Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଣି ପାଇଁ ଡ଼ହକ ବିକଳ ୨ଟି ଗାଁର ଗ୍ରାମବାସୀ
ଦାରିଙ୍ଗବାଡ଼ି,୨୭/୪: ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଟପଦା ସାହି ଓ ରୁକାନବାଡ଼ି ସାହି ବ୍ଲକ ହେଡ଼କ୍ୱାଟର ଠାରୁ ମାତ୍ର ଅଧା କିଲୋମିଟର ବାଟ ହୋଇଥିବା ବେଳେ ଗ୍ରାମବାସୀ କିନ୍ତୁ ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଛନ୍ତି । ହାଟପଦା ସାହିରେ ୩୦ ପରିବାର ରହୁଥିବା ବେଳେ ରୁକାନବାଡ଼ି!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧କୋଟି ଟଙ୍କା ପ୍ରଦାନ କଲା ଏମ୍ଜିଏମ୍, ପଙ୍କଜ ମହାନ୍ତିଙ୍କଠାରୁ ଚେକ୍ ଗ୍ରହଣ…
ଭୁବନେଶ୍ୱର: ରାଜ୍ୟରେ କୋଭିଡ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏମ୍ଜିଏମ୍ ମେନେରାଲ୍ସ ଲିଃ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ!-->…
Read More...
Read More...
ଆପ୍ ଗଜପତି ତରଫରୁ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି,୨୭/୪- ପାରଳାଖେମୁଣ୍ଡି ସ୍ଥିତ ଓମ୍ ଶାନ୍ତି କଲୋନୀ ଠାରେ ଆପ୍ ଗଜପତି ତରଫରୁ ନବ ଉତ୍କଳ ନିର୍ମାତା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ବରେ!-->…
Read More...
Read More...
ପାଣି ପାଇଁ ରାସ୍ତାରୋକ କଲେ ମହିଳା
ବୌଦ୍ଧ,୨୭/୪- ବୌଦ୍ଧଜିଲ୍ଲା ଗ୍ରୀଷ୍ମ ପ୍ରବାହରେ ରାଜ୍ୟରେ ରେକର୍ଡ କରିଥିବାବେଳେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଜଳାଭାବ ପରିଲକ୍ଷିତ ହେଉଛି । ପୋଖରୀ ଗାଡିଆ ଓ କୂଅଗୁଡିକ ଶୁଖିଲା ହୋଇ ସାରିଥିବାବେଳେ ନଳକୂପ ଗୁଡିକର ମରାମତି ଅଭାବରୁ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଆଜି!-->…
Read More...
Read More...
ଖୁଲମ୍ଖୁଲା ବୁଲୁଛନ୍ତି କୋଭିଡ୍ ପଜିଟିଭ, ଲୋକେ ଆତଙ୍କିତ
ବୌଦ୍ଧ/ବାଉଁଶୁଣୀ,୨୭/୪ – ବୌଦ୍ଧଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅମାନିଆ ମାନେ ସାମାଜିକ ଦୂରତା ରକ୍ଷା ନ କରିବା କିମ୍ବା ମାସ୍କ ନପିନ୍ଧିବା ସାଧାରଣ କଥା ହୋଇଥିବାବେଳେ କୋଭିଡ୍ ପଜିଟିଭ ବାହାରିଥିବା ବ୍ୟକ୍ତିଙ୍କ ଖୁଲମ୍ଖୁଲା ବୁଲାବୁଲି କରିବା!-->…
Read More...
Read More...
ବଲାଙ୍ଗୀରରେ ଆଜି ରେକର୍ଡ ସଂଖ୍ୟକ ୪୫୭ ଆକ୍ରାନ୍ତ ଚିହ୍ନଟ
ବଲାଙ୍ଗୀର,୨୭/୪- ବଲାଙ୍ଗୀର ଜିଲ୍ଲାରେ ଆଜି ୪୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ୨ୟ ସ୍ଥାନରେ ରହିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି । ଦିନକରେ ୩୨୨ ପରେ କମି କମି ୯୮ରେ ପହଞ୍ଚିବା ପରେ ପୁଣି ରେକର୍ଡ ସଂଖ୍ୟକ ୪୫୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା!-->…
Read More...
Read More...
ବଲାଙ୍ଗୀର: ଓଳିଏ ବଜାର ବନ୍ଦ ଦରଦାମ ବଢିବା ଆଶଙ୍କା
ବଲାଙ୍ଗୀର,୨୭/୪- ଦିନ ୨ଟାପରେ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦଦେଇ ଦୋକାନବଜାର ବନ୍ଦ ରଖିବାକୁ ବଲାଙ୍ଗୀର ସହର ବ୍ୟବସାୟୀ ସଂଗଠନ ତରଫରୁ ନିଷ୍ପତି ନିଆଯାଇଛି । ଆସନ୍ତା ୨୮ତାରିଖରୁ ଉପର ଓଳି ବନ୍ଦ ରହିବ ଦୋକାନ ବଜାର । ସଂକ୍ରମଣ ଚେନ୍ ଭାଙ୍ଗିବ ଓ ଜୀବନ ଜୀବିକା ବିଶେଷ ପ୍ରଭାବିତ!-->…
Read More...
Read More...
ପୁଣି ରାଜ୍ୟରେ ୬୦୭୩ କରୋନା ପଜିଟିଭ ଚିହ୍ନଟ, ୧୦ ମୃତ
ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ବୌଦ୍ଧ : ଆଜି 64 କରୋନା ଆକ୍ରାନ୍ତ ଚିନ୍ହଟ, ବୌଦ୍ଧ ଏନ.ଏ.ସି. ଶୀର୍ଷରେ
ବୌଦ୍ଧ,୨୭/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି 64 ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି l ଆଜି ବୌଦ୍ଧ ଏନଏସି ଅଞ୍ଚଳରେ ସର୍ବାଧିକ 21 ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ଦ୍ବିତୀୟରେ ହରଭଙ୍ଗା ବ୍ଲକରୁ 17,!-->!-->!-->…
Read More...
Read More...
ଦୁବୃର୍ତ୍ତ ଲଗାଇଲେ ନିଆଁ, ପୋଡିଗଲା ଆମ୍ବବଗିଚା
ବୌଦ୍ଧ,୨୬/୪- ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଗ୍ରାମର ରାଧାରମଣ ମେହେରଙ୍କ ଲକ୍ଷ୍ମୀପ୍ରସାଦ ମୌଜାରେ ଥିବା ଜମିରେ ସାତବର୍ଷ ପୂର୍ବେ ବୌଦ୍ଧ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବଚାରା ଆଣି ରୋପଣ କରିଥିଲେ । ଗଛଗୁଡିକ ଭଲ ବଢ଼ି ଚଳିତବର୍ଷ ଭଲ ଫଳ ମଧ୍ୟ ହୋଇଥିଲା । କିନ୍ତୁ କେହି!-->…
Read More...
Read More...