Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଦ୍ୟୁତ ବିଲ୍ ପୈଠ କାଉଣ୍ଟରରେ କୋଭିଡ ନିୟମକୁ ଫୁ
ଗଜପତି,୨୫/୫-କରୋନା ପ୍ରତିହତ କରିବା ପାଇଁ ସଟ୍ଡାଉନ ଲକ୍ଡାଉନ ଚାଲିଥିବା ବେଳେ ପାରଳା ସହରର ରାଜଦାଣ୍ଡ ସାହିରେ ଥିବା ବିଦ୍ୟୁତ ବିଲ ପୈଠ କାଉଣ୍ଟରରେ କୋଭିଡ ନିୟମ ଉଲ୍ଲଘଂନ କରିଥିବା ଦେଖିବାକୁ ମିଳିଛି । ଜନସାଧାରଣ ବିଦ୍ୟୁତ ବିଲ ପୈଠ କରିବା ସକାଶେ ସାମାଜିକ ଦୂରତା ନ ରଖି ବିଲ ପୈଠ!-->…
Read More...
Read More...
ଗଜପତିରୁ ଆଜି ପୁଣି ୪୩ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୫/୫- ଗଜପତି ଜିଲ୍ଲାରୁ ଆଜି ପୁଣି ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୮ ଜଣ, ଗୋଶାଣି ବ୍ଳକରୁ ୮ ଜଣ, ଗୁମ୍ମା ବ୍ଳକରୁ ୩ ଜଣ, କାଶୀନଗର ବ୍ଳକରୁ ୧୪ଜଣ, ମୋହନା ବ୍ଳକରୁ ଜଣେ, ଆର!-->…
Read More...
Read More...
ନ୍ୟାୟ ପାଇଁ ବର୍ଷାରେ ଭିଜିଭିଜି ମହିଳାଙ୍କ ଥାନା ଆଗରେ ଧାରଣା
ନାଉଗାଁ,୨୫/୫- ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଞ୍ଚାୟତର ଡାହାଣିଖିଆ ଗ୍ରାମର ଉର୍ମିଳା ପରିଡାଙ୍କ ସହିତ ସେହି ଗ୍ରାମର ଦାସ ମହାନ୍ତିଙ୍କ ସହିତ ଜମିବାଡିକୁ କେନ୍ଦ୍ରକରି ଦୀର୍ଘଦିନ ହେବ ମାଲିମକଦ୍ଦମା ଚାଲିଥିଲା । ଗତ କିଛିଦିନ ତଳେ ଜଗତସିଂହପୁର ଜିଲ୍ଲା ଅତିରିକ୍ତ!-->…
Read More...
Read More...
ଶୁଲିଆ ଗ୍ରାମରୁ ଝିଙ୍କ ସହିତ ଶିକାରୀ ଗିରଫ
ବୌଦ୍ଧ,୨୫/୫- ବୌଦ୍ଧଜିଲ୍ଲା ମନମୁଣ୍ଡା ବନବିଭାଗ ରେଞ୍ଜ ଅନ୍ତର୍ଗତ ଶୁଲିଆଗ୍ରାମରୁ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିବା ସହ ଗୋଟିଏ ଝିଙ୍କ ଜବତ୍ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଶୁଲିଆ ଗ୍ରାମର ସଂରକ୍ଷିତ ଜଙ୍ଗଲରୁ ସେହି ଗ୍ରାମର ପ୍ରଭାକର ସେଠୀଙ୍କ ପୁଅ ରାଧାକାନ୍ତ ସେଠୀ!-->…
Read More...
Read More...
ମାଡି ଆସୁଛି ବାତ୍ୟା ୟାସ, ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ
ଭୁବନେଶ୍ୱର : ସ୍ଥଳ ଭାଗକୁ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ୟାସ୍ । ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ଅଛି । ଏହା ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ସକାଳେ ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ ପହଞ୍ଚିବ । ମଧ୍ୟାହ୍ନ ସୁଦ୍ଧା ବାତ୍ୟା ଏହି ଅଂଚଳ!-->…
Read More...
