Browsing Category

ରାଜ୍ୟ

‘ହ୍ରାସ ପାଇଛି ସଂକ୍ରମଣ, ସଫଳ ହୋଇଛି ଲକଡାଉନ’

ଭୁବନେଶ୍ୱର : ରାଜ୍ୟ ସରକାର ଜାରି କରିଥିବା ଲକଡାଉନରୁ ଫଳ ମିଳିଛି । କରୋନା ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଛି । ଏମିତି କହିଛନ୍ତି ଡିଏମ୍‌ଇଟି ଡାଇରେକ୍ଟର ସିବିକେ ମହାନ୍ତି । ସେ କହିଛନ୍ତି ଯେ, ଡେଲ୍‌ଟା ଭାଇରସକୁ ମୁକାବିଲା କରିବାରେ କୋଭିସିଲ୍‌ଡ଼ ଓ କୋଭାକ୍ସିନ୍‌ ସଫଳ ହୋଇଛି । ସେ
Read More...

ରଥଯାତ୍ରା ପ୍ରସ୍ତୁତି ବୈଠକ

ବୋୖଦ୍ଧ,୮/୬ - ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରଥଯାତ୍ରା କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ହରଭଙ୍ଗା ବ୍ଲକ ପରିସରରେ କୋଭିଡ଼ କଟକଣା ଆଧାରରେ ସୀମିତ
Read More...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆଜିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସକ୍ରିୟ ହେବ। ଏହା ପୂର୍ବରୁ ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାଧାରଣରୁ ମଧ୍ୟମ ଧରଣର
Read More...

ବୌଦ୍ଧ : ଖସୁଛି କରୋନା ଗ୍ରାଫ, ଆଜି ବୌଦ୍ଧଜିଲ୍ଲାରୁ ୭୩ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୮/୬ - ଆଜି ବୌଦ୍ଧ ଜିଲ୍ଲାରୁ ୭୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ୍‌ ଅଁଳାପାଲି
Read More...

ଟାର୍ଗେଟନାହିଁ, ବଘିଆପଡା ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ

ବୌଦ୍ଧ,୮/୬ - ବୌଦ୍ଧବ୍ଲକ୍‌ ବଘିଆପଡା ରବି ଧାନ ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ଧରି ବିକ୍ରିପାଇଁ ଜଗି ରହିଛନ୍ତି ଚାଷୀ । ସମିତିର ଟାର୍ଗେଟ ସରିଯାଇଥିବା ହେତୁ ଉଠି ପାରୁନାହିଁ ଧାନ । ପ୍ରବଳ ଖରା ଓ ଗୁଳୁଗୁଳି ଓ ଦିନେ ଦୁଇ ଦିନରେ ହେଉଥିବା ଅସରାଏ ଲେଖାଏଁ ପ୍ରାକ୍‌
Read More...

ଗଜପତି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ହୀରକ ଜୟନ୍ତୀ କୁଷ୍ଠ ନିରାକରଣ କେନ୍ଦ୍ରରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ଓ ପାରଳାଖେମୁଣ୍ଡି ବିଧାୟକ
Read More...

ବିଚ ରାସ୍ତାରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ । ଘରୁ ଡାକି ନେଇ ଯୁବକଙ୍କୁ ବିଚ ରାସ୍ତାରେ ହତ୍ୟା କଲେ ଦୁର୍ବୃତ୍ତ । ଲଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର କଦଳୀ ଗୋଦାମ ବସ୍ତିରେ ହତ୍ୟାକାଣ୍ଡ । ମୃତକ ଯୁବକ ହେଲେ କାର୍ତ୍ତିକ ସାହୁ । ପରିବାର ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ
Read More...

ରାଜ୍ୟରେ ବଢିଲା କରୋନା ମୃତ୍ୟୁସଂଖ୍ୟା, କମିଲା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...