Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ଖଲାସୀ
ବୌଦ୍ଧ,୪/୫- ଆଜି ସକାଳେ ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା କଲରାକୋଠା ନିକଟରେ ଭାରସାମ୍ୟ ହରାଇ ଏକ ମାଲବାହୀ ଟ୍ରକ ରାସ୍ତା ଉପରେ ଓଲଟି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏକ ମାଲବାହୀ ଟ୍ରକ ଜି.ଜେ. ୦୯ ଏ.ୟୁ ୩୨୩୭ ରାସ୍ତାରେ ଯାଉଥିବା ବେଳେ ପୁରୁଣା କଟକ ଥାନା!-->…
Read More...
Read More...
ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ଼ ଆନ୍ଦୋଳନ ଜାରି
ଦାରିଙ୍ଗବାଡି,୪/୫: ଓଡ଼ିଶା ପ୍ରାଣୀ ଚିକିତ୍ସକ ସେବା ସଂଘର ଆହ୍ୱାନକ୍ରମେ ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ଼ ଆନ୍ଦୋଳନ ଗତ ମେ ମାସ ୧ ତାରିଖ ଠାରୁ ଜାରି ରହିଥିବା ଦାରିଙ୍ଗବାଡ଼ି ବ୍ଳକ ସହକାରୀ ପ୍ରାଣୀ ଚିକିତ୍ସକ ଡା. ଚିନ୍ମୟ କୁମାର ସାହୁ ପ୍ରକାଶ କରିଛନ୍ତି । ଓଡ଼ିଶା!-->…
Read More...
Read More...
ବାଉଁଶୁଣୀରେ ଟି.ଏମ.ସି. କେନ୍ଦ୍ର ଖୋଲିବାକୁ ଦାବି
ବୌଦ୍ଧ/ବାଉଁଶୁଣୀ,୪/୫- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ବାଉଁଶୁଣୀ ଅଞ୍ଚଳରେ କରୋନା ବୃଦ୍ଧି ପାଇବା ଯୋଗୁଁ ବାଉଁଶୁଣୀରେ ଟି.ଏମ.ସି. ଖୋଲିବାକୁ ଦାବି ହେଉଛି । ଆକ୍ରାନ୍ତ ବ୍ୟକ୍ତି ଘରୋଇ ସଙ୍ଗରୋଧରେ ରହିବା କାରଣରୁ ବହୁ!-->…
Read More...
Read More...
କରୋନା ପ୍ରଭାବିତ ଗ୍ରାମରେ ଉତ୍କଟ ଜଳ ସଂକଟ
ବୌଦ୍ଧ,୪/୫- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁରୁଣ୍ଡି ଓ ସମ୍ବଲପୁର ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି | ଉଭୟ ଗ୍ରାମରେ କରୋନାର ଭୟାବହତା ମଧ୍ୟ ଦେଖିବାକୁ ମିଳିଛି l ଗୋଟିଏ ପଟେ ପାନୀୟ ଜଳର ଘୋର ଅଭାବ ଓ ଅନ୍ୟ ପଟେ କରୋନାର ବିଭୀଷିକା!-->!-->!-->…
Read More...
Read More...
ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ, ଜଣେ ଗୁରୁତର
ବାଲିଗୁଡ଼ା,୪/୫: ଭାରସାମ୍ୟ ହରାଇ ରାସ୍ତାରେ ଶୋଇଥିବା ଛେଳିକୁ ଧକ୍କା ଦେଲା ମୋଟରସାଇକେଲ । ଘଟଣା ଘଟିଛି ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ଆରିବାଲି ଛକରେ । ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଖବରପାଇ ୧୦୮!-->…
Read More...
Read More...
କୋଭିଡ୍୧୯ ସଚେତନତା ବୈଠକ
ବୌଦ୍ଧ/ହରଭଙ୍ଗା,୩/୫- ଆଜି ହରଭଙ୍ଗା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତାରେ କୋଭିଡ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନା ସମ୍ପର୍କରେ କିପରି ଜଣେ ସ୍ୱେଚ୍ଛାସେବୀ ଭାବେ ନିଜ ନିଜ କର୍ତ୍ତବ୍ୟ ତୁଲାଇବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା!-->…
Read More...
Read More...
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର
ବୌଦ୍ଧ,୩/୫ - ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ମନମୁଣ୍ଡା – କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଜଣେ ବାଇକ ଆରୋହୀ ମନମୁଣ୍ଡା ଠାରୁ!-->…
Read More...
Read More...
ନିଜ ଉପରେ ନିଜେ ରେଷ୍ଟ୍ରିକସନ୍ ଲଗେଇବାକୁ ଆହ୍ୱାନ
ବଲାଙ୍ଗୀର,୩/୫- ଜୀବନ ଓ ଜୀବିକା ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍ପି କୁଶଲକର ନିତିନ୍ ଡଗୁଡୁ ଆସନ୍ତା ୫ତାରିଖରୁ ହେବାକୁ ଥିବା ଲକ୍ଡାଉନ୍ ୨ ଓ ତାହା ପାଇଁ ନିର୍ଦ୍ଦେଶାବଳୀ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି!-->…
Read More...
Read More...
ବିନା ଅକ୍ସନରେ ପାଲଝାର ଫାର୍ମର ଧାନ ବାହାରକୁ ଚାଲାଣ ଅଭିଯୋଗ
ବୌଦ୍ଧ,୩/୫- ବୌଦ୍ଧବ୍ଲକ ବଘିଆପଡା ଗ୍ରାମଠାରେ ଥିବା ପାଲଝାର୍ କୃଷି ଫାର୍ମରୁ ଆଜି ଗୋଟିଏ ୪୦୭ ମିନି ଟ୍ରକରେ ଧାନବସ୍ତା ଲଦା ଯାଉଥିବା ଓ ତାହା ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଖବର୍ ପାଇ କିଛି ଗଣମାଧ୍ୟମର ପ୍ରତିନିଧି ପାଲଝାର୍ କୃଷି ଫାର୍ମରେ ପହଂଚିଥିଲେ ।!-->…
Read More...
Read More...
ଆଜି ଆଉ ୧୦ ଟି ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ
ବୌଦ୍ଧ,୩/୫ - ଗତକାଲି ୧୩ ଗୋଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘୋଷଣା କରିଥିବାବେଳେ ଆଜି ପୁଣି କରୋନା ପ୍ରଭାବିତ ୧୦ ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଆଜି ଯେଉଁ ଅଂଚଳ କଣ୍ଟେନମେଣ୍ଟ ହୋଇଛି ସେଗୁଡିକ ହେଲା!-->…
Read More...
Read More...