ବୌଦ୍ଧ : ଖସୁଛି କରୋନା ଗ୍ରାଫ, ଆଜି ବୌଦ୍ଧଜିଲ୍ଲାରୁ ୭୩ ଆକ୍ରାନ୍ତ ଚିହ୍ନଟ

0 1,584

ବୌଦ୍ଧ,୮/୬ – ଆଜି ବୌଦ୍ଧ ଜିଲ୍ଲାରୁ ୭୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମ ପଞ୍ଚାୟତ ଗୁଡପଡା ଗ୍ରାମରୁ ୧ ଜଣ, ବଢିଗାଁ ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳିବାହାଲ୍‌ ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ରିଜ ଛକ ନିକଟରୁ ୧ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ମାଳିସାହିରୁ ୧ ଜଣ, କସୁରବନ୍ଧ ଗ୍ରାମ ପଞ୍ଚାୟତ ପଦମ୍‌ପୁର୍‌ ଗ୍ରାମରୁ ୨ ଜଣ ଓ ସାନ ଡୁଙ୍ଗୁରୀପାଲି ଓ କସୁରବନ୍ଧ ଗ୍ରାମରୁ ୧ ଜଣ ଲେଖାଏଁ, ମନୁପାଲି ଗ୍ରାମ ପଞ୍ଚାୟତ କନ୍ଧରିଆ ପଡା ଗ୍ରାମରୁ ୨ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ମୁଣ୍ଡିପଦର ଓ କୁଲୁତାଖଲି ଗ୍ରାମରୁ ୧ ଜଣ ଲେଖାଏଁ, ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ମକୁନ୍ଦପୁର୍‌ ଗ୍ରାମରୁ ୨ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ବିରିଗଡ, ପନଖିମାଲ ଓ ତାଳବାହାଲ ଗ୍ରାମରୁ ୧ ଜଣ ଲେଖାଏଁ, ବନ୍ଧାପଥର ଗ୍ରାମରୁ ୨ଜଣ, ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ ଚାରିଛକ ଗ୍ରାମରୁ ୧ ଜଣ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ତିଲିଚାପଦର ଗ୍ରାମରୁ ୧ ଜଣ, ଧଳପୁର୍‌ ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ କରଞ୍ଜକଟା ଗ୍ରାମରୁ ୪ ଜଣ ଓ ଲୋକାପଡା ଗ୍ରାମରୁ ୧ ଜଣ, ମହାଲିକପଡା ଗ୍ରାମ ପଞ୍ଚାୟତ ପଇଦାଭୂଇଁ ଗ୍ରାମରୁ ୨ ଜଣ, ମଥୁରା ଗ୍ରାମ ପଞ୍ଚାୟତ ଖଜୁରୀପଡା ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମରୁ ୧ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରୁ ୨ ଜଣ, ସରସରା ଗ୍ରାମରୁ ୨ ଜଣ, ତଳଗାଁ ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌ ବରଗାଁ ଗ୍ରାମ ପଞ୍ଚାୟତ ନେନ୍ଦ୍ରୀମାଲ୍‌ ଗ୍ରାମରୁ ୧ ଜଣ, ବରଗୋଛା ଗ୍ରାମ ପଞ୍ଚାୟତ ସାରିଆପାଲି ଓ ଖଜରୋଜ ଗ୍ରାମରୁ ୧ ଜଣ ଲେଖାଏଁ, ବିଳାସପୁର ଗ୍ରାମ ପଞ୍ଚାୟତ ପଦରପଡା ଗ୍ରାମରୁ ୨ ଜଣ, ପାଣ୍ଡରୀପଡା, କିରକିଚିପାଲି ଓ ବଡ଼ରାହାଜୋର ଗ୍ରାମରୁ ୧ ଜଣ ଲେଖାଏଁ, ଦପଲା ଗ୍ରାମ ପଞ୍ଚାୟତ ଲୈଡା ଓ ପରତଲା ଗ୍ରାମରୁ ୧ ଜଣ ଲେଖାଏଁ, ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସଦାନନ୍ଦପୁର୍‌ ଗ୍ରାମରୁ ୪ ଜଣ ଓ ଯୋଗିନ୍ଦ୍ରପୁର ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବଡ଼ ଛପାପାଲି ଗ୍ରାମରୁ ୧ ଜଣ, ଖମନମୁଣ୍ଡା ପଡା ଗ୍ରାମ ପଞ୍ଚାୟତ ଗୁନୁଚିତୋରା ଗ୍ରାମରୁ ୨ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ଶଙ୍କରପୁର ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଧଉରାକୁଦ ଗ୍ରାମରୁ ୨ ଜଣ ଓ ସାଙ୍କୋଚ ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମ୍‌ ପଞ୍ଚାୟତ ଖଇରମାଲ୍‌ ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ବାଘମୁଣ୍ଡା ଓ କୁଣ୍ଡାମାଲ ଗ୍ରାମରୁ ୧ ଜଣ ଲେଖାଏଁ, ରୁଣ୍ଡି ମହୁଲ ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ପୁରୁଷୋତ୍ତମପୁର ଓ କୁଣ୍ଢିପଦର ଗ୍ରାମରୁ ୧ ଜଣ ଲେଖାଏଁ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ରାଜନପାଲି ଓ ବୁଟୁପାଲିରୁ ୨ ଜଣ ଲେଖାଏଁ, ସୁଦସାହି, ରଥସାହି, ବ୍ରାହ୍ମଣସାହି ଓ ନୂଆସାହି ଅଂଚଳର ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ପଜିଟିଭ ସଂଖ୍ୟା ମିଶାଇଲେ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ମୋଟ ୧୧୦୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭ ସଂଖ୍ୟାକୁ ମିଶାଇ ଜିଲ୍ଲାରେ ୧୧୦୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିସୁଦ୍ଧା ରିପୋର୍ଟ ଅପେକ୍ଷାରେ ୨୬୪, ସୁସ୍ଥ ହୋଇଥିବା ସଂଖ୍ୟା ୮୩୪୬, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୨୬୨୧, କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୫୭ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

9 + 16 =