସାହୁ । ସେ
Read More...