Read More...
ପୁଣି ରାଜ୍ୟରେ ରେକର୍ଡ କରୋନା ମୃତ୍ୟୁ, ଦିନକରେ ୩୩ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ବୌଦ୍ଧ : ପରିବା ବଜାରରେ ପ୍ରଶାସନର ଚଢାଉ, ଜୋରିମାନା ଆଦାୟ
ବୌଦ୍ଧ,୨୫/୫ - ଆଜି ସକାଳେ ବୌଦ୍ଧ ସହର ଗାନ୍ଧୀଛକ ଠାରୁ ପୋଡାପଡା ରାସ୍ତା ଓ ଗାନ୍ଧୀ ଛକରୁ ଭୈରବୀ ଛକ ଯାଏଁ ରାସ୍ତା କଡରେ ବସୁଥିବା ଦୈନିକ ପରିବା ବଜାରରେ ସହରାଞ୍ଚଳ ପ୍ରଶାସନ ତରଫରୁ ଚଢାଉ କରାଯାଇଥିଲା l ଦୋକାନରୁ ଦୋକାନକୁ 30 ଫୁଟ୍ ଦୂରତା ରକ୍ଷା କରି ନଥିବା ପରିବା ବ୍ୟବସାୟୀ ଓ ଚାଷୀ!-->…
Read More...
Read More...
ବାତ୍ୟା “ୟାସ” ସଂପର୍କରେ ବ୍ୟାପକ ପ୍ରସ୍ତୁତି ନେଇ ଜଳ ସଂପଦ ମନ୍ତ୍ରୀଙ୍କ ଏରସମା ଅଂଚଳ ପରିଦର୍ଶନ
ଭୁବନେଶ୍ବର,୨୪/୫- ବାତ୍ୟା " ୟାସ " ସଂପର୍କରେ ବ୍ୟାପକ ପ୍ରସ୍ତୁତି ନିମନ୍ତେ ରାଜ୍ୟ ଜଳସଂପଦ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରିଥିଲେ ଓ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଥିଲେ । ସେ ଏରସମା ବ୍ଲକ ବିଡିଓ!-->…
Read More...
Read More...
ଓୟୁଜେ କନ୍ଧମାଳ ଓ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ମିଳିତ ଭାବେ ଏସପିଙ୍କୁ ଦାବିପତ୍ର ପ୍ରଦାନ
ଫୁଲବାଣୀ,୨୪/୦୫ - ଓୟୁଜେ କନ୍ଧମାଳ ସଭାପତି ପ୍ରଶାନ୍ତ କୁମାର ବେହେରା ଓ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଡ଼ଃ ଅରୁପ କୁମାର ଜେନାଙ୍କ ମିଳିତ ନେତୃତ୍ୱରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନା ପରେ ଦୁଇଟି ଦାବିପତ୍ର ଉଭୟ ପକ୍ଷରୁ ପ୍ରଦାନ!-->…
Read More...
Read More...
ପାଟଣାଗଡ ବିଧାୟକଙ୍କ ଡାକ୍ତର ଖାନା ପରିଦର୍ଶନ
ପାଟଣାଗଡ,୨୪/୫଼: ମହାମାରୀ କରୋନା କାଳରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଅଚାନକ ବେଲପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରି ରୋଗୀ ମାନଙ୍କ ସମସ୍ୟା ବୁଝିଥିଲେ । କୋରନା ସମୟରେ ଡାକ୍ତରମାନେ ଠିକ୍ ଭାବରେ ଚିକିତ୍ସା କରିବାକୁ ସେ ସ୍ୱାସ୍ଥ୍ୟକେନ୍ଦ୍ର ଅଧକାରୀ ଶ୍ରୀଯୁକ୍ତ!-->…
Read More...
Read More